Home ଓଡ଼ିଶା ଜମିବାଡ଼ି ଭାଗବଣ୍ଟାକୁ ନେଇ ବାପା ମା’ଙ୍କୁ ଘରୁ ତଡିଲେ ପୁଅ ବୋହୂ

ଜମିବାଡ଼ି ଭାଗବଣ୍ଟାକୁ ନେଇ ବାପା ମା’ଙ୍କୁ ଘରୁ ତଡିଲେ ପୁଅ ବୋହୂ

867

ସାନଖେମୁଣ୍ଡି, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଡେଙ୍ଗାଉସ୍ତ ଶ୍ରୀରାମନଗର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ହେଲା ନିଜ ଜନ୍ମ କଲା ବାପାମାଙ୍କକୁ ଘରୁ ବାହାର କରିଦେଇଛନ୍ତି ପୁଅ ବୋହୂ। ପୁଅ ବୋହୂ ବୃଦ୍ଧ ବାପା-ମାଙ୍କୁ ଘରୁ ବାହାର କରିବା ପରେ ସେମାନେ ସାରା ରାତି ବାହାରେ ବିତାଇଥିବା ସୂଚନା ମିଳିଛି। ତେବେ ଅଭିଯୋଗ ଅନୁସାରେ, ଦୁଇ ବୃଦ୍ଧ ଦମ୍ପତି ହେଲେ ଉଦୟ ସାହୁ ଏବଂ ତାଙ୍କ ସ୍ତ୍ରୀ ଶଶୀ ସାହୁ। ସେମାନଙ୍କର ୩ଟି ପୁଅ ଏବଂ ୨ ଝିଅ ଥିବା ବେଳେ ଜମିବାଡି ଭାଗବଣ୍ଟାକୁ କେନ୍ଦ୍ରକରି ବଡ ପୁଅ-ବୋହୁ ଘରେ ପୁରାଇ ଦେଉନଥିବା ସେମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.