Home ଓଡ଼ିଶା ବଢ଼ିଲା ଏଲପିଜି ଦର

ବଢ଼ିଲା ଏଲପିଜି ଦର

1361

ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ଆଜିଠାରୁ ବଢ଼ିଲା ଏଲପିଜି ସିଲିଣ୍ଡର ଦର। ଇଣ୍ଡିଆନ ଅଏଲ ୱେବ ସାଇଟ୍ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ୧୪.୨ କିଗ୍ରାର ବିନା ସବସିଡ଼ି ଥିବା ଏଲପିଜି ସିଲିଣ୍ଡରର ମୂଲ୍ୟ ୧୩.୫୦ ବଢ଼ି ଏବେ ୬୯୫ ଟଙ୍କା ପ୍ରତି ସିଲିଣ୍ଡର ହୋଇଥିବା ବେଳେ ଏହା ପୂର୍ବରୁ ୬୮୧.୫୦ ଟଙ୍କା ଥିଲା। ସେହିପରି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ନଭେମ୍ବରରେ ୭୦୮.୫୦ ପଇସା ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୭୨୫.୫୦ ଟଙ୍କା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.