Home ଓଡ଼ିଶା ହିମାଞ୍ଚଳର ଚମ୍ବା ଜିଲ୍ଲାରେ ଦୁଇଥର ମୃଦ୍ୟୁ ଭୂମିକମ୍ପ

ହିମାଞ୍ଚଳର ଚମ୍ବା ଜିଲ୍ଲାରେ ଦୁଇଥର ମୃଦ୍ୟୁ ଭୂମିକମ୍ପ

160

ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ହିମାଞ୍ଚଳର ଚମ୍ବା ଜିଲ୍ଲା ରବିବାରଦିନ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି। କୌଣସି କ୍ଷତିର ସୂଚନା ନାହିଁ। ଭୂମିକମ୍ପର କେନ୍ଦ୍ର ଚମ୍ବାର ଉତ୍ତର-ପୂର୍ବରୁ ୧୦ କିଲୋମିଟର ଗଭୀରତାରେ ଥିଲା। ରବିବାରଦିନ ସକାଳ ୫:୩୦ ବେଳେ ୩.୪-ତୀବ୍ରତା ଭୂମିକମ୍ପ ରେକର୍ଡ଼ କରାଯାଇଥିଲା। ପରେ ସକାଳ ୮ଟା ୦୪ ମିନିଟରେ ୪.୯ ତୀବ୍ରତା ଭୂମିକମ୍ପ ରେକର୍ଡ଼ କରାଯାଇଥିଲା।  ଜିଲ୍ଲାର ଆଖପାଖ ଅଞ୍ଚଳରେ ମଧ୍ୟ ହାଲୁକା ଝଟକା ଅନୁଭବ କରାଯାଇଥିଲା। ଲୋକମାନେ ଭୂମିକମ୍ପ ଭୟରେ ଘରୁ ବାହାରକୁ ଆସିଯାଇିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.