Home Coronavirus Outbreak ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୦,୫୫୭ ନୂଆ ଆକ୍ରାନ୍ତ...

ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୦,୫୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪ ମୃତ

42

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୦,୫୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୪୬,୩୨୩ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୨,୮୬,୭୮୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୯,୨୧୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୭% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୯,୫୯,୩୨୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୨୯୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୬,୨୧୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୩%

ଆରୋଗ୍ୟ ହୋଇଛନ୍ତି ୯୮.୪୭%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୩, ୨୧, ୮୨, ୩୪୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୦, ୬୯, ୨୪୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୭, ୪୦, ୦୮, ୦୩୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୯୬, ୭୮୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୩ ୧୦୨୩୮ ୧୦ ୧୨୯
ଆନ୍ଧ୍ରପ୍ରଦେଶ ୨୪୯୩ ୨୩୧୩୫୩୩ ୪୯୫ ୧୪୭୩୩
ଅରୁଣାଚଳ ପ୍ରଦେଶ ୪୭୪ ୬୪୮୨୮ ୫୯ ୨୯୬
ଆସାମ ୫୬୯୦ ୭୨୩୩୯୯ ୬୪୯ ୮୦୧୫
ବିହାର ୧୫୭୩ ୮୨୮୬୧୪ ୪୩୫ ୧୨୨୮୨
ଚଣ୍ଡିଗଡ଼ ୮୦୮ ୯୩୯୭୭ ୯୭ ୧୧୬୭
ଛତିଶଗଡ ୩୮୦୯ ୧୧୪୬୩୯୩ ୬୦୦ ୧୪୦୬୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୧୧
ଦିଲ୍ଲୀ ୩୨୩୯ ୧୯୨୧୨୫୬ ୬୮୭ ୨୬୩୦୭
୧୦ ଗୋଆ ୮୪୭ ୨୪୬୯୯୨ ୭୦ ୩୮୪୯
୧୧ ଗୁଜୁରାଟ ୫୭୮୧ ୧୨୩୪୨୪୩ ୮୭୩ ୧୦୯୬୪
୧୨ ହରିୟାଣା ୨୬୫୨ ୧୦୧୪୧୦୦ ୪୯୭ ୧୦୬୩୫
୧୩ ହିମାଚଳ ପ୍ରଦେଶ ୪୯୧୪ ୨୮୭୫୧୮ ୫୪୨ ୪୧୫୮
୧୪ ଜାମ୍ମୁ କାଶ୍ମୀର ୪୦୭୪ ୪୫୩୧୦୮ ୪୩୨ ୪୭୬୫
୧୫ ଝାଡଖଣ୍ଡ ୧୧୯୭ ୪୩୨୯୮୧ ୧୮୭ ୫୩୨୭
୧୬ କର୍ଣ୍ଣାଟକ ୮୮୩୬ ୩୯୫୦୭୯୪ ୧୬୪୭ ୪୦୧୩୬
୧୭ କେରଳ ୧୭୮୦୨ ୬୬୨୬୧୮୪ ୨୦୮୦ ୭୦୪୨୪ ୧୨
୧୮ ଲଦାଖ ୧୫୦ ୨୮୪୬୫ ୨୨ ୨୨୮
୧୯ ଲକ୍ଷଦୀପ ୧୧୩୬୦ ୫୨
୨୦ ମଧ୍ୟପ୍ରଦେଶ ୧୬୩୦ ୧୦୩୬୫୬୩ ୨୧୮ ୧୦୭୫୧
୨୧ ମହାରାଷ୍ଟ୍ର ୧୩୯୪୩ ୭୮୭୭୨୮୮ ୨୨୭୯ ୧୪୮୦୮୮
୨୨ ମଣିପୁର ୬୧୫ ୧୩୬୦୬୬ ୭୮ ୨୧୨୮
୨୩ ମେଘାଳୟ ୬୨୮ ୯୨୮୫୧ ୬୦ ୧୬୦୫
୨୪ ମିଜୋରାମ ୯୧୫ ୨୩୦୬୦୧ ୧୬୦ ୭୦୯
୨୫ ନାଗାଲାଣ୍ଡ ୯୯ ୩୪୮୭୧ ୧୬ ୭୬୮
୨୬ ଓଡ଼ିଶା ୭୦୬୪ ୧୨୯୨୮୮୫ ୯୧୩୬
୨୭ ପୁଡୁଚେରୀ ୯୯୪ ୧୬୭୪୬୦ ୨୨୩ ୧୯୬୫
୨୮ ପଞ୍ଜାବ ୭୦୮୯ ୭୪୭୧୦୧ ୧୭୮୦୭
୨୯ ରାଜସ୍ଥାନ ୧୮୧୩ ୧୨୮୧୮୧୫ ୧୭୨ ୯୫୭୭
୩୦ ସିକ୍କିମ୍ ୧୦୪୪ ୪୦୦୬୨ ୨୬୫ ୪୬୯
୩୧ ତାମିଲନାଡୁ ୧୪୨୮୪ ୩୪୮୫୫୭୯ ୨୨୩୩ ୩୮୦୩୨
୩୨ ତେଲେଙ୍ଗାନା ୪୯୧୫ ୮୦୭୫୦୫ ୬୪୦ ୪୧୧୧
୩୩ ତ୍ରିପୁରା ୨୧୦୬ ୧୦୨୭୫୪ ୩୭୮ ୯୨୯
୩୪ ଉତ୍ତରାଖଣ୍ଡ ୧୮୯୪ ୪୩୨୧୮୭ ୧୫୨ ୭୭୦୫
୩୫ ଉତ୍ତରପ୍ରଦେଶ ୨୮୦୪ ୨୦୭୪୧୫୦ ୪୯୮ ୨୩୫୬୧
୩୬ ପଶ୍ଚିମବଙ୍ଗ ୨୦୦୯୪ ୨୦୪୭୫୫୫ ୨୪୬୧ ୨୧୩୩୯
ମୋଟ ୧୪୬୩୨୩ ୪୩୨୮୬୭୮୭ ୧୯୨୧୬ ୫୨୬୨୧୧ ୪୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.