Bureau
ଚିଲିକା ବ୍ଲକ ପଛପଟୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ ପଡିଥିବା ସଂପର୍କିତ ଖବରର ତଦନ୍ତ...
ଗରିବ ହିତାଧିକାରୀଙ୍କ ଅଧିକାରକୁ ବଳି ପକାଉଛି ଜିଲ୍ଲା ପ୍ରଶାସନ:ବିଜେପିଭୁବନେଶ୍ୱର, ୧୭/୦୭ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇଦେବା...
ଲକ୍ଡାଉନ୍ ସମୟରେ ନୟାଗଡରେ ଅନାହାର ମୃତ୍ୟୁ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ
ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) – ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ଜାକେଡା ପଂଚାୟତର କଳାମ୍ବ ଗ୍ରାମର ୪୬ ବଷୀୟା ମହିଳା ଦୁଖି ଯାନୀଙ୍କ ତାଲା ବନ୍ଦ ସମୟରେ ଅନାହାର ମୃତ୍ୟୁ...
ଅମିତାଭ- ଅଭିଷେକଙ୍କ ପରେ ବର୍ତ୍ତମାନ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ମଧ୍ୟ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି
ମୁମ୍ବାଇ ୧୭-୭ (ଓଡ଼ିଆ ପୁଅ) କିଛି ଦିନ ପୂର୍ବରୁ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନାକୁ ପଜିଟିଭ୍ ଆସିବା ପରେ ତାଙ୍କ ପରିବାରର ସଦସ୍ୟମାନଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ଜୟା ବଚ୍ଚନଙ୍କ...
ନିମ୍ନମାନର ସଲଟ୍ ରୋଡ଼୍ କାର୍ଯ୍ୟକୁ ନେଇ ଅସନ୍ତୋଷ ଜିଲ୍ଲାପାଳଙ୍କଠାରେ ରସାଳପୁରବାସୀଙ୍କ ଫେରାଦ
ବାଲେଶ୍ୱର, ୧୭ା୭(ଓଡ଼ିଆ ପୁଅ/ଅଭୟ ଦାସ): ସଲଟ୍ ରୋଡ଼୍ର ରସାଳପୁରଠାରେ ହେଉଥିବା ନିମ୍ନମାନର ରାସ୍ତା କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କଠାରେ ଆପତ୍ତି କରିଛନ୍ତି ଗ୍ରାମବାସୀମାନେ। ରସାଳପୁର କଲେଜଠାରୁ ମାର୍କେଟ କମ୍ପେ୍ଲକ୍ସ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଓ...
ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଭବାନୀ ଚରଣ ଦାସମହାପାତ୍ର ଛାତ ଉପରେ ବଗିଚା କରି ସମସ୍ତଙ୍କୁ...
ବାଲେଶ୍ୱର, ୧୭ା୭(ଓଡ଼ିଆ ପୁଅ/ଅଭୟ ଦାସ): ଉଦ୍ୟାନକୃଷି କ୍ଷେତ୍ରରେ ଅଶେଷ ସଫଳତା ସହ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହୋଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଭବାନୀ ଚରଣ ଦାସମହାପାତ୍ର। ବିଶ୍ୱର କୋଣ ଅନୁକୋଣରେ ଫଳୁଥିବା ବିଭିନ୍ନ ପ୍ରକାରର...
ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୫
ବାଲେଶ୍ୱର, ୧୭ା୭(ଓଡ଼ିଆ ପୁଅ/ଅଭୟ ଦାସ): ଆଜି ଗୋଟିଏ ଦିନରେ ୭୧୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା୧୬ ହଜାର ୧୧୦ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଜି ୪...
ନବସୃଜନ ମାଧ୍ୟମରେ ସାମାଜିକ ଓ ଆର୍ଥିକ ଆହ୍ୱାନକୁ ଚିହ୍ନଟ କରି ଭାରତକୁ ଆତ୍ମନିର୍ଭର କରିବା...
“ଉଦ୍ୟୋମୀ ଉତ୍ସବ”କୁ ଉଦ୍ଘାଟନ କରିବା ଅବସରରେ ଯୁବ ଉଦ୍ୟୋଗୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
- ଓଡିଶା ସମେତ ଦେଶର ଅନେକ ଯୁବ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ସାମିଲ
- ବିଶ୍ୱକୁ ଲାଭ ଦେଉଥିବା ମଡେଲ୍ ପ୍ରତିଷ୍ଠା କରିବାକୁ ଆହ୍ୱାନ
-...
୩୫ କୋଟି ଫିଚର ଫୋନ ବ୍ୟବହାରୀଙ୍କ ପାଇଁ ନୂଆ ହ୍ୟାଣ୍ଡସେଟ୍ ଆଣି କ’ଣ ଗୋଟିଏ...
ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ଏବେ ରିଲାଏନ୍ସ ଜିଓର ଆଖି ୩୫ କୋଟି ପିଚର ଫୋନ୍ ଗ୍ରାହକଙ୍କ ଉପରେ। କାରଣ ଭାରତରେ ଏବେ ବି ୩୫ କୋଟି ଫିଚର ଫୋନ୍ ବ୍ୟବହାର...
ନାସାର ଚେତାବନୀ – ପୃଥିବୀ କକ୍ଷପଥ ଆଡ଼କୁ ମାଡ଼ି ଆସୁଛି ବିରାଟକାୟ ଆଷ୍ଟ୍ରଏଡ୍
ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ନାସାର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଏକ ଆଷ୍ଟ୍ରଏଡ୍ ଯାହାର ନାମ 2020ND ଦିଆଯାଇଛି, ତାହା "ଲଣ୍ଡନ ଆଇ"ଠାରୁ ବଡ ବୋଲି ଆକଳନ କରାଯାଇଛି। ଏହି ଆଷ୍ଟ୍ରଏଡ୍...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୧୧୦ କୁ ବୃଦ୍ଧି ହୋଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୭୯ ଜଣ, ସ୍ଥାନୀୟ ଅଞ୍ଚଳରୁ୨୩୯...
ପୁଣି ରାଜ୍ୟରେ କରୋନା ନେଲା ୪ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୮୩ କୁ...
ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୪ ମୁଣ୍ଡ। ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି ପାଇଛି। ତେବେ ଅନୁଗୁଳ...
ରାଜ୍ୟରେ ଆଜି ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୬୧୧୦କୁ...
ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ରାଜ୍ୟରେ ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୧୧୦ କୁ ବୃଦ୍ଧି ହୋଇଛି।
- ନୂଆ ଆକ୍ରାନ୍ତ: ୭୧୮
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୭୯
- ସ୍ଥାନୀୟ...
ଦେଶରେ ୩୪,୯୫୬ ନୂଆ କରୋନା ଆକ୍ରାନ୍ତ, ୬୮୭ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୫,୬୦୨
ନୂଆ ଦିଲ୍ଲୀ ୧୫-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୩୪,୯୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୬୮୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ...
କରୋନା କଟକଣା କୁ ଫୁ – ବେଆଇନ ଚତୁର୍ଥୀ ଭୋଜିକୁ ବନ୍ଦକଲା ପୋଲିସ୍
କୋରେଇ ୧୬/୭ (ଓଡ଼ିଆ ପୁଅ/ଭାସ୍କର ସାହୁ) ମହାମାରୀ କରୋନା ସାରା ଦେଶ ଓ ଆମ ରାଜ୍ୟକୁ କବଳିତ କରିରଖିଛି। ସେଥିରୁ ଆମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି। କରୋନାକୁ...
ତାଲା ବନ୍ଦ ଭିତରେ ଆଦିବାସୀ ମହିଳା ଭୋକରେ ଜୀବନ ହାରିଲେ ଦୋଷ ସ୍ୱୀକାର କରନ୍ତୁ...
ଭୁବନେଶ୍ୱର ୧୬-୭ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ତାଲାବନ୍ଦ ସମୟରେ ରାଜ୍ୟରେ ଘଟୁଥିବା ଅନାହାର ମୃତ୍ୟୁକୁ ନେଇ...
ମରଣଯନ୍ତା ନିଧିପଣ୍ଡା ରେଳବ୍ରିଜ୍ ତଳ ରାସ୍ତା – କାର୍ଯ୍ୟାରମ୍ଭ ପାଇଁ ଆରଡି ସହ ବିଜେପି...
ବାଲେଶ୍ୱର, ୧୬ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ସଦର ବିଜେପି ଶାଖାର ଏକ ପ୍ରତିନିଧି ଦଳ ଓଡ଼ଙ୍ଗୀ ପଞ୍ଚାୟତର ରେଲୱେ ଓଭର ବ୍ରିଜ୍ ତଳ ଶୋଚନୀୟ ରାସ୍ତା ପରିଦର୍ଶନ କରିବା ସହିତ ଏହାର...
ପୌର କର୍ମଚାରୀଙ୍କ ଦୌରାତ୍ମ୍ୟର ପ୍ରତିବାଦ – ହୋଲସେଲ୍ରିଟେଲ୍ ଫଳ ବ୍ୟବସାୟୀ ସଂଘର ଫେରାଦ
ବାଲେଶ୍ୱର, ୧୬ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ସାମାଜିକ ଦୂରତା ରକ୍ଷା ପାଇଁ ଜନଗହଳି ହ୍ରାସ ଆଳରେ ପୌରପାଳିକା ପକ୍ଷରୁ ଫାଣ୍ଡିବଜାର ଫଳ ଦୋକାନୀଙ୍କ ଉପରେ ଜୁଲମ କରିଥିବା ନେଇ ଅଭିଯୋଗ ହୋଇଛି।...
ପୌରପାଳିକା ପକ୍ଷରୁ ସହର ସୌନ୍ଦର୍ଯ୍ୟୀକରଣ – ପ୍ରାଚୀରରେ ସଚେତନତା ଭିତ୍ତିକ ଚିତ୍ରକଳା
ବାଲେଶ୍ୱର, ୧୬ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ପୌରପାଳିକା ପକ୍ଷରୁ ଏବେ ପ୍ରାଚୀରମାନଙ୍କରେ ଚିତ୍ରକଳା ଅଙ୍କନ ହେଉଅଛି। ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଏହି ଚିତ୍ରକଳା ଅଙ୍କନ...
ସାମାଜିକ ଅନୁଷ୍ଠାନ ‘ସଂକଳ୍ପ’ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, ୧୬ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ସାମାଜିକ ଅନୁଷ୍ଠାନ ସଂକଳ୍ପ ଓ ଜୀବନ ବିନ୍ଦୁ ଅଭିଯାନର ମିଳିତ ସଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ରକ୍ତଭଣ୍ଡାରରେ...
୬୩୬ରେ ଛୁଇଁଲା ବାଲେଶ୍ୱରର କରୋନା ସଂକ୍ରମିତଙ୍କ ସଂଖ୍ୟା
ବାଲେଶ୍ୱର, ୧୬ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ରାଜ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଉଭୟ ସରକାରଙ୍କ ସମେତ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଜି ଗୋଟିଏ ଦିନରେ...












