Home ଓଡ଼ିଶା ‘ଆଈ’ ହେବେ ରବୀନା ଟଣ୍ଡନ

‘ଆଈ’ ହେବେ ରବୀନା ଟଣ୍ଡନ

484

ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ବଲିଉଡ଼୍ ଅଭିନେତ୍ରୀ ରବୀନା ଟଣ୍ଡନ ନିଜ ଗର୍ଭବତୀ ଝିଅ ପାଇଁ ଏକ ଗୋଦ ଭରାଈ ସମାରୋହର ଆୟୋଜନ କରିଥିଲେ।

ରବୀନା ଟଣ୍ଡନ, ଯାହାଙ୍କୁ ବର୍ତ୍ତମାନ ‘ନଚ ବଲିଏ ୯’ ରେ ଜଜ ବାବରେ ଆପଣମାନେ ଦେଖୁଛନ୍ତି ସେ, ଏବେ ବନିବେ ଆଈ ଅର୍ଥାତ୍ ଗ୍ରାଣ୍ଡ ମଦର। ନିଜର ଝିଅ ଛାୟାଙ୍କ ପାଇଁ ଏହି ଗୋଦ ଭରାଈ ସମାରୋହ ଆୟୋଜନ କରାଯାଇଥିଲା। ଛାୟାଙ୍କୁ ରବିନା ୧୯୯୫ ରେ ଆଡପ୍ଟ କରିଥିଲେ। ଏବେ ରବିନା ଏଥିପାଇଁ ବହୁତ ଉତ୍ସାହିତ ଦେଖାଯାଉଛନ୍ତି।

ରବୀନା ଟଣ୍ଡନଙ୍କର ଜୈବିକ ଝିଅ ରାଶା ଥଡାନୀ ନିଜର ଭଉଣୀଙ୍କର ଗୋଦ ଭରାଇ ସମାରୋହରେ ଖୁସିରେ ଝୁମୁଥିଲେ। ଛାୟା ମେରୁନ ଆଉଟଫିଟରେ ନଜର ଆସିଥିଲେ ଏବଂ ତାଙ୍କର ପ୍ରେଗ୍ନେନ୍ସୀର ଚମକ ପରିଲକ୍ଷିତ ହେଉଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.