Home ଓଡ଼ିଶା ଆସନ୍ତା କାଲି ବିଶ୍ୱ ଏଡ୍‌ସ ଦିବସ – ପୁରୀ ସମୁଦ୍ର କୂଳରେ ବାଲୁକା କଳା ମାଧ୍ୟମରେ...

ଆସନ୍ତା କାଲି ବିଶ୍ୱ ଏଡ୍‌ସ ଦିବସ – ପୁରୀ ସମୁଦ୍ର କୂଳରେ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ

399

ପୁରୀ ୩୦-୧୧ (ଓଡ଼ିଆ ପୁଅ) ଆସନ୍ତା କାଲି ବିଶ୍ୱ ଏଡ୍‌ସ ଦିବସ। ଡିସେମ୍ବର ୧ରେ ପ୍ରତିବର୍ଷ ପାଳିତ ହୋଇଥାଏ। ଏହା ଏଡ୍‌ସ (AIDS)ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଏହି ଦିବସ ପାଳନ କରାଯାଇଥାଏ। ଏଡ୍‌ସ ଉପରେ ଜନସଚେତନତା ତିଆରି କରି ପାଳନ କରାଯାଇଥାଏ ଏହି ଦିବସରେ। ଏଥିପାଇଁ ପୁରୀ ସମୁଦ୍ର କୂଳରେ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।

ସୂଚନାଯୋଗ୍ୟଯେ, ୧୯୯୫ ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଏହାକୁ ସରକାରୀ ତାଲିକାଭୁକ୍ତ କରିଥିଲେ।

୧୯୮୧ରୁ ୨୦୦୭ ଭିତରେ ଏଡ୍‌ସ ଯୋଗୁଁ ୨୫ ମିଲିଅନରୁ ଅଧିକ ଲୋକ ଜୀବନ ହରାଇଛନ୍ତି। ୨୦୦୭ ବେଳକୁ ପାଖାପାଖି ୩୩.୨ ମିଲିଅନ ଜଗତ ସାରା ଏଡ୍‌ସରେ ଆକ୍ରାନ୍ତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.