Home Authors Posts by Bureau

Bureau

17674 POSTS 0 COMMENTS

୬ ବର୍ଷର ଶିଶୁ ସହିତ ଦୁଷ୍କର୍ମ, ପରେ ହତ୍ୟା – ସ୍କୁଲ ଯାଇ ଫେରି...

0
ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ରାଜସ୍ଥାନର ଟୋଂକ ଜିଲ୍ଲାରେ ୬ ବର୍ଷର ଶିଶୁ ସହ ବଳାତ୍କାର ଏବଂ ପରେ ହତ୍ୟା ପରି ଦୁଃଖଦ ଘଟଣାର ଖବର ହସ୍ତଗତ ହୋଇଛି। ବଳାତ୍କାରୀମାନେ ସ୍କୁଲ...

ଅପାର ଜନ ସମାଗମ ମଧ୍ୟରେ ପଡ଼ିଆବାହାଲର ଧନୁଯାତ୍ରା ଉଦଯାପିତ

0
ସମ୍ବଲପୁର, ୧/୧୨ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲାର ପଡ଼ିଆବାହାଲ ଠାରେ ଚାଲିଥିବା ଧନୁଯାତ୍ରା ମହୋତ୍ସବ ଆଜି ଉଦଯାପିତ ହୋଇଛି। ଗତ ପାଂଚଦିନ ଧରି ପୂରାଣ ଆଧାରିତ ବିଭିନ୍ନ ପର୍ବ ଆୟୋଜନ ଉତାରୁ ଅନ୍ତିମ...

ହାଇଦ୍ରାବାଦ ଗ୍ୟାଙ୍ଗରେପ ମର୍ଡର : ଚାରି ଦିନ ପରେ ଆକ୍ସନରେ ଆସିଲେ କେସିଆର, କହିଲେ...

0
ହାଇଦ୍ରାବାଦ ୧-୧୨ (ଓଡ଼ିଆ ପୁଅ) ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ମହିଳା ଭେଟେନାରୀ ଡକ୍ଟରଙ୍କର ପ୍ରଥମେ ଗ୍ୟାଙ୍ଗରେପ ଏବଂ ପରେ ହତ୍ୟା ମାମଲାରେ ଚାରି ଦିନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ କେସିଆର ତାଙ୍କର ପ୍ରଥମ...

ଆମେରିକାରେ ପୁଣି ସନ୍ଦିଗ୍ଧ ଆକ୍ରମଣକାରୀର ଗୁଳିଚାଳନା, ୨ ଗୁରୁତର ସମେତ ୧୧ ଆହତ

0
ନୂଆଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ଆମେରିକାରେ ପୁଣି ଥରେ ଲୋକମାନଙ୍କ ଉପରେ ଗୁଳିବର୍ଷାର ଘଟଣା ସାମନାକୁ ଆସିଛି। ଗୁଳିକାଣ୍ଡର ଏହି ଘଟଣା ଆମେରିକାର ନ୍ୟୁ ଅରଲିୟନ୍ସସ ସହରରେ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ...

ନିର୍ବାଚନ ପ୍ରଚାର ହାରିବା ଭୟରେ ବନ୍ଧୁକ ଧରି ଜନଜାତିଙ୍କ ହକ୍ କୁ ଛଡାଇବା ପାଇଁ...

0
ଝାଡଖଣ୍ଡ, ଡିସେମ୍ବର ୧ (ଓଡ଼ିଆ ପୁଅ) – ହାରିବା ଭୟରେ ବିଜେପିର ପ୍ରତିପକ୍ଷ କଂଗ୍ରେସ ଓ ଜେଏମଏମ ବନ୍ଧୁକ ଧରି ଝାଡଖଣ୍ଡବାସୀଙ୍କ ମନରେ ଭୟ ତିଆରି କରିବାର ମଙ୍ଗ ଧରିଛନ୍ତି। ବନ୍ଧୁକ ଧରି...

ଓଡ଼ିଶା ଉତ୍କର୍ଷ ସମ୍ମାନରେ ସମ୍ମାନୀତ ହେଲେ ୧୭ ପ୍ରତିଭା ଓ ୩ ଅନୁଷ୍ଠାନ

0
ଭୁବନେଶ୍ବର ୧-୧୨ (ଓଡ଼ିଆ ପୁଅ) : ଆଜି ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ। ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ...

ସୋମା ରାୟ ବର୍ମନ ୨୪ ତମ ନିୟନ୍ତ୍ରକ ମହାଲେଖାକାର ନିଯୁକ୍ତ

0
ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ୧୯୮୬-ବ୍ୟାଚର ଭାରତୀୟ ସିଭିଲ ଲେଖା ସେବା ଅଧିକାରୀ (ICAS) ସୋମା ରାୟ ବର୍ମନ ଆଜି ନୂଆ ନିୟନ୍ତ୍ରକ ମହାଲେଖାକାର ଭାବେ ଦାୟୀତ୍ତ୍ୱ ନେଇଛନ୍ତି। ସେ ଏହି...

ଇଜିପ୍ଟ ପରେ ତୁର୍କିରୁ ଆସିବ ୧୧ ହଜାର ମେଟ୍ରିକ ଟନ ପିଆଜ

0
ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ତୁର୍କୀରୁ ଆସିବ ୧୧ ହଜାର ମେଟ୍ରିକ ଟନ ପିଆଜ। ଏନେଇ ଏମଏମଟିସି ଆଦେଶ ଦେଇଛି। ଏହି ପିଆଜ ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହ...

ବିନା ସୁରକ୍ଷାରେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ଶ୍ରମିକ

0
ପାଟଣା ୧-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଅଛି ଏହି ସମ୍ପ୍ରସାରଣ କାର୍ଯ୍ୟକୁ ମୋଣ୍ଟେକାର୍ଲ ନାମକ ଏକ ଠିକା ସଂସ୍ଥା...

ବଢ଼ିଲା ଏଲପିଜି ଦର

0
ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ଆଜିଠାରୁ ବଢ଼ିଲା ଏଲପିଜି ସିଲିଣ୍ଡର ଦର। ଇଣ୍ଡିଆନ ଅଏଲ ୱେବ ସାଇଟ୍ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ୧୪.୨ କିଗ୍ରାର ବିନା ସବସିଡ଼ି ଥିବା ଏଲପିଜି ସିଲିଣ୍ଡରର...

ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେବେ ପାରଳାଖେମୁଣ୍ଡିର ନିରଞ୍ଜନ

0
ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ଓଡିଶାର ପାରଳାଖେମୁଣ୍ଡିର ନେତ୍ରହୀନ ନିରଞ୍ଜନ ବେହରା (୫୦ ବର୍ଷ)ଙ୍କୁ "ବେଷ୍ଟ ଇଣ୍ଡିଭିଜୁଆଲ ଫର ଏମ୍ପାୱାରମେଣ୍ଟ ଅଫ ପର୍ସନ ୱିଥ ଡିସେବିଲିଟି (ପିଡବ୍ଲ୍ୟୁଡି)" ଭାବରେ ମନୋନୀତ କରାଯାଇଛି।...

କାଶ୍ମୀର: ବାରାମୁଲାରେ ଆତଙ୍କୀ ଆଡ୍ଡା ଧ୍ଵସ୍ତ : ବହୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ :...

0
ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ଉତ୍ତର କାଶ୍ମୀରର ବାରାମୁଲା ଜିଲ୍ଲାର ଡାଲରୀର ଘନେ ଜଙ୍ଗଲରେ ସୁରକ୍ଷାବଳ ଶନିବାରଦିନ ଆତଙ୍କୀ ଆଡ୍ଡା ଧ୍ଵସ୍ତ କରି ବହୁଳ ମାତ୍ରାରେ ହତିଆର ଏବଂ ଗୋଳା ବାରୁଦ...

ବିବାହୋତ୍ସବରୁ ଫେରୁଥିବା ବେଳେ ପୋଲିସ ଗାଡ଼ି ପିଛା କରିବାରୁ ଦୁର୍ଘଟଣା ! ତିନି ନାବାଳକଙ୍କର...

0
ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ମଧ୍ୟ ଦିଲ୍ଲୀର ନେତାଜୀ ସୁଭାଷ ମାର୍ଗରେ ଦିଲ୍ଲୀ ଗେଟ ଚୌକ ପାଖରେ ଶନିବାରଦିନ ରାତିରେ ତିନିଜଣ ନାବାଳକଙ୍କର ମୃତ ଶରୀର ମିଳିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ...

ମୋ ପୁଅକୁ ଫାଶୀ ଦିଅ ନହେଲେ ଜୀଅନ୍ତା ଜଳେଇଦିଅ – ଅଭିଯୁକ୍ତର ମା’

0
ହାଇଦ୍ରାବାଦ୍ ୧-୧୨ (ଓଡ଼ିଆ ପୁଅ) ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କୁ ସାମୁହିକ କଳାତ୍କାର ପରେ ହତ୍ୟା ଏବଂ ମୃତଦେହକୁ ଜଳାଇଦେବା ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ପ୍ରତ୍ୟେକ ଲୋକ...

ମହାରାଷ୍ଟ୍ର: କଂଗ୍ରେସର ନାନା ପଟୋଲେ ହେବେ ବିଧାନସଭା ସ୍ପିକର, ବିଜେପିର ପ୍ରାର୍ଥୀ, ଫେରାଇ ନେଲେ...

0
ମୁମ୍ବାଇ ୧-୧୨ (ଓଡ଼ିଆ ପୁଅ) ମହାରାଷ୍ଟ୍ର ବିଧାନସଭାର ଅଧ୍ୟକ୍ଷ ପଦ ପାଇଁ ଆଜି ହେବାକୁ ଥିଲା ନିର୍ବାଚନ। କିନ୍ତୁ ନିର୍ବାଚନ ପୂର୍ବରୁ ହୋଇଥିବା ସର୍ବଦଲୀୟ ବୈଠକରେ ବିରୋଧି ଦଳ ବିଜେପି ସହିତ ସହମତି...

ଆସନ୍ତା କାଲି ବିଶ୍ୱ ଏଡ୍‌ସ ଦିବସ – ପୁରୀ ସମୁଦ୍ର କୂଳରେ ବାଲୁକା କଳା...

0
ପୁରୀ ୩୦-୧୧ (ଓଡ଼ିଆ ପୁଅ) ଆସନ୍ତା କାଲି ବିଶ୍ୱ ଏଡ୍‌ସ ଦିବସ। ଡିସେମ୍ବର ୧ରେ ପ୍ରତିବର୍ଷ ପାଳିତ ହୋଇଥାଏ। ଏହା ଏଡ୍‌ସ (AIDS)ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଏହି ଦିବସ ପାଳନ...

ଅସ୍ତରଙ୍ଗ ଦେବୀ ମୁହାଣରେ ସମୁଦ୍ରରେ ବୁଡ଼ିଗଲା ଟ୍ରଲର – ୭ ଜଣ କର୍ମଚାରୀ ବୁଡ଼ି...

0
ପୁରୀ ୩୦-୧୧ (ଓଡ଼ିଆ ପୁଅ) ଅସ୍ତରଙ୍ଗ ଦେବୀ ମୁହାଣ ନିକଟରେ ସମୁଦ୍ରରେ ବୁଡ଼ିଗଲା ଟ୍ରଲର। ଏଥିରେ ଥିବା ୭ଜଣ କର୍ମଚାରୀ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଅନ୍ୟ ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରି...

ଝାଡଖଣ୍ଡରେ ପୁଣି ବିଜେପି ସରକାର ହେଲେ ସମଗ୍ର ଆଦିବାସୀ ଅଂଚଳର ବିକାଶ ତ୍ୱରାନ୍ୱିତ ହେବ...

0
ଝାଡଖଣ୍ଡର ଓଡିଶା ଭାଷାଭାଷୀ ଅଂଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର ଝାଡଖଣ୍ଡ, ନଭେମ୍ବର ୩୦ (ଓଡ଼ିଆ ପୁଅ) – ଝାଡଖଣ୍ଡର ବିକାଶକୁ ନିରନ୍ତର ସେହି ଦିଗରେ ନେବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ...

ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0
ଭଦ୍ରକ ୩୦-୧୧ (ଓଡ଼ିଆ ପୁଅ) ଆଜି ଭଦ୍ରକ ଅବଦୁଲ କଲାମ ଦ୍ୱିପ ଅନ୍ତର୍ଗତ ୪ ନମ୍ବର ଲଞ୍ଚପ୍ୟାଡ୍ ରୁ ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ସଂଧ୍ୟା ୭ଟା ୧୭ ମିନିଟରେ ପରୀକ୍ଷା...

୭୫ ପ୍ରତିଶତ ଉପସ୍ଥାନ ଥିଲେ ହିଁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ...

0
ଭୁବନେଶ୍ୱର ୩୦-୧୧ (ଓଡ଼ିଆ ପୁଅ) ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ...