Home Authors Posts by Bureau

Bureau

17674 POSTS 0 COMMENTS

ପାଣିରେ ବୁଡି ନାବାଳିକାଙ୍କ ମୃତ୍ୟୁ

0
କଟକ,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ଜେଜେମା ଆଗରେ ପାଣିରେ ବୁଡି ନାବାଳିକା ନାତୁଣୀର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଚୌଦ୍ବାର ଥାନା ଅନ୍ତର୍ଗତ ନଖରା ପଂଚାୟତ ଅଙ୍ଗତରାଦିହ ଗ୍ରାମରେ ।...

ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା

0
କେନ୍ଦୁଝର ୮/୯,(ଓଡ଼ିଆ ପୁଅ ପି ନାଏକ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଗୋଧିରାମପଡ଼ାରେ ଡବଲ ମର୍ଡର ହୋଇଛି । ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା କରାଯାଇଛି। ଘର ବାରଣ୍ଡାରେ ପଡିଛି ସ୍ୱାମୀ ସ୍ତ୍ରୀଙ୍କ...

ଆସାମରେ ମୃଦ୍ୟୁ ଭୂମିକମ୍ପ

0
ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ଭାରତ ଉତ୍ତରପୂର୍ବ ରାଜ୍ୟ ଆସାମର କାର୍ବୀ ଆଙ୍ଗ୍ଲୋଙ୍ଗରେ ରିକ୍ଟର ସ୍କେଲରେ ୩.୩ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ରବିବାରଦିନ ସକାଳ ୭:୦୩ ବେଳେ ଅନୁଭୁତ ହୋଇଥିଲା। କୌଣସି...

ବରିଷ୍ଠ ଆଇନଜୀବି ରାମ ଜେଠମଲାନୀଙ୍କ ପରଲୋକ

0
ନୂଆଦିଲ୍ଲୀ,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ବରିଷ୍ଠ ଆଇନ୍‌ଜୀବୀ ତଥା ପୂର୍ବ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରାମ ଜେଠମଲାନୀଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଗତ...

ହିମାଞ୍ଚଳର ଚମ୍ବା ଜିଲ୍ଲାରେ ଦୁଇଥର ମୃଦ୍ୟୁ ଭୂମିକମ୍ପ

0
ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ହିମାଞ୍ଚଳର ଚମ୍ବା ଜିଲ୍ଲା ରବିବାରଦିନ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି। କୌଣସି କ୍ଷତିର ସୂଚନା ନାହିଁ। ଭୂମିକମ୍ପର କେନ୍ଦ୍ର ଚମ୍ବାର ଉତ୍ତର-ପୂର୍ବରୁ ୧୦ କିଲୋମିଟର ଗଭୀରତାରେ...

ଟୋଲଗେଟରୁ ୩୮ ଗିରଫ

0
ଭୁବନେଶ୍ଵର,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଥମ ଦିନରେ ୩୮ ମଦ୍ୟପ ଚାଳକ ଗିରଫ ହୋଇଛନ୍ତି । ୯ଟି ଜିଲ୍ଲାର ୧୪ଟି ଟୋଲ୍‌ଗେଟ୍‌ରେ ଚେକିଂ ଚାଲିଥିଲା । ମଦ୍ୟପାନ କରି ଗାଡ଼ି ଚାଳନା ବେଳେ...

ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ ପୋଲିସ ଗାଡ଼ିର ଡକ୍ୟୁମେଣ୍ଟ

0
ଭୁବନେଶ୍ଵର,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ଗତକାଲି ରାଜଧାନୀରେ ପୋଲିସ-ଜନତା ମୁଁହାଁମୁହିଁ ପରେ ବାଟକୁ ଆସିଛି ପୋଲିସ। ଆଜି ସବୁ ପୋଲିସ ଗାଡ଼ିର ଡକ୍ୟୁମେଣ୍ଟ ୱେବସାଇଟ୍‌ରେ ଅପଲୋଡ୍ କରାଯିବ।  ପୋଲିସ୍‌ ଗାଡିର ସମସ୍ତ କାଗଜପତ୍ର...

ଏହି ଜିଲ୍ଲାକୁ ରେଡ୍ ଆଲର୍ଟ

0
ଭୁବନେଶ୍ଵର,୦୮/୦୯,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ରାଜ୍ୟରେ ଳଗାତାର ବର୍ଷା ଲାଗି ରହିଛି । ଏନେଇ କେତେକ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି ।  ତେବେ ଚାରିଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା...

ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ରାମ ଜେଠାମାଲାନୀଙ୍କର ପରଲୋକ

0
ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ବରିଷ୍ଠ ଓକିଲ ରାମ ଜେଠମଲାନୀଙ୍କର ରବିବାର ଦିନ ପରଲୋକ ହୋଇଯାଇଛି। ସେ ୯୫ ବର୍ଷର ଥିଲେ। ୯୫ ବର୍ଷୀୟ ରାମ ଜେଠମଲାନୀ ସୁପ୍ରୀମ କୋର୍ଟର ବରିଷ୍ଠ...

ବଢୁଛି ବୈତରଣୀ ନଦୀରେ ଜଳସ୍ତର

0
ଭଦ୍ରକ,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର  । ଉପର ମୁଣ୍ତରେ ଲଗାଣ ବର୍ଷା ଯୋଗୁଁ ଗତରାତିରୁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଭଦ୍ରକ...

ବିଦେଶୀ ମଦ ଫ୍ୟାକ୍ଟ୍ରୀ ଠାବ

0
ଗଞ୍ଜାମ ୮/୯,(ଓଡ଼ିଆ ପୁଅ ପି ନାଏକ): କୁକୁଡ଼ା ଫାର୍ମରେ ବିଦେଶୀ ମଦ ଫାକ୍ଟ୍ରି । ଗତକାଲି ରାତିରେ ଦିଗପହଣ୍ଡି ଆଇଆଇସି ବୀରପଟଣା ଗାଁରେ ଥିବା ଏକ କୁକୁଡ଼ା ଫାର୍ମ ଉପରେ ଚଢାଉ କରିଥିଲେ...

୮ ସେପ୍ଟେମ୍ବର : ଅନ୍ତଃରାଷ୍ଟ୍ରୀୟ ସାକ୍ଷରତା ଦିବସ

0
ଆଜି ୫୩ତମ ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ। ସାରା ବିଶ୍ୱରେ ପ୍ରତିବର୍ଷ ୮ ସେପ୍ଟେମ୍ବର ଦିନ ପାଳିତ ହୁଏ ଅନ୍ତଃରାଷ୍ଟ୍ରୀୟ ସାକ୍ଷରତା ଦିବସ। ସାକ୍ଷରତାର ମହତ୍ତ୍ୱ ପ୍ରତିପାଦନ କରିବା ସହ ବ୍ୟକ୍ତିଗତ, ସାମୁଦାୟୀକ ତଥା...

“ରାଜନୈତିକ ପ୍ରତିଶୋଧ ଭାବନାରେ ନୁହେଁ, ଉତ୍ତମ ବିଚାରରେ ହାସଲ କରିହେବ ୫ ଟ୍ରିଲିୟନ ଡଲାର...

0
ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ଲକ୍ଷ୍ମୀପତ ୟୁନିଭର୍ସିଟିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଛାତ୍ରମାନଙ୍କୁ ସମ୍ବୋଧିତ କରିଛନ୍ତି। ମନମୋହନ ସିଂହ କହିଲେ କି ଭାରତକୁ ପାଞ୍ଚ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା...

‘ଆଈ’ ହେବେ ରବୀନା ଟଣ୍ଡନ

0
ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ବଲିଉଡ଼୍ ଅଭିନେତ୍ରୀ ରବୀନା ଟଣ୍ଡନ ନିଜ ଗର୍ଭବତୀ ଝିଅ ପାଇଁ ଏକ ଗୋଦ ଭରାଈ ସମାରୋହର ଆୟୋଜନ କରିଥିଲେ। ରବୀନା ଟଣ୍ଡନ, ଯାହାଙ୍କୁ ବର୍ତ୍ତମାନ 'ନଚ ବଲିଏ...

ଜମ୍ମୁ କାଶ୍ମୀରରେ ଆଣ୍ଟି ମିଲିଣ୍ଟାଣ୍ଟ ଅପରେଶନ ସମୟରେ ସୈନିକଙ୍କ ମୃତ୍ୟୁ

0
କଶ୍ମୀର/ନୂଆ ଦିଲ୍ଲୀ ୭-୯ (ଓଡ଼ିଆ ପୁଅ) ମଧ୍ୟ କାଶ୍ମୀର ଜିଲ୍ଲାର ବୁସାନ କ୍ଷେତ୍ରରେ ସର୍ଚ୍ଚ ଏବଂ କର୍ଡ଼ନ ଅପରେସନ ସମୟରେ ଡିଫାଦର ଆସଲମ ଖାନ ନଦୀ ଭିତରକୁ ଖସି ପଡ଼ିଥିଲେ। ତୁରନ୍ତ ଉଦ୍ଧାର...

ଯାନବାହନ ପରିବହନ ଏବଂ ଟ୍ରାଫିକ ନିୟମ ଆଳରେ ମାତ୍ରାଧିକ ଫାଇନ ଆଦାୟ କରିବା ପ୍ରସଙ୍ଗ...

0
ଭୁବନେଶ୍ୱର, ୦୭/୦୯: ସରକାର ଏବେ ଆଣିଥିବା ନୁଆ ଯାନବାହନ ପରିବହନ ଏବଂ ଟ୍ରାଫିକ ନିୟମ ବ୍ୟବସ୍ଥାକୁ ଭାରତୀୟ ଜନତା ପାର୍ଟି ସମର୍ଥନ କରୁଛି। କିନ୍ତୁ ନୂତନ ଆଇନ ପ୍ରଣୟନ ପୂର୍ବରୁ ରାଜ୍ୟ ସରକାର...

ପକ୍ଷୀ ଜଗତର ସର୍ବଶ୍ରେଷ୍ଠ ସ୍ଥପତି ସଙ୍କଟରେ!

0
ରାଉରକେଲା୭ା୯(ଓଡିଆ ପୁଅ/ସୁବୋଧ ନାୟକ) ପକ୍ଷୀ ଜଗତର ସର୍ବଶ୍ରେଷ୍ଠ ସ୍ଥପତି ଏବେ ସଙ୍କଟରେ। ପରିବେଶ ଅତ୍ୟଧିକ ମାତ୍ରାରେ ପ୍ରଦୂଷଣ, ମୋବାଇଲ ଟାୱାର, ରାଡ଼ାର ବିକିରଣ ଯୋଗୁ ଏମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି।...

ପଶ୍ଚିମ ବଙ୍ଗରେ ଲାଗୁ ହେବାକୁ ଦେବେ ନାହିଁ NRC – ମମତା : ବିଧାନସଭାରେ...

0
କୋଲକାତା ୭-୯ (ଓଡ଼ିଆ ପୁଅ) ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାରଦିନ କହିଲେ କି ରାଜ୍ୟର ତୃଣମୂଲ କଂଗ୍ରେସ ସରକାର ପ୍ରଦେଶରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀ (NRC) ଲାଗୁ କରିବାକୁ ଅନୁମତି...

କମ୍ପାନୀ ବନ୍ଦ ହେଉଛନ୍ତି- ଚାକିରୀ ଚାଲିଯାଉଛି – ମୋଦୀ ସରକାର ଉତ୍ସବ ମନାଉଛି –...

0
ନୂଆଦିଲ୍ଲୀ ୭-୯ (ଓଡ଼ିଆ ପୁଅ) ବର୍ତ୍ତମାନର ଆର୍ଥିକ ମାନ୍ଦାହସ୍ଥା କାରଣରୁ ମୋଦୀ ସରକାରକୁ କଟାକ୍ଷ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ଅର୍ଥବ୍ୟବସ୍ଥାକୁ ନେଇକରି ବିଫଳତା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା। ପ୍ରିୟଙ୍କା ଟ୍ଵୀଟ କରି...

ପାକିସ୍ତାନର ଅସଲୀ ଚେହରା ସାମନାକୁ ଆସିଲା, ରାଷ୍ଟ୍ରପତି କୋବିନ୍ଦ ପାଇଁ ଖୋଲିବ ନାହିଁ ଏୟାରସ୍ପେସ

0
ନୂଆ ଦିଲ୍ଲୀ ୭-୯ (ଓଡ଼ିଆ ପୁଅ) ଭାରତ ସରକାର ଯେତେବେଳେ ଅନୁଚ୍ଛେଦ ୩୭୦ କୁ ଉଚ୍ଛେଦ କଲେ ତା’ପରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ବାଉଳା ହେଉଛି। ଅବଶ୍ୟ ଚତୁର୍ଦୀଗରୁ ପାକିସ୍ତାନକୁ ଝଟକା ମିଳିଛି।...