Bureau
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ସମ୍ୱଲପୁର ଜିଲ୍ଲା ଗସ୍ତ
ସମ୍ୱଲପୁର ୩୦.୦୪ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି (୩୦.୦୪.୨୦୨୦) ସମ୍ୱଲପୁର ଜିଲ୍ଲା ଗସ୍ତ କରି ସହରରେ କୋଭିଡ୍-୧୯ ପାଇଁ ଲାଗିଥିବା “ଲକ୍ ଡାଉନ” ସ୍ଥିତି ସମୀକ୍ଷା କରିବା ସହ...
୦୧ ମଇ, ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ରାଶିଫଳ
ମେଷ - ଭାଇ-ଭଉଣୀ ଏବଂ ମିତ୍ରମାନଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ଆପଣ ଘରର ଦାୟୀତ୍ତ୍ୱଗୁଡ଼ିକ ବୁଝି କାର୍ଯ୍ୟ କରିବେ। ମାତା-ପିତାଙ୍କୁ ଆପଣଙ୍କ ଉପରେ ଗର୍ବ ଅନୁଭବ ହେବ। କାମ କାରଣରୁ ଆପଣଙ୍କୁ...
ଏନ୍ଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଦ୍ୱାରା ବିକଶିତ ଭିଡିଓ ଆପ୍ ଜରିଆରେ କଥା...
ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୩୦ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନଫରେନ୍ସିଂ ଆପ୍ ‘ମାଇଓଆରଜି୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା ଏନ୍ଆଇଟି ରାଉରକେଲାର ଛାତ୍ରଛାତ୍ରୀ ଟିମ୍ ସହ କଥା ହୋଇଛନ୍ତି।...
ପୁଣି ଭଲ ଖବର – ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ
ଭୁବନେଶ୍ଵର ୩୦-୪ (ଓଡ଼ିଆ ପୁଅ) : ରାଜ୍ୟରେ ଆଜି ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ଦୁଇ ଜଣ ରାଉରକେଲାର ବୋଲି ଜଣାପଡ଼ିଛି। ଏହା ସହିତ ରାଜ୍ୟରେ ମୋଟ...
ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ – ଘରକୁ ଫେରିବେ...
ଭୁବନେଶ୍ୱର, ୩୦.୪ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଇ.କେ. ପାଲାନିସ୍ବାମୀଙ୍କ ସହିତ ତାମିଲନାଡ଼ୁରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ...
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ...
ଦେବଗଡ,୩୦-୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ସରକାରଙ୍କ ନିଷ୍ପତିକ୍ରମେ ଲକ୍ଡାଉନ ବେଳେ ଦେବଗଡ ଜିଲ୍ଲାରେ ଅପ୍ରେଲ ମାସ ୨୮ତାରିଖ ସୁଦ୍ଧା ୭୫, ୭୧୦ପରିବାରଙ୍କୁ ଅଗ୍ରୀମ ୩ ମାସର ପି.ଡି.ଏସ. ସାମଗ୍ରୀ ବଣ୍ଟନ କରାଯାଇଛି। ବାରକୋଟ...
ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା
ଦେବଗଡ,୩୦-୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଲକଡାଉନ ସମୟରେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପରିପ୍ରେକ୍ଷୀରେ ଜିଲ୍ଲା ଶ୍ରମ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲ୍ଲାରେ ପଞିକୃତ ହୋଇଥିବା ୩୪, ୯୨୮...
ଓଡ଼ିଆ ସମାଜ, ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ୱେବିନାର ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ ଓ...
ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) କେନ୍ଦ୍ର ପଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର କୋଣ ଅନୁକୋଣରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ଭାଇ...
ଜଟଣୀରେ ସଫେଇ କର୍ମଚାରୀ, ଡାକ୍ତର, ନର୍ସ ଓ ସ୍ୱାସ୍ତ୍ୟକର୍ମୀଙ୍କୁ ସାନିଟାଇଜର ଓ ମାସ୍କ ବାଣ୍ଟିଲେ...
ଜଟଣୀ ୩୦-୪ (ଓଡ଼ିଆ ପୁଅ) ସମଗ୍ର ବିଶ୍ୱରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନ କୁ ମାନି ଅଧିକାଂଶ ଗରିବ ଶ୍ରେଣୀର ଲୋକେ...
ଲକଡାଉନ ସତ୍ତ୍ୱେ ସମଗ୍ର ଦେଶରେ ଗହମ ଅମଳ କାମ ଜୋରସୋର ଚାଲିଛି –...
କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଭାରତରେ ଲକଡାଉନ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ଗହମ ଅମଳ କାମ ଜୋରସୋରରେ ଚାଲିଛି। ୨୦୨୦ ବର୍ଷର ରବି ଫସଲ ଅମଳ କାମ ପାଇଁ...
ସିଏସସି ଜରିଆରେ ଆଧାର ସଂଶୋଧନ ପାଇଁ ଅନୁମତି ପ୍ରଦାନ କଲା ୟୁଆଇଡିଏଆଇ –...
ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) ଗ୍ରାମାଞ୍ଚଳର ଲୋକମାନଙ୍କ ସୁବିଧା ନିମନ୍ତେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ...
ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାରଦିନ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହୀମ ଜୋକୋ ୱିଡୋଡୋଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତଳାପ କରିଛନ୍ତି।ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) ଉଭୟ ନେତା କୋଭିଡ-୧୯ ମହାମାରୀର ସଂକ୍ରମଣ...
ଭାରତୀୟ ବନ୍ଦରମାନଙ୍କରେ କର୍ମଚାରୀ ପରିବର୍ତ୍ତନ ବ୍ୟବସ୍ଥା ନେଇ ବିଭିନ୍ନ ସଂଗଠନ ସହ ମତ ବିନିମୟ...
- ବିଦେଶରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ନାବିକମାନଙ୍କୁ ସ୍ଥିତି ସୁଧୁରିବା ମାତ୍ରେ ସ୍ୱଦେଶ ଫେରାଇ ଆଣିବା ସକାଶେ ଶ୍ରୀ ମାଣ୍ଡଭିୟଙ୍କ ନିର୍ଭର ପ୍ରତିଶ୍ରୁତି ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) କେନ୍ଦ୍ର...
କରୋନାରେ ମୃତ୍ୟୁ ଘଟିଲେ ବନ୍ଦର କର୍ମଚାରୀ ଏବଂ ଶ୍ରମିକଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର...
- ସବୁ ପ୍ରମୁଖ ବନ୍ଦର କର୍ମଚାରୀଙ୍କ ସମେତ ଠିକା ଶ୍ରମିକ ପାଇବେ ଏହି ସୁବିଧା ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀ ଓ ଶ୍ରମିକଙ୍କର ମୃତ୍ୟୁ...
ଭେଟେରାନ୍ ଅଭିନେତା ଋଷି କପୁରଙ୍କ ୬୭ ବର୍ଷ ବୟସରେ ନିଧନ
ମୁମ୍ବାଇ ୩୦-୪ (ଓଡ଼ିଆ ପୁଅ) : ବଲିଉଡ୍ ଅଭିନେତା ଋଷି କପୁରଙ୍କ ୬୭ ବର୍ଷ ବୟସରେ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବାରୁ ତାଙ୍କୁ ମୁମ୍ବାଇ...
ଦେବଗଡର କରୋନା ଆକ୍ରାନ୍ତ ତଥ୍ୟ
ଦେବଗଡ ୩୦-୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ରାଜ୍ୟରେ ଚିହ୍ନଟ ହୋଇ ଥିବା ନୂଆ ୩ କୋରନା ଆକ୍ରାନ୍ତ ମଧ୍ୟରେ ଦେବଗଡ ଜିଲ୍ଲା ଟିଲାଇବାଣୀ ବ୍ଲକ ଅନ୍ତର୍ଗତ ବାସୁଦେବ ଗ୍ରାମର ଜଣେ ୩୪ ବର୍ଷୀୟର...
୧୧୯ ରୁ ୧୨୨ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପଢ଼ନ୍ତୁ
ଭୁବନେଶ୍ୱର ୩୦-୪ (ଓଡ଼ିଆ ପୁଅ) : ଆଜି ରାଜ୍ୟ ସରକାର ୧୧୯ ରୁ ୧୨୨, ୪ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି। ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପଢ଼ନ୍ତୁ
୧୧୯ ନମ୍ବର ଆକ୍ରାନ୍ତ...
ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି
ଭୁବନେଶ୍ୱର ୩୦-୪ (ଓଡ଼ିଆ ପୁଅ) : ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...
ଭିଣୋଇ ଘରକୁ ଯାଇ ଦୁଷ୍କର୍ମର ଶିକାର ହେଲେ ଦିବ୍ୟାଙ୍ଗ ଯୁବତୀ
ରାଇରଙ୍ଗପୁର ୨୯ ଏପ୍ରିଲ : (ଓଡ଼ିଆ ପୁଅ / ଏସକେ ସାଦ୍ଦାମ) : ବଦଳୁନି ମାନସିକତା, ଥମୁନି ନାରୀ ଅତ୍ୟାଚାର। ପୁଣି ଦୁଷ୍କର୍ମର ଶିକାର ହେଲେ ଦିବ୍ୟାଙ୍ଗ ଯୁବତୀ। ଏଭଳି ଏକ ଘଟଣା...
ନୂଆ ଏକାଡେମିକ୍ କ୍ୟାଲେଣ୍ଡର, ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ ୟୁଜିସିର ନିର୍ଦ୍ଦେଶାବଳୀ
ନୂଆ ଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) ବିଶ୍ୱବିଦ୍ୟାଳୟରେ ନୂଆ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ଏକାଡେମିକ୍ ସେମିଷ୍ଟାର ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ। COVID-19 ମହାମାରୀ ଏବଂ ପରବର୍ତ୍ତୀ ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ...






















