Home Coronavirus Outbreak ରାଜ୍ୟରେ ଆଜି ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୬୧୧୦କୁ ବୃଦ୍ଧି,...

ରାଜ୍ୟରେ ଆଜି ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୬୧୧୦କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

193

ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ରାଜ୍ୟରେ ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୧୧୦ କୁ ବୃଦ୍ଧି ହୋଇଛି।

– ନୂଆ ଆକ୍ରାନ୍ତ: ୭୧୮

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୭୯

– ସ୍ଥାନୀୟ ଅଞ୍ଚଳରୁ୨୩୯

– ୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ – ୨୩୧

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ –  ୯

୨- ବାଲେଶ୍ୱର ଜିଲ୍ଲାରୁ –  ୯

୩- ବରଗଡ଼ ଜିଲ୍ଲାରୁ –  ୪

୪- ଭଦ୍ରକ ଜିଲ୍ଲାରୁ –  ୧୦

୫- କଟକ ଜିଲ୍ଲାରୁ –  ୩୨

୬- ଢେଙ୍କାନାଳ ଜିଲ୍ଲାରୁ –  ୬

୭- ଗଜପତି ଜିଲ୍ଲାରୁ –  ୨୧

୮- ଗଞ୍ଜାମ ଜିଲ୍ଲାରୁ –  ୨୩୧

୯- ଜଗତସିଂହପୁର ଜିଲ୍ଲାରୁ –  ୧୬

୧୦- ଝାରସୁଗୁଡ଼ା ଜିଲ୍ଲାରୁ –  ୨୪

୧୧- କନ୍ଧମାଳ ଜିଲ୍ଲାରୁ –  ୭

୧୨- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪

୧୩- କେନ୍ଦୁଝର ଜିଲ୍ଲାରୁ –  ୨୮

୧୪- ଖୋର୍ଦ୍ଧା : ୧୫୦

୧୫- କୋରାପୁଟ ଜିଲ୍ଲାରୁ –  ୨୭

୧୬- ମାଲକାନଗିରି : ୫୪

୧୭- ମୟୁରଭଞ୍ଜ ଜିଲ୍ଲାରୁ –  ୨୨

୧୮- ନବରଙ୍ଗପୁର ଜିଲ୍ଲାରେ: ୧

୧୯- ନୟାଗଡ଼ ଜିଲ୍ଲାରୁ –  ୧୩

୨୦- ପୁରୀ ଜିଲ୍ଲାରୁ –  ୯

୨୧- ରାୟଗଡ଼ା ଜିଲ୍ଲାରୁ –  ୧୯

୨୨- ସମ୍ବଲପୁର ଜିଲ୍ଲାରୁ –  ୭

୨୩- ସୋନପୁର ଜିଲ୍ଲାରୁ –  ୫

୨୪- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୦

 

– ନୂଆ ସୁସ୍ଥ ହୋଇଥିଲେ ୪୦୧

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୬୯୭୩୮

– ମୋଟ ଆକ୍ରାନ୍ତ ୧୬୧୧୦

– ମୋଟ ସୁସ୍ଥ ହେଲେଣି ୧୦୮୭୭

– ସକ୍ରୀୟ ଆକ୍ରାନ୍ତ –  ୫୧୨୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.