Home ଓଡ଼ିଶା ପ୍ରଦୂଷଣ ରୋକିବାକୁ ‘ମୋ ସାଇକେଲ’ ରାଲି

ପ୍ରଦୂଷଣ ରୋକିବାକୁ ‘ମୋ ସାଇକେଲ’ ରାଲି

160

କଟକ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):କଟକରେ ଆଜି ଦେଖିବାକୁ ମିଳିଛି ମୋ ସାଇକେଲ ରାଲି। ତେବେ ଚଳିତବର୍ଷ ବାଲିଯାତ୍ରାକୁ ପ୍ରଦୂଷଣମୁକ୍ତ କରିବାକୁ ଏବେ କଟକ ସହରରେ ଏହି ସଚେତନତା ରାଲି ଆରମ୍ଭ କରାଯାଇଛି। ତେବେ ଏହି ରାଲିରେ ହାଇକୋର୍ଟ ମୁଖ୍ୟ ବିଚାରପତି ନିଜେ ସାଇକେଲ ଚଳାଇ ସଚେତନତାର ବାର୍ତ୍ତା ବାଣ୍ଟିଥିବା ଦେଖିବାକୁ ମିଳିଥିଲାା। ଏହି ରାଲିଟି ମୁଖ୍ୟ ବିଚାରପତିଙ୍କ ବାସଭବନ ନିକଟରୁ ବାହାରି ଓଡ଼ିଶା ଷ୍ଟେଟ ଲିଗାଲ ଅଥରିଟି ଅଫିସ କାର୍ଯ୍ୟାଳୟରେ ଶେଷ ହୋଇଥିଲା। ମୁଖ୍ୟ ବିଚାରପତି ଙ୍କ ସମେତ ଏଥିରେ ଆଇଏଏସ ଓ ଆଇପିଏସ୍ ବି ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.