Bureau
୧୮୯୬ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ନଷ୍ଟ କଲା ଏନ୍ସିବି
ଭୁବନେଶ୍ବର ୨୭-୭ (ଓଡ଼ିଆ ପୁଅ) ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଭୁବନେଶ୍ବର ଉପଜୋନ୍ ପକ୍ଷରୁ ମଙ୍ଗଳବାର ଦିନ ୧ହଜାର ୮୯୬ କିଲୋ ୮୧୨ ଗ୍ରାମ ଗଞ୍ଜେଇ ନଷ୍ଟ କରାଯାଇଛି। ଓଡ଼ିଶାର ବିଭିନ୍ନ କୋର୍ଟରେ...
ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସିଂହ, ତିନିଦିନ ପରେ ଅବସର ନେଇଥାନ୍ତେ...
କେନ୍ଦ୍ରାପଡ଼ା, ୨୭ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂହ। ଆଉ ମାତ୍ର ତିନି ଦିନ ପରେ ସରକାରୀ ଚାକିରୀରୁ ଅବସର...
କାରଗିଲ ବିଜୟ ଦିବସ ପାଳିତ
କେନ୍ଦ୍ରାପଡ଼ା, ୨୭ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସହରର ପ୍ରବେଶ ପଥ ତିନିମୁହାଣୀ ଠାରେ ଥିବା ଅମର ଜବାନ ଜ୍ୟୋତି ଠାରେ ଅବସରପ୍ରାପ୍ତ ସୈନିକ ସଙ୍ଘ ପକ୍ଷରୁ କାରଗିଲ ବିଜୟ ଦିବସ...
କୃଷକ ନେତା କପିଳ ବିଶ୍ୱାଳଙ୍କ ପରଲୋକ
କେନ୍ଦ୍ରାପଡ଼ା, ୨୭ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମପଞ୍ଚାୟତର ଗଣ୍ଡାକିଆ ଗ୍ରାମର ମୁରବୀ ତଥା ସମସ୍ତଙ୍କ ପ୍ରିୟ କୃଷକନେତା କପିଳ ଚନ୍ଦ୍ର ବିଶ୍ୱାଳଙ୍କର ବୁଧବାର କଟକସ୍ଥିତ ଏକ ଘରୋଇ...
ପେଟରୁ ବାହାରି ପାରିଲାନି ଫୁଲ : ମା’ର ମୃତ୍ୟୁ, ବଞ୍ଚିଗଲା ଶିଶୁ କନ୍ୟା
କେନ୍ଦ୍ରାପଡ଼ା, ୨୭ା୭ (ଓଡ଼ିଆ ପୁଅ) : ଜନୈକ ମହିଳା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ହେଲେ ଜନ୍ମ ପରେ ପେଟରୁ ଫୁଲ ନବାହାରିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ସଂପୃକ୍ତ ମହିଳାଙ୍କ ମୃତ୍ୟୁ...
ବଳଦେବ ଉଚ୍ଚ ବିଦ୍ୟାଳୟ : ୧୦ଟି ଶ୍ରେଣୀ ପାଇଁ ୮ ଶିକ୍ଷକ ୬ଷ୍ଟ,...
କେନ୍ଦ୍ରାପଡ଼ା, ୨୮-୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସହରରେ ଥିବା ବଳଦେବ ଉଚ୍ଚ ବିଦ୍ୟାଳୟ ୧୯୫୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ବେଳେ ଏବେ ଶିକ୍ଷକ ସମସ୍ୟା ଶିକ୍ଷାଦାନ କ୍ଷେତ୍ରରେ ଘୋର ଅନ୍ତରାୟ...
ରାଜ୍ୟରେ ୧,୦୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ...
ଭୁବନେଶ୍ୱର ୨୮-୭ (ଓଡ଼ିଆ ପୁଅ) ରାଜ୍ୟରେ ୧,୦୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?
ନୂଆ ଆକ୍ରାନ୍ତ: ୧୦୩୦
୦-୧୮ ବର୍ଷର : ୧୭୯
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୦୩
-...
ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୦,୫୫୭ ନୂଆ...
ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୦,୫୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୪୬,୩୨୩ କୁ ବୃଦ୍ଧି...
୨୮ ଜୁଲାଇ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ।...
ରୋ-ରୋ/ ରୋ-ପାକ୍ସ ଫେରୀ ସେବାକୁ ପ୍ରୋତ୍ସାହନ : ଓଡ଼ିଶାର ୨ଟି ସମେତ ଦେଶର ୪୫ଟି...
ନୂଆ ଦିଲ୍ଲୀ ୨୭-୭ (ଓଡ଼ିଆ ପୁଅ) କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରୋ-ରୋ/ରୋ-ପେକ୍ସ ଫେରୀ ପରିବହନ ସେବାକୁ ପ୍ରୋତ୍ସାହନ ଦେଉଛି। ଏହି ଜଳ ଆଧାରିତ ପରିବହନ ବ୍ୟବସ୍ଥାକୁ ଲଜିଷ୍ଟିକ୍ସ...
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣା୧୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଏନ୍ଏଚ୍ଆରସିରେ ମାମଲା...
କେନ୍ଦ୍ରାପଡ଼ା, ୨୬ା୭ (ଓଡ଼ିଆ ପୁଅ) : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗରରେ ଥିବା ଏକ ବିଦ୍ୟାଳୟରେ ଅସଦାଚରଣର ଶିକାର ହୋଇଥିବା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ...
ଖରିପ ଋତୁ ପାଇଁ ୧୨୯୫ ପାଣି ପଞ୍ଚାୟତ ଦ୍ୱାରା ହେବ ଜଳସେଚନ
କେନ୍ଦ୍ରାପଡ଼ା, ୨୬ା୭ (ଓଡ଼ିଆ ପୁଅ) : କେନ୍ଦ୍ରାପଡ଼ା ଜିଲ୍ଲାରେ ଖରିପ ଋତୁ ପାଇଁ ବିହନ ବୁଣା କାର୍ଯ୍ୟ ଚାଲିଛି। କେତେକ ସ୍ଥାନରେ ତଳି ମଧ୍ୟ ଉଠିଲାଣି। ଏହାପରେ ତଳି ରୁଆ ହେବ। ତଳି...
ବରିଷ୍ଠ ପ୍ରତିନିଧିମଣ୍ଡିଳୀଙ୍କ ଟିଏଫଏଲ ପ୍ଲାଣ୍ଟ ପରିଦର୍ଶନ ଓ ସମୀକ୍ଷା
ତାଳଚେର, ୨୬/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରସ୍ଥିତ ଟିଏଫଏଲ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ଏକ ବରିଷ୍ଠ ପ୍ରତିନିଧିମଣ୍ଡିଳୀ। ସୋମବାର ପୂର୍ବାହ୍ନରେ ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜରର ସିଏମଡି ଏସ.ସି.ମୁଦେଗେଡ଼କର, ପିଡିଆଇଏଲ ର...
ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ ଭାରତ ଗୌରବ ଦିବ୍ୟ କାଶୀ – ଆଦି...
ଭୁବନେଶ୍ୱର ୨୭ ଜୁଲାଇ (ଓଡ଼ିଆ ପୁଅ) ଦକ୍ଷିଣ ଭାରତର କୋଏମ୍ବାଟୁରରୁ ଛାଡି ଥିବା ଶକ୍ତି ପୀଠ ଆଧାରିତ ଟୁରିଷ୍ଟ ସର୍କିଟ୍ ଭାରତ ଗୌରବ ଟ୍ରେନ୍ “ଦିବ୍ୟ ଦି କାଶୀ - ଆଦି ଅମାବାସ୍ୟା...
ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍ କାର୍ଯ୍ୟକ୍ଷମ
ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଫେମ୍ ଇଣ୍ଡିଆ ଯୋଜନାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫୩୨ଟି ଚାର୍ଜିଂ ଷ୍ଟେସନ୍ ସ୍ଥାପନା କରିଛି
ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ତୈଳ ବ୍ୟବସାୟ କରୁଥିବା କମ୍ପାନୀ...
୬୫୦ କୋଟି ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ-...
ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀଙ୍କ ମଧ୍ୟରେ ବୈଠକ
- ହସ୍ପିଟାଲ ନିର୍ମାଣ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଦେବ
- ପ୍ରଧାନମନ୍ତ୍ରୀ...
ରାଜ୍ୟ କାର୍ଯ୍ୟାଳୟରେ କାରଗିଲ୍ ବିଜୟ ଦିବସ ପାଳିତ- ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ...
ଭୁବନେଶ୍ୱର, ତା.୨୬/୦୭ (ଓଡ଼ିଆ ପୁଅ) : କାରଗିଲ ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଶତୃପକ୍ଷକୁ ଧରାଶାୟୀ କରିଥିଲେ। ଏହି ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ...
କାଶୀପୁର ହଇଜା ମୃତ୍ୟୁ ଘଟଣା ମନୁଷ୍ୟକୃତ,ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ: ମୋହନ ମାଝୀ
- କାଶୀପୁର ଘଟଣା ରାଜ୍ୟ ସରକାରଙ୍କ ସମସ୍ତ ବିକାଶର ଦାବି ପ୍ରତି ନିଷ୍ଠୁର ଉପହାସ
- କାଶୀପୁର ଗସ୍ତ କରି ଘଟଣା ସଂପର୍କରେ ରାଜ୍ୟ ସଭାପତିଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କଲେ ପ୍ରତିନିଧି ଦଳ
-...
ଆକ୍ରୋଶମୂଳକ ଭାବେ ସୋନିଆ ଗାନ୍ଧୀଙ୍କୁ ଇଡି ଡାକରା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସତ୍ୟାଗ୍ରହ
ଭୁବନେଶ୍ୱର ୨୬.୭ (ଓଡ଼ିଆ ପୁଅ) - କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରରୋଚିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେପରି ଭାବରେ ରାଷ୍ଟ୍ରନେତା ତଥା ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ...
ରାହୁଲ ଗାନ୍ଧୀଜୀ ଏବଂ ଅନ୍ୟ ସାଂସଦ ମାନଙ୍କୁ ଅଟକ ପ୍ରତିବାଦରେ ଛାତ୍ର କଂଗ୍ରେସ ବିକ୍ଷୋଭ
ଭୁବନେଶ୍ୱର ୨୬.୭ (ଓଡ଼ିଆ ପୁଅ) - ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ସାଂସଦଙ୍କ ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରିବା ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ...
























