Bureau
କଟକଣା ସାମାନ୍ୟ କୋହଳ: କନ୍ଧମାଳରେ ଖୋଲିଲା ଦୋକାନ : ହେଲମେଟ ଚେକିଂ କଡା କଲା...
ବାଲିଗୁଡା, ୨୮/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳରେ କରୋନା କଟକଣା ଲକ୍ ଡାଉନକୁ ସୋମବାର ଠାରୁ ସାମାନ୍ୟ କୋହଳ କରିଛି ଜିଲ୍ଲା ପ୍ରଶାସନ। ଅନୁମତି ମିଳିବା ପରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ...
କୋଭିଡ-୧୯ ସମ୍ପର୍କିତ ସଦ୍ୟତମ ସୂଚନା
ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ସମ୍ମିଳନୀ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ମତ ବିନିମୟ କରିଛନ୍ତି। ରାଜ୍ୟର ଯେଉଁ ଜିଲ୍ଲାଗୁଡିକ ରେଡ...
ଓଡ଼ିଶାରେ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ...
ଭୁବନେଶ୍ବର ୨୮-୪ (ଓଡ଼ିଆ ପୁଅ) : ଆଜି ପୁଣି ରାଜ୍ୟରେ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ଜଣ ସୁନ୍ଦରଗଡ଼ରୁ ଓ ୩ ଜଣ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି।
ତେବେ ସୁନ୍ଦରଗଡ଼ରେ...
କୋଭିଡ-୧୯ ମୁକାବିଲାର ଭବିଷ୍ୟତ ଯୋଜନା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
- ଲକଡାଉନର ସୁଫଳ ମିଳିଛି, ଗତ ଦେଢ଼ ମାସ ମଧ୍ୟରେ ହଜାର ହଜାର ଦେଶବାସୀଙ୍କ ଜୀବନ ରକ୍ଷା ହୋଇପାରିଛି: ପ୍ରଧାନମନ୍ତ୍ରୀ
- ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ଆମର ଲକ୍ଷ୍ୟ ହେବା ଜରୁରି
- “ଦୁଇ ଗଜ...
ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ ପକ୍ଷରୁ ସ୍ପଷ୍ଟୀକରଣ : ସରକାରୀ କର୍ମଚାରୀଙ୍କୁ ମିଳୁଥିବା କୌଣସି...
ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ହିନ୍ଦୀ ସମ୍ବାଦପତ୍ର ‘ହିନ୍ଦୁସ୍ତାନ’ରେ ପ୍ରକାଶ ପାଇଥିବା ଏକ ଖବର ସଂକ୍ରାନ୍ତରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ ୟୁନିଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।...
କୋଭିଡ-୧୯ ମୁକାବିଲାରେ ଭାରତୀୟ ବାୟୁସେନାର ସକ୍ରିୟ ସହଯୋଗ
ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ସମ୍ପ୍ରତି ଭାରତ ସରକାର ନୋଭେଲ କରୋନା ଭୂତାଣୁ ମହାମାରୀର ମୁକାବିଲା କରୁଛନ୍ତି। ଏଥିପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି। ଏହି ସଂକ୍ରାମକ...
ରାପିଡ ଆଣ୍ଟିବଡି ଟେଷ୍ଟ ମୂଲ୍ୟ ସଂକ୍ରାନ୍ତ ବିବାଦ ଉପରେ ତଥ୍ୟ
ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ସର୍ବପ୍ରଥମେ, ଆଇସିଏମଆର ଦ୍ୱାରା କ୍ରୟ ନିର୍ଣ୍ଣୟ ନିଆଯାଉଥିବା ପୃଷ୍ଠଭୂମିକୁ ବୁଝିବାର ଆବଶ୍ୟକତା ରହିଛି। କୋଭିଡ-19ର ମୁକାବିଲା ଲାଗି ନମୁନା ପରୀକ୍ଷଣ ସବୁଠୁ ପ୍ରଭାବୀ ଉପାୟ। ତେଣୁ...
ଓଡିଆ ସମାଜର ୩୦୦ରୁ ଊର୍ଦ୍ଧ୍ଵ ପ୍ରତିନିଧିମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେଲେ କେନ୍ଦ୍ରମନ୍ତ୍ରୀ
- ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ଏବଂ ସଚେତନତା କରିବାର ଦାୟିତ୍ୱ ନେଉ ଓଡିଆ ସମାଜ - ଧର୍ମେନ୍ଦ୍ର ପ୍ରଧାନ- ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରୀ- ଗରିବ...
କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ମେଡିକାଲ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ପୋଷାକ ଉତ୍ପାଦନ...
ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) କରୋନା ସଂକ୍ରମିତଙ୍କ ଚିକିତ୍ସାରେ ସଂପୃକ୍ତ ଚିକିତ୍ସକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ପୋଷାକ(କଭରାଲ)ର ଚାହିଦା ଏବେ ଯଥେଷ୍ଟ ବଢିଛି। ବ୍ୟକ୍ତିଗତ ସୁରକ୍ଷା ଓ...
ଲକଡାଉନ ସମୟରେ ଗରିବ ଦିନ ମଜୁରିଆଙ୍କ ମୁହଁରେ ହସ ଫୁଟାଇଲା ଏମ୍ଜିଏନ୍ଆର୍ଇଜିଏସ୍
- ଓଡ଼ିଶାରେ ଉପକୃତ ହେବେ ୬୧ଲକ୍ଷ ହିତାଧିକାରୀ, ରାଜ୍ୟ ପାଇଁ ୧୨୨୦ କୋଟି ଟଙ୍କା ବ୍ୟୟବରାଦ
- ବର୍ଦ୍ଧିତ ମଜୁରି ସହିତ କାମ ଯୋଗାଇ ଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଜବକାର୍ଡଧାରୀ ଶ୍ରମିକ
ନୂଆ ଦିଲ୍ଲୀ...
କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ : ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ହ୍ରାସ ପାଇଁ କୌଣସି...
- ଏପରି ପ୍ରସ୍ତାବ ସମ୍ପର୍କରେ ପରିକଳ୍ପନା କିମ୍ବା ଆଲୋଚନା କରାଯାଇନାହିଁ : ଡ. ଜିତେନ୍ଦ୍ର ସିଂ
ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ୬୦ ବର୍ଷରୁ ହ୍ରାସ କରି...
କେନ୍ଦ୍ରାପଡା: ଅସ୍ଥାୟୀ ସ୍ବାସ୍ଥ କେନ୍ଦ୍ର ଓ ଶଯ୍ୟା ବୃଦ୍ଧିକୁ ଗୁରୁତ୍ବ
କେନ୍ଦ୍ରାପଡା ୨୭.୦୪ (ଓଡ଼ିଆ ପୁଅ) :- କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ବରିତ ପଦକ୍ଷେପ ମାନ ଗ୍ରହଣ କରାଯାଇ ଅଛି। ଅାଜିସୁଧା ଜିଲ୍ଲାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର...
ନୟାଗଡ଼: ଫେରିଲେଣି ୪ହଜାର ଶ୍ରମିକ ଆହୁରି ଫେରିବେ ୧୨ ହଜାର
ନୟାଗଡ଼, ୨୭-୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କରୋନା ସଂକ୍ରମଣ ଲକଡାଉନରେ ବାହାରେ ଅଟକି ରହିଥିବା ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଡହଳବିକଳ ହେଲେଣି। ସେମାନେ କିପରି ଫେରିବେ ନିଜ ଘରକୁ ପରିବାର...
ସାମାନ୍ୟ କୋହଳରେ ଦୋକାନ ବଜାର ଖୋଲା, ବଜାର ଆସିବାକୁ ଗ୍ରାହକଙ୍କ ପୁଲିସକୁ ଭୟ
ନୟାଗଡ଼, ୨୭-୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏବେ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ନୟାଗଡ଼ ଜନସାଧାରଣ ବହୁ ଆଶା ଓ ଆଶଙ୍କା...
କରୋନାଠୁ ବଳି ଗଲା କାଳବୈଶାଖୀ, ବେଗୁନିଆପଡ଼ା ଅଞ୍ଚଳରେ ୩ ଦିନ ଧରି ବିଜୁଳି ସେବା...
କୋଦଳା ୨୭ ଏପ୍ରିଲ (ଓଡ଼ିଆ ପୁଅ/ ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ମହାମାରୀକୁ ନେଇ ସବୁଠି ଚିନ୍ତା ଓ ହଇଚଇ ଲାଗି ରହିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...
ମାସ୍କ ନ ପିନ୍ଧିବାରୁ ଜରିମାନା: ୩୮ ଜଣଙ୍କଠାରୁ ୮, ୫୦୦ ଟଙ୍କା ଆଦାୟ
ବାଲିଗୁଡା ୨୭-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା(କୋଭିଡ-୧୯)ରୁ ରକ୍ଷା ପାଇଁ ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଆଯାଉଛି। ବାରମ୍ବାର ସଚେତନ କରାଯିବା ପରେ ମଧ୍ୟ କିଛି ଅମାନିଆ ଏହାକୁ ମାନୁ ନାହାନ୍ତି। ଏହି...
ବିଜେପି ତରଫରୁ ରକ୍ତଦାନ
ବାଲି୍ଗୁଡା, ୨୭/୪ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) -ବିଜେପି ତରଫରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜି ବିଜେପି ତରଫରୁ ସ୍ୱେଛାକୃତ ଭାବେ ରକ୍ତଦାନ କରିଛନ୍ତି ଓ...
ବାଲିଗୁଡା ଚିତ୍ରକର ସଂଘର ସହାୟତା ପାଇଁ ଦାବି
ବାଲିଗୁଡା, ୨୭/୪ - (ଓଡ଼ିଆ ପୁଅ) ବାଲିଗୁଡା ବ୍ଲକର ଚିତ୍ରକର ସଂଘ ବାଲିଗୁଡା ବିଡିଓଙ୍କୁ ଏକ ସହାୟତା ପାଇଁ ଦାବି ପତ୍ର ଦେଇଛନ୍ତି। ଏଥିରେ ଉଲ୍ଲଖେ ଅଛି ଯେ ଏହି ଚିତ୍ରକର ମାନେ...
ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ପରିଦର୍ଶନ ଓ କରୋନା ମୁକାବିଲାର ସମୀକ୍ଷା
କେନ୍ଦ୍ରାପଡା ୨୭/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ଲକଡାଉନ ଜାରି ରହିଥିବା ବେଳେ ସୋମବାର ପୂର୍ବାହ୍ନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବ୍ଲକରେ ପହଁଚି ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଓ...
ପ୍ରଖ୍ୟାତ କବି ସୈାରୀବନ୍ଧୁ କରଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗଭୀର...
କେନ୍ଦ୍ରାପଡା ୨୬/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଏ.ଆଇ.ଟି.ୟୁ.ସି.ର ଜାତୀୟ ଉପସଭାପତି, ରାଜ୍ୟ ସାଧାରଣ ସମ୍ପାଦକ, ସି.ପି.ଆଇ.ଜାତୀୟ ପରିଷଦ ସଭ୍ୟ, ରାଜ୍ୟ ସମ୍ପାଦକ ମଣ୍ଡଳି ସଭ୍ୟ, ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ରାଜ୍ୟ...





















