Home ଓଡ଼ିଶା ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେବେ ପାରଳାଖେମୁଣ୍ଡିର ନିରଞ୍ଜନ

ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେବେ ପାରଳାଖେମୁଣ୍ଡିର ନିରଞ୍ଜନ

386

ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ଓଡିଶାର ପାରଳାଖେମୁଣ୍ଡିର ନେତ୍ରହୀନ ନିରଞ୍ଜନ ବେହରା (୫୦ ବର୍ଷ)ଙ୍କୁ “ବେଷ୍ଟ ଇଣ୍ଡିଭିଜୁଆଲ ଫର ଏମ୍ପାୱାରମେଣ୍ଟ ଅଫ ପର୍ସନ ୱିଥ ଡିସେବିଲିଟି (ପିଡବ୍ଲ୍ୟୁଡି)” ଭାବରେ ମନୋନୀତ କରାଯାଇଛି। ତାଙ୍କୁ ପିଡବ୍ଲ୍ୟୁଡିର ଅନ୍ତର୍ରାଷ୍ଟ୍ରୀୟ ଦିବସ ଅବସରରେ ୩ ଡିସେମ୍ବରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ୱାରା ରାଷ୍ଟ୍ରୀୟ ପୁରସ୍କାର ମିଳିବ।

ଗଜପତି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି, ସେ ବାସ୍ତବରେ ଦିବ୍ୟାଙ୍ଗ ବ୍ୟକ୍ତି (ପିବ୍ଲ୍ୟୁଡି)ମାନଙ୍କପାଇଁ ପ୍ରେରଣାର ଉତ୍ସ ଅଟନ୍ତି। ସରକାରୀ ଯୋଜନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହର (PMAY-U) ଅନୁଯାୟୀ ନିରଞ୍ଜନ ବେହରାଙ୍କୁ ଏକ ଗୃହ ଆବଣ୍ଟନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.