Home Authors Posts by Bureau

Bureau

17676 POSTS 0 COMMENTS

ଇଣ୍ଡିଆ Vs ବାଂଗ୍ଲାଦେଶ : ବାଂଗ୍ଲାଦେଶ ଜିତିଲା ଟସ, ଭାରତ ପ୍ରଥମେ କରିବ ବ୍ୟାଟିଂ

0
ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ନୂଆ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଆଜି ଭାରତ ଏବଂ ବାଂଗ୍ଲାଦେଶ T20 ମ୍ୟାଚ ଖେଳାଯାଉଛି। ବାଂଗ୍ଲାଦେଶ ଟସ୍ ଜୀତି ପ୍ରଥମେ ପିଲ୍ଡିଂ କରିବାକୁ ନିଷ୍ଟତ୍ତି...

ଜମିବାଡ଼ି ଭାଗବଣ୍ଟାକୁ ନେଇ ବାପା ମା’ଙ୍କୁ ଘରୁ ତଡିଲେ ପୁଅ ବୋହୂ

0
ସାନଖେମୁଣ୍ଡି, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଡେଙ୍ଗାଉସ୍ତ ଶ୍ରୀରାମନଗର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ହେଲା ନିଜ ଜନ୍ମ କଲା ବାପାମାଙ୍କକୁ ଘରୁ...

ସୁନାକୋଶୀ ନଦୀରେ ଖସିଲା ଯାତ୍ରୀବାହୀ ବସ୍ ୮ ମୃତ – ୩୪ ଯାତ୍ରୀ ଥିଲେ...

0
କାଠମାଣ୍ଡୁ ୩-୧୧ (ଓଡ଼ିଆ ପୁଅ) ପଡ଼ୋଶୀ ଦେଶ ନେପାଳରେ ଏକ ବଡ଼ ଦୁର୍ଘଟଣାର ଖବର ସାମନାକୁ ଆସିଛି। ଦେଶର ରାଜଧାନୀ କାଠମାଣ୍ଡୁ ନିକଟରେ ଏକ ବସ ସୁନାକୋଶୀ ନଦୀରେ ଭାରସାମ୍ୟ ହରାଇ ଖସିପଡ଼ିଛି।...

ଭାରତ-ବାଙ୍ଗ୍ଲାଦେଶ T20 ବର୍ତ୍ତମାନ ପର୍ଯ୍ୟନ୍ତ ରଦ୍ଦ କରାଯାଇନାହିଁ – ଏବେ ନିର୍ଣ୍ଣୟ ନେବା...

0
ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ଦିଲ୍ଲୀର କେତେକ ସ୍ଥାନରେ ବାୟୁର ପ୍ରଦୁଷଣ ସ୍ତର ଅର୍ଥାତ୍ ବାୟୁର ଗୁଣବତ୍ତାର ସୂଚକାଙ୍କ (ଏୟାର କ୍ୱାଲିଟି ଇଣ୍ଡେକ୍ସ) ୧,୦୦୦ ଉପରେ ପହଁଞ୍ଚି ସାରିଛି। ଏହା ସତ୍ତ୍ୱେ...

୫ ସ୍କୁଲ ଛାତ୍ର ନିଖୋଜ

0
ଗଜପତି, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ଗତକାଲିଠୁ ସ୍କୁଲ ଯାଇ ଆଉ ଫେରିନାହାଁନ୍ତି ୫ ଛାତ୍ର। ଏହି ଘଟଣା ଗଜପତି ଜିଲ୍ଲା ଗୋସାଣି ବ୍ଲକ ଗୁରାଣ୍ଡି ଜଙ୍ଗଲପାଡୁ ଗାଁରେ ଘଟିଛି। ୫ଜଣ...

ରୋଷେଇ ବେଳେ ସିଲିଣ୍ଡର ଫାଟି ୬ ଗୁରୁତର

0
ହିଞ୍ଜିଳିକାଟୁ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ହିଞ୍ଜିଳିକାଟୁ କେଉଟ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଯୁଧିଷ୍ଟିର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘର ପ୍ରତିଷ୍ଠା ଉତ୍ସବରେ ରୋଷେଇ ଚାଲୁଥିବା...

ସମ୍ବଲପୁରରେ ଆଡମ୍ବର ସହ ଛଟ୍ ପୂଜା ପାଳିତ

0
ସମ୍ବଲପୁର, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଖରଲା ନଦୀ ଘାଟରେ ବିହାରୀ ସମାଜ ପକ୍ଷରୁ ଛଟ ପୂଜା ଅତି ଧୁମଧାମରେ ପାଳିତ ହୋଇଯାଇଛି।ଏହି ଛଟ ପର୍ବକୁ...

ପୋଲ ତଳକୁ ଖସିଲା କାର; ଜଣେ ମୃତ

0
ତାଳଚେର, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ପୋଲ ତଳକୁ ଖସିଲା କାର। ତାଳଚେର ଥାନା ଅନ୍ତର୍ଗତ ଗୋଡିବନ୍ଧ ନିକଟସ୍ଥ ଶିବରାମପୁର-କନ୍ଧବେରେଣି ରାସ୍ତାରେ ଗତକାଲି ରାତିରେ ଏକ ମାରୁତି ଅଲ୍ଟୋ କାର ଭାରସାମ୍ୟ...

ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

0
କଟକ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): କଟକ ବନଖଣ୍ଡ ଚୌଦ୍ୱାର ବ୍ଲକ କହ୍ନେଇପୁର ଗାଁରେ ପ୍ରାୟ ୨୦୦ ହାତୀ ପଲ ଆତଙ୍କ ରଚାଇଛନ୍ତି। ସ୍ଥାନୀୟ ଲୋକଙ୍କ ଘର ଦ୍ବାର ଭାଙ୍ଗିବା ସହ...

କେନ୍ଦ୍ରାପଡା ପୌରାଞ୍ଚଳ ୧୩ନମ୍ବର ୱାର୍ଡରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

0
କେନ୍ଦ୍ରାପଡା ୩/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳର ୧୩ ନମ୍ବର ୱାର୍ଡରେ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ସଂଗ୍ରହ ଅଭିଯାନ ବିଜେଡି ରାଜ୍ୟ ଆଇନଜୀବି ସାମୁଖ୍ୟର ସଦସ୍ୟ ସଞ୍ଜୟ...

ପ୍ରଦୂଷଣ ରୋକିବାକୁ ‘ମୋ ସାଇକେଲ’ ରାଲି

0
କଟକ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):କଟକରେ ଆଜି ଦେଖିବାକୁ ମିଳିଛି ମୋ ସାଇକେଲ ରାଲି। ତେବେ ଚଳିତବର୍ଷ ବାଲିଯାତ୍ରାକୁ ପ୍ରଦୂଷଣମୁକ୍ତ କରିବାକୁ ଏବେ କଟକ ସହରରେ ଏହି ସଚେତନତା ରାଲି ଆରମ୍ଭ...

ପୋଲିସରେ ଅଭିଯୋଗ ନ କରିବାକୁ ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ଚାପ ପ୍ରୟୋଗ

0
କଳାହାଣ୍ଡି, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରି ବିବାହିତ ଯୁବକଙ୍କ ନାଁ ରେ ଅଭିଯୋଗ ହୋଇଛି। ଏବେ ଯୁବତୀ ୭ ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡିଛି।...

ଦାଦନ ଖଟିବାକୁ ଯାଇଥିବା ରାମ ସିଂ ଙ୍କ ମୃତ ଦେହ ଉଦ୍ଧାର

0
ବାରିପଦା, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):‌‌‌‌‌‌ବାରିପଦା ସ୍ଥିତ କଲିକତା ବସଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲାର ରାମ ସିଂ ବୋଲି ଜଣାପଡିଛି। ସେ...

ଜେଲ ଭିତରେ ଚାଲିଛି ଜୁଆ ଖେଳ !

0
ଗଞ୍ଜାମ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଜେଲରେ ଚାଲିଛି ଜେଲ କର୍ତ୍ତୁପକ୍ଷଙ୍କ ମନମାନି। ଜେଲରେ ବିଭିନ୍ନ ନିଶାଦ୍ରବ୍ୟ କାରବାର ସହ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଛି। ତେବେ ଭଞ୍ଜନଗର...

କେନ୍ଦୁଝରରେ ପୁଣି ଉଦ୍ଧାର ହେଲା ନବଜାତ ଶିଶୁ

0
କେନ୍ଦୁଝର, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ପୁଣି ଉଦ୍ଧାର ହୋଇଛି ନବଜାତ ଶିଶୁପୁତ୍ର। କେହି କୁଆଁରୀ ନାରୀ ପିଲାଟିକୁ ଜନ୍ମଦେଇ ଛାଡି ଚାଲିଯାଇଥିବା କୁହାଯାଉଛି। ତେବେ ଏହି ଘଟଣା କେନ୍ଦୁଝର ଜିଲ୍ଲା...

ଧନୁଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

0
ବରଗଡ଼, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଆସନ୍ତା ଡିସେମ୍ବର ୩୧ରୁ ଜାନୁଆରୀ ୧୧ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା। ଚଳିତବର୍ଷ ୭୧ ତମ ବରଗଡ଼ ଧନୁଯାତ୍ରା ପାଇଁ...

ଗୁଜୁରାଟ ଉପକୂଳ ଆଡକୁ ଅଗ୍ରସର ହେଉଛି ‘ମାହା’

0
ନୂଆଦିଲ୍ଲୀ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଧିରେ ଧିରେ ପାଖେଇ ଆସୁଛି ଆରବ ସାଗରରେ ସୃଷ୍ଟି ବାତ୍ୟା 'ମାହା'। ସମୁଦ୍ରପଥରେ ଏବେ ଗୁଜୁରାଟ ଉପକୂଳ ଆଡକୁ ଗତି କରୁଛି 'ମାହା'। ତେବେ ଆଜି...

ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ବ୍ୟାଙ୍ଗକକରେ ମୋଦିଙ୍କ ଉଦବୋଧନ

0
ନୂଆଦିଲ୍ଲୀ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଏବେ ଥାଇଲାଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଥାଇଲାଣ୍ଡ ଯାଇ ଏବେ ବ୍ୟାଙ୍ଗକକରେ ମୋଦି ପହଞ୍ଚିଛନ୍ତି। ଗତକାଲି ସେଠାରେ ପହଞ୍ଚିବା ପରେ ସେଠାରେ ଥିବା...

ସୁରକ୍ଷା ବଳଙ୍କ ଗୁଳିରେ ଜଣେ ନକ୍ସଲ ସଫା

0
ଝାଡ଼ଖଣ୍ଡ, ୦୩/୧୧: (ଓଡ଼ିଆ ପୁଅ ପି ନାୟକ):ଗତକାଲି ଝାଡ଼ଖଣ୍ଡ ଛତରା ଜିଲ୍ଲା ନାବାଡିହି ଜଙ୍ଗଲରେ କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ ଓ ପୋଲିସର ମିଳିତ ସର୍ଚ୍ଚ ଅପରେସନ ହୋଇଛି। ଫଳରେ ଏହି ଅପରେସନ...

ସିଂଗାପୁର ସନ୍ତରଣ ପ୍ରତିଯୋଗୀତାରେ ସମ୍ବଲପୁରର ପ୍ରତିଯୋଗୀଙ୍କୁ ୫ ପଦକ

0
ସମ୍ବଲପୁର, ୦୧/୧୧ (ଓଡ଼ିଆ ପୁଅ) ସିଂଗାପୁର ଠାରେ ଅନୁଷ୍ଟିତ ଓପନ ସନ୍ତରଣ ପ୍ରତିଯୋଗୀତାରେ ସମ୍ବଲପୁରର ମାଷ୍ଟର୍ସ ସନ୍ତରଣକାରୀମାନେ ତିନୋଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ସହିତ ପାଂଚୋଟି ପଦକ ହାସଲ କରିଛନ୍ତି। ଆଜି...