Home ଓଡ଼ିଶା ଅସ୍ତରଙ୍ଗ ଦେବୀ ମୁହାଣରେ ସମୁଦ୍ରରେ ବୁଡ଼ିଗଲା ଟ୍ରଲର – ୭ ଜଣ କର୍ମଚାରୀ ବୁଡ଼ି ଯାଉଥିବା... ଓଡ଼ିଶାଜିଲ୍ଲା ପରିକ୍ରମାପୁରୀସହର ଅସ୍ତରଙ୍ଗ ଦେବୀ ମୁହାଣରେ ସମୁଦ୍ରରେ ବୁଡ଼ିଗଲା ଟ୍ରଲର – ୭ ଜଣ କର୍ମଚାରୀ ବୁଡ଼ି ଯାଉଥିବା ବେଳେ ଅନ୍ୟ ମତ୍ସଜୀବୀ କଲେ ଉଦ୍ଧାର By Bureau - November 30, 2019 447 0 0 0 0ପୁରୀ ୩୦-୧୧ (ଓଡ଼ିଆ ପୁଅ) ଅସ୍ତରଙ୍ଗ ଦେବୀ ମୁହାଣ ନିକଟରେ ସମୁଦ୍ରରେ ବୁଡ଼ିଗଲା ଟ୍ରଲର। ଏଥିରେ ଥିବା ୭ଜଣ କର୍ମଚାରୀ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଅନ୍ୟ ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରଲର ସମୁଦ୍ରରେ ବୁଡ଼ି ଯାଇଥିବା ସୂଚନା ମିଳିଛି। Tweet 0 0 0 0