Home ଓଡ଼ିଶା ସମ୍ବଲପୁରରେ ଆଡମ୍ବର ସହ ଛଟ୍ ପୂଜା ପାଳିତ

ସମ୍ବଲପୁରରେ ଆଡମ୍ବର ସହ ଛଟ୍ ପୂଜା ପାଳିତ

304

ସମ୍ବଲପୁର, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଖରଲା ନଦୀ ଘାଟରେ ବିହାରୀ ସମାଜ ପକ୍ଷରୁ ଛଟ ପୂଜା ଅତି ଧୁମଧାମରେ ପାଳିତ ହୋଇଯାଇଛି।ଏହି ଛଟ ପର୍ବକୁ ତିନି ଦିନ ଧରି ଛଟ ଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଆଜିର ଏହି ପୂଜାକୁ ନେଇ ଖରଲା ନଦୀ ଘାଟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ପୂଜାର୍ଚ୍ଚନା ସହିତ ମାନସିକଧାରୀ ମହିଳା ଓ ପୁରୁଷ ଉପବାସ ରହି ନଦୀ ଜଳରେ ବୁଡି ମହିଳା ଓ ପୁରୁଷମାନେ ପୂଜାର୍ଚ୍ଚନା କରିବା ସହିତ ସୂର୍ଯ୍ୟକୁ ଦର୍ଶନ କରି ଘାଟରେ ବ୍ରତ ସମାପ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.