Home ଓଡ଼ିଶା ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ ପୋଲିସ ଗାଡ଼ିର ଡକ୍ୟୁମେଣ୍ଟ

ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ ପୋଲିସ ଗାଡ଼ିର ଡକ୍ୟୁମେଣ୍ଟ

169

ଭୁବନେଶ୍ଵର,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ଗତକାଲି ରାଜଧାନୀରେ ପୋଲିସ-ଜନତା ମୁଁହାଁମୁହିଁ ପରେ ବାଟକୁ ଆସିଛି ପୋଲିସ। ଆଜି ସବୁ ପୋଲିସ ଗାଡ଼ିର ଡକ୍ୟୁମେଣ୍ଟ ୱେବସାଇଟ୍‌ରେ ଅପଲୋଡ୍ କରାଯିବ।  ପୋଲିସ୍‌ ଗାଡିର ସମସ୍ତ କାଗଜପତ୍ର ଆଜିଠୁ ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ ।  ଏ ନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ।ସାଧାରଣଜନତା ଏହି ୱେବସାଇଟ୍‌କୁ ଯାଇ ପୋଲିସ୍‌ର ସମସ୍ତ ଗାଡି ଗାଡି କାଗଜ ପତ୍ର ଦେଖିପାରିବେ ବୋଲି କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.