Home Authors Posts by Bureau

Bureau

17676 POSTS 0 COMMENTS

ରାଫେଲ ନାଡାଲ ଡେନିୟଲ ମେଦବେଦେବକୁ ହରାଇ ୟୁଏସ ଓପନ ଜିତିଲେ

0
ନ୍ୟୁୟର୍କ ୯-୯ (ଓଡ଼ିଆ ପୁଅ) ୟୁଏସ ଓପନର ଫାଇନାଲ୍ ମ୍ୟାଚ୍ ରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ରାଫେଲ ନାଡାଲ ଡାନିଏଲ ମେଦବେଦେବଙ୍କୁ ହରାଇ ୨୦୧୯ ୟୁଏସ ଓପନ ଟାଇଟଲକୁ ନିଜର ନାମରେ...

ବହାମାସରେ ହରିକେନ ଡୋରିଆନ୍ ର ତାଣ୍ଡବ: ଭାରତର ୧୦ ଲକ୍ଷ ଡଲାରର ସହାୟତା

0
ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ହରିକେନ ଡୋରିଆନର ତାଣ୍ଡବ ଲୀଳା କାରଣରୁ ବହାମାସରେ ବହୁଳମାତ୍ରାରେ କ୍ଷତି ହୋଇଛି। ଭାରତ ରବିବାରଦିନ ଏହି ଦ୍ଵୀପୀୟ ଦେଶକୁ ୧୦ ଲକ୍ଷ ଡଲାରର ଆର୍ଥିକ ସହାୟତା...

ମା ପାଟଖଣ୍ଡା ଦୁର୍ଗାପୁଜା ସମିତିର ନୁତନ କର୍ମକର୍ତ୍ତା ଚୟନ

0
ବାଲିଗୁଡା, ୮/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡା ମା ପାଟଖଣ୍ଡା ଦୁର୍ଗାପୁଜା ସମିତିର ନୁତନ କର୍ମକ୍ରତା ଚୟନ ହୋଇଯାଇଛି।ଏଥି ନିମନ୍ତେ ମା ପାଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ଅସ୍ଥାୟୀ ସଭାପତି ଶଶି ଭୁଷଣ ପାଢୀଙ୍କ...

ସରକାରଙ୍କ ୧୦୦ ଦିନର ରିପୋର୍ଟ ଉପସ୍ଥାପନ କଲେ ଶ୍ରୀ ପ୍ରକାଶ ଜାଭଡେକର

0
- ସରକାର ଅନେକ ଐତିହାସିକ ଓ ଯୁଗାନ୍ତକାରୀ ନିଷ୍ପତି ଗ୍ରହଣ କରିଛନ୍ତି - ‘ଜନ କନେକ୍ଟ’ ପୁସ୍ତିକା ଉନ୍ମୋଚନ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ - ‘ଭାରତର ବିକାଶ ତ୍ୱରାନ୍ୱିତ-୧୦୦ ଦିନର ଦୃଢ଼ ପଦକ୍ଷେପ...

ପାଂଚଦନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ କଲେ...

0
- ହାଇଡ୍ରୋକାର୍ବନ ରପ୍ତାନୀରେ ସାଉଦିଆରବ ଭାରତ ସହ ଏକ ବିଶ୍ୱାସନୀୟ ଏବଂ ସ୍ଥାୟୀ ଭାଗିଦାରୀ ହୋଇ ରହିବା ନେଇ ଶକ୍ତି ମନ୍ତ୍ରୀଙ୍କ ପ୍ରତିଶ୍ରୁତି - ଭାରତରେ ସାଉଦିଆରବର ପୁଞ୍ଜିନିବେଶ କରିବା ଦିଗରେ ମଧ୍ୟ ଗୁରୁତ୍ୱାରୋପ ସାଉଦିଆରବ/ନୂଆଦିଲ୍ଲୀ,...

ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ବିରୋଧରେ ମାମଲା

0
ପୁରୀ ୮/୦୯,(ଓଡ଼ିଆ ପୁଅ ପି ନାଏକ): ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ ବିରୋଧ କରି ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ପକ୍ଷରୁ ଆଜି...

୬ଟି ଗାଁ ବୁଲି ସ୍ଥିତି ଅନୁଧ୍ୟାନ କଲେ ଆଇଏଏସ ଅଫିସର

0
ବ୍ରହ୍ମପୁର ୮।୯,(ଓଡ଼ିଆ ପୁଅ ପି ନାଏକ):  ଯୁବ ଆଇ .ଏ.ଏସ୍ ଅଫିସର ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ ।   ପାତ୍ରପୁର ବ୍ଳକ୍ ଆଙ୍କୁଲି ପଞ୍ଚାୟତର ୬ଟି ଗାଆଁ...

ଶ୍ରୀ ରାମ ଜେଠମାଲାନୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

0
ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ବରିଷ୍ଠ ଆଇନଜ୍ଞ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମ ଜେଠମାଲାନୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି। “ଶ୍ରୀ ରାମ ଜେଠମାଲାନୀ ଜୀଙ୍କ...

ପ୍ରାଧ୍ୟାପକ ଶାନ୍ତନୁ ତ୍ରିପାଠୀଙ୍କ ପରଲୋକ

0
ସମ୍ବଲପୁର ୮-୯ (ଓଡ଼ିଆ ପୁଅ) : ଅବସରପ୍ରାପ୍ତ ଅର୍ଥନୀତି ପ୍ରାଧ୍ୟାପକ ଶାନ୍ତନୁ କୁମାର ତ୍ରିପାଠୀଙ୍କ ଗତକାଲି ବିଳମ୍ବ ରାତିରେ ସହରର ଭାଲୁପାଲି ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୯...

ହାଇଦ୍ରାବାଦ ଏଚ୍ସିୟୁରେ ନୂଆଁଖାଇ ଭେଟ୍ଘାଟ୍

0
ସମ୍ବଲପୁର ୮-୯ (ଓଡ଼ିଆ ପୁଅ) : ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ଏଚ୍ସିୟୁ)ରେ ପଢ଼ୁଥିବା ପଶ୍ଚିମଓଡ଼ିଶାର ଛାତ୍ରଛାତ୍ରୀମାନେ ଗତକାଲି ନୂଆଁଖାଇ ପାଳନ କରିଛନ୍ତି। ନୂଆଁଧାନରେ ନବାନ୍ନ ପ୍ରସ୍ତୁତି ସହ ପଶ୍ଚିମଓଡ଼ିଶାର ପାରମ୍ପାରିକ ବ୍ୟଂଜନରେ ଆପ୍ୟାୟିତ...

ସମ୍ବଲପୁର ରୋଡ଼ – ସମ୍ବଲପୁର ସିଟୀ ରେଳ ଷ୍ଟେସନକୁ ରାସ୍ତା ନିର୍ମାଣ ପାଇଁ ଦାବି

0
ସମ୍ବଲପୁର, ୮/୯ - (ଓଡ଼ିଆ ପୁଅ) ସମ୍ବଲପୁର ରେଳ ଡିଭିଜନର ୪୭ତମ ତଥା ଚଳିତ ଆର୍ଥିକ ବର୍ଷର ପ୍ରଥମ ଡିଆରୟୁସିସି ସଦସ୍ୟଙ୍କ ବୈଠକ ଗତକାଲି ସ୍ଥାନୀୟ ଡିଭିଜିନାଲ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।...

ସମ୍ବଲପୁର ରେଳମଣ୍ଡଳରେ ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟୀର ବୈଠକ

0
ସମ୍ବଲପୁର, ୮/୯ - (ଓଡ଼ିଆ ପୁଅ) ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟୀର ୪୭ତମ ବୈଠକ ୬ ସେପ୍ଟେମ୍ବର ୨୦୧୯ରେ ମଣ୍ଡଳ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକକୁ...

୨୭ କୋଟି ଟଙ୍କାର ଆଇସକ୍ରୀମ ? କ’ଣ ଅଛିକି ?

0
ଦୁନିଆରେ ଆଇସକ୍ରୀମ ଖାଇବାର ସଉକ ବହୁତ ଲୋକଙ୍କର ଥାଏ। ଯେଉଁମାନଙ୍କୁ ଯାହା ପସନ୍ଦ ସେମାନେ ସେହି ଫ୍ଲେଭରର ଆଇସକ୍ରୀମ ଖାଇବାକୁ ପସନ୍ଦ କରିଥାନ୍ତି। ଦୁଃଖୀ ହେବାପରେ ମଧ୍ୟ ଲୋକ ଆଇସକ୍ରୀମ ଖାଇବାକୁ ପସନ୍ଦ...

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀଙ୍କ ବିୟୋଗରେ ରାଜ୍ୟ ବିଜେପିର...

0
ଭୁବନେଶ୍ୱର, ୦୮/୦୯ (ଓଡ଼ିଆ ପୁଅ) : ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା...

ପୁଣି ଖୋଲିଲା ହୀରାକୁଦର ୬ଟି ଗେଟ

0
ସମ୍ବଲପୁର,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ଖୋଲିଲା ହୀରାକୁଦ ଜଳଭଣ୍ତାରେ ୬ ଟି ଗେଟ । ଗତକାଲି ସଂଦ୍ଧ୍ୟାରେ ୬ ଟି ଗେଟ ଖୋଲି ଥିବା ବେଳେ ଆଜି ସକାଳ ୮.୩୦ ସୁଦ୍ଧା...

ପୋଖରୀରେ ବୁଡ଼ିଗଲେ ୬ ନାବାଳିକା

0
ଜଗତସିଂହପୁର,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ଜଗତସିଂହପୁର ଜିଲ୍ଲା ସଦର ଥାନା ପାଟଣୀ ଗାଁରେ ଖୁଦୁରୁକୁଣୀ ପୂଜା କରୁଥିବା ବେଳେ ପୋଖରୀରେ ବୁଡି ଯାଇ ୬ ଜଣ ନାବାଳିକା ଆହତ ହୋଇଥିବା ବେଳେ ସେମାନଙ୍କ...

ମହିଳା ଟି-20 ବିଶ୍ଵ କପର କାର୍ଯ୍ୟକ୍ରମ ଘୋଷିତ : ୨୧ ଫେବ୍ରୁଆରୀରେ ପ୍ରଥମ ମ୍ୟାଚ୍...

0
ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ଆଗାମୀ ଆଇସିସି ମହିଳା ଟି-20 ବିଶ୍ଵ କପର ଅନ୍ତିମ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଥାଇଲ୍ୟାଣ୍ଡ ଏବଂ ବାଂଗ୍ଲାଦେଶର ରବିବାରଦିନ ଟୁର୍ଣ୍ଣାର୍ମେଣ୍ଟ ପାଇଁ କ୍ଵାଲିଫାଇ କରିବା ସହିତ...

ମାହାଙ୍ଗାରେ ବାଘ ଆତଙ୍କ

0
କଟକ,୦୮/୦୯,(ଓଡ଼ିଆ ପୁଅ ପି ନାଏକ): କଟକ ଜିଲ୍ଲା ମାହାଙ୍ଗା ହଂସଦିଆ ଗାଁରେ ହେଟାବାଘ ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ଗାଁରେ ଏକ ହେଟା ବାଘ ବୁଲୁଥିବା ସ୍ଥାନୀୟ ବାସିନ୍ଦା ଦେଖି ସଫା...

ସ୍ବାମୀଙ୍କ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ

0
ଅମରୋହା ୮/୯,(ଓଡ଼ିଆ ପୁଅ ପି ନାଏକ): ସ୍ବାମୀଙ୍କ ସହ ଔଷଧ ନେଇ ଫେରୁଥିବା ବିବାହିତା ଯୁବତୀଙ୍କୁ ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପଡ଼ିଆରେ ଗଣଦୁଷ୍କର୍ମ କରିଛନ୍ତି। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର...

ପୁରୀ : ସେବକଙ୍କୁ ମିଳିଲା ପରିଚୟପତ୍ର

0
ପୁରୀ, ୮/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବ ନିଷ୍ପତି ମୁତାବକ, ଶ୍ରୀମନ୍ଦିର ସେବକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ସେବକମାନଙ୍କୁ...