Home Authors Posts by Bureau

Bureau

17676 POSTS 0 COMMENTS

କରୋନା ଭାଇରସ୍ – ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୧୩ ନୂଆ ଆକ୍ରାନ୍ତ,...

0
ନୂଆ ଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮୧୩ ଟି ନୂଆ କରୋନା ମାମଲା ଆସିଛି...

ବାଲୁକା କଳା ମାଧ୍ୟମରେ ଇରଫାନ ଖାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସୁଦର୍ଶନ ପଟ୍ଟନାୟକ

0
ପୁରୀ ୨୯-୪ (ଓଡ଼ିଆ ପୁଅ) ବଲିଉଡ ଅଭିନେତା ଇରଫାନଙ୍କର ଅକାଳ ନିଧନ ହୋଇଛି। ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାରୁ ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ...

ଲକଡାଉନରେ ଫସିଥିବା ଲୋକଙ୍କୁ ଘରକୁ ଫେରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି – ଏ ନେଇ...

0
ନୂଆଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) : କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଜାରି କରାଯାଇଛି। ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନରେ ଫସି...

ଭଲ ଖବର : ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

0
ଭୁବନେଶ୍ୱର ୨୯-୪ (ଓଡ଼ିଆ ପୁଅ) ରାଜ୍ୟପାଇଁ ଆସିଛି ପୁଣି ଭଲ ଖବର। ଆଜି ଭୁବନେଶ୍ବରର ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଭୁବନେଶ୍ୱରରେ ୨୭ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟର...

ଅଟୋ ଚାଳକମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଅଟୋ ଚାଳକ ମାନଙ୍କର ଦାବି

0
ଭୁବନେଶ୍ୱର, ୨୯/୪ (ଓଡ଼ିଆ ପୁଅ) - କରୋନା ବିଶ୍ୱ ମହାମାରୀ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ। ଭାରତ ବର୍ଷରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦୃତଗତିରେ ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ବଢ଼ିବାରୁ ଭାରତର...

ଓଡ଼ିଶାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ...

0
ଭୁବନେଶ୍ଵର ୨୯-୪ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ଆଉ ୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣ ବାଲେଶ୍ଵରର। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ...

କରୋନା ଭାଇରସ୍ ଇଫେକ୍ଟ : ଦିଲ୍ଲୀ-ଏନସିଆରରେ ୧୭ ଲକ୍ଷ ଲିଟର କ୍ଷୀର ବିକ୍ରୀ କମିଲା

0
ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ଦେଶର ବୃହତ୍ତମ ଦୁଗ୍ଧ ବଜାର ଦିଲ୍ଲୀ-ଏନସିଆରରେ କ୍ଷୀରର ଚାହିଦା କରୋନାଭାଇରସ୍ କାରଣରୁ ହୋଇଥିବା ଲକ୍‌ଡାଉନ୍ ମଧ୍ୟରେ ପ୍ରାୟ ୧୭ ଲକ୍ଷ ଲିଟର ହ୍ରାସ ପାଇଛି। ଏହି...

ଓଡ଼ିଶାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ – ୩ ନୂଆ ଜିଲ୍ଲାରେ କରୋନା...

0
ଭୁବନେଶ୍ୱର ୨୯-୪ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଁଞ୍ଚିଛି। ତେବେ ଆଶ୍ଚର୍ଯ୍ୟର କଥା...

ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରଲୋକ

0
ମୁମ୍ବାଇ ୨୯-୪ (ଓଡ଼ିଆ ପୁଅ) ବଲିଉଡ ଅଭିନେତା ଇରଫାନଙ୍କର ନିଧନ ହୋଇଥିବା ସୂଚନା ମିଲିଛି। ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ସେ କୋକିଲାବେନ୍ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି...

CBSE ପରୀକ୍ଷା ଅପଡେଟ୍ : ଦଶମର ବାକିଥିବା ବିଷୟଗୁଡ଼ିକର କୌଣସି ପରୀକ୍ଷା ହେବ ନାହିଁ

0
ନୂଆଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) କରୋନା ଭାଇରସ୍ ଲକ୍‌ଡାଉନ୍ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ ବୋର୍ଡ) ରୁ ବଡ ଖବର ଆସିଛି। ବୋର୍ଡ ସ୍ପଷ୍ଟ କରିଛି ଯେ, ଦଶମ ବୋର୍ଡର...

ଓଡ଼ିଶାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ...

0
ଭୁବନେଶ୍ବର ୨୯-୪ (ଓଡ଼ିଆ ପୁଅ) : ଆଜି ପୁଣି ରାଜ୍ୟରେ ନୂଆ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା...

ଅଫିସର କରୋନା ପଜିଟିଭ୍‌ -ଦୁଇ ଦିନ ପାଇଁ ନୀତି ଆୟୋଗ ଅଫିସ୍‌ ସିଲ୍‌

0
ନୂଆଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) : ଦୁଇ ଦିନ ପାଇଁ ନୂଆଦିଲ୍ଲୀ ସ୍ଥିତ ନୀତି ଆୟୋଗ ଅଫିସ୍‌ ସିଲ୍‌ କରାଗଲା। ସୂଚନା ଅନୁସାରେ ନିର୍ଦ୍ଦେଶକ ସ୍ତରର ଜଣେ ଅଧିକାରୀ କରୋନା ଆକ୍ରାନ୍ତ ଥିବା...

ଆଜିର ୭ କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କଲେ ରାଜ୍ୟ ସରକାର

0
ଭୁବନେଶ୍ବର ୨୮-୪ (ଓଡ଼ିଆ ପୁଅ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୧୮ ରେ ପହଁଚିଛି। ଆଜି ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୪...

ପାଲଘର ପରେ ଏବେ ବୁଲନ୍ଦସହରରେ ଦୁଇଜଣ ସାଧୁଙ୍କୁ ହତ୍ୟା – ଅଭିଯୁକ୍ତ ଗିରଫ

0
ବୁଲନ୍ଦସହର ୨୮-୪ (ଓଡ଼ିଆ ପୁଅ) COVID-୧୯ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଜାରି ରହିଛି। ଏହି ସମୟରେ ସୋମବାରଦିନ ରାତିରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଦୁଇଜଣ ସାଧୁଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା...

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ...

0
ଦେବଗଡ, ୨୭.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ସରକାରଙ୍କ ନିଷ୍ପତିକ୍ରମେ ଲକ୍‌ଡାଉନ ବେଳେ ଦେବଗଡ ଜିଲ୍ଲାରେ ଅପ୍ରେଲ ମାସ ୨୭ତାରିଖ ସୁଦ୍ଧା ୭୫, ୭୦୫ପରିବାରଙ୍କୁ ଅଗ୍ରୀମ ୩ ମାସର ପି.ଡି.ଏସ. ସାମଗ୍ରୀ ବଣ୍ଟନ କରାଯାଇଛି।...

ଲକଡାଉନ ଥିବା ବେଳେ ପୁରୀ ସହର ବେଶ ଚଳଚଂଚଳ ରହିଛି

0
ପୁରୀ, ୨୭/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ସହରରେ ଲକଡାଉନ ବ୍ୟବସ୍ଥା ପୂର୍ବପରି ଜାରି ରହିଥିଲେ ସୁଦ୍ଧା ବିଭିନ୍ନ ରାସ୍ତାରେ ବିପୁଳ ସଂଖ୍ୟାରେ ଲୋକମାନେ ବାଇକ ନେଇ ଚଳପ୍ରଚଳ କରୁଥିବା ଦେଖାଯାଇଥିଲା।...

କେନ୍ଦୁପତ୍ର ସଂସ୍ଥା ସହ ଜଡିତ ରାଜ୍ୟର ୧୪ ଲକ୍ଷ ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧକାର ଆଡେ...

0
ଭୁବନେଶ୍ୱର, ୨୭/୦୪ (ଓଡ଼ିଆ ପୁଅ) : କେନ୍ଦୁପତ୍ର ଶ୍ରମିକମାନେ ପ୍ରତି ବର୍ଷ ରାଜ୍ୟ ସରକାରଙ୍କୁ ପାଖାପାଖି ୫୦୦ କୋଟି ଟଙ୍କାର ରାଜସ୍ୱ ଦେଉଛନ୍ତି। ରାଜ୍ୟର ଗରୀବ ଓ ଆଦିବାସୀଙ୍କ ଅର୍ଥନୀତିରେ ପ୍ରମୁଖ ସ୍ଥାନ...

ବରିଷ୍ଠ ନାଗରିକଙ୍କୁ ମାସ୍କ ବାଣ୍ଟିଲେ ଶିକ୍ଷକ

0
ଭବାନୀପାଟଣା, ୨୭ା୪ (ଓଡ଼ିଆ ପୁଅ) : ସାରା ରାଜ୍ୟରେ ଶିକ୍ଷକମାନେ ବହି ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଳାରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାର ଦୁର୍ଗମ ଅଂଚଳମାନଙ୍କରେ ମଧ୍ୟ...

ଅସହାୟଙ୍କୁ ସାହାଯ୍ୟ କଲା କଳାହାଣ୍ଡି ଯୁବ ଲେଖକ ସମାବେଶ

0
ଭବାନୀପାଟଣା, ୨୭ା୪ (ଓଡ଼ିଆ ପୁଅ) : ଏକ ଅସହାୟ ପରିବାରକୁ ସହାୟତା କରିଛନ୍ତି ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କଳାହାଣ୍ଡି ଯୁବ ଲେଖକ ସମାବେଶ ଓ ବନଫୁଲ ସହଯୋଗ ସମିତି। ପ୍ରାପ୍ତ ସୂଚନାରୁ...

ଅସହାୟ ଙ୍କୁ ନିଜ ପାଇଁ ଆଣିଥିବା ଖାଦ୍ୟ ଖୁଆଇଲେ ପୋଲିସ କନେଷ୍ଟବଳ

0
ବାଲିଗୁଡା, ୨୭/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କୋରନା ମହାମାରୀ ଯୋଗୁଁ ଦେଶରେ ଲକଡାଉନ ପରିସ୍ଥିତି, ଏହି ପରିସ୍ଥିତିରେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ରାଜ୍ୟ ବାହାରର ଶତାଧିକ ଲୋକେ। ଏଭଳି ସମୟରେ...