Home Top News ରାଜ୍ୟରେ ୧,୦୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?

ରାଜ୍ୟରେ ୧,୦୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?

28

ଭୁବନେଶ୍ୱର ୨୮-୭ (ଓଡ଼ିଆ ପୁଅ) ରାଜ୍ୟରେ ୧,୦୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୧୦୩୦
୦-୧୮ ବର୍ଷର : ୧୭୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୦୩
– ସ୍ଥାନୀୟ ଅଞ୍ଚଳରୁ୪୨୭
୧- ଅନୁଗୁଳ ଜିଲ୍ଲାରୁ – ୩
୨- ବାଲେଶ୍ୱର ଜିଲ୍ଲାରୁ – ୨୩
୩- ବରଗଡ଼ ଜିଲ୍ଲାରୁ – ୨୨
୪- ଭଦ୍ରକ ଜିଲ୍ଲାରୁ – ୧୧
୫- ବଲାଙ୍ଗୀର ଜିଲ୍ଲାରୁ – ୩୫
୬- ବୌଦ୍ଦ ଜିଲ୍ଲାରୁ – ୧୨
୭- କଟକ ଜିଲ୍ଲାରୁ – ୫୦
୮- ଦେବଗଡ଼ ଜିଲ୍ଲାରୁ – ୯
୯- ଢେଙ୍କାନାଳ ଜିଲ୍ଲାରୁ – ୩
୧୦- ଗଜପତି ଜିଲ୍ଲାରୁ – ୭
୧୧- ଜଗତସିଂହପୁର ଜିଲ୍ଲାରୁ – ୭
୧୨- ଯାଜପୁର ଜିଲ୍ଲାରୁ – ୧୯
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୨୧
୧୪- କଳାହାଣ୍ଡି ଜିଲ୍ଲାରୁ – ୨୬
୧୫- କନ୍ଧମାଳ ଜିଲ୍ଲାରୁ – ୨୩
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୭
୧୭- କେନ୍ଦୁଝର ଜିଲ୍ଲାରୁ – ୧୩
୧୮- ଖୋର୍ଦ୍ଧାରୁ : ୧୬୪
୧୯- କୋରାପୁଟ ଜିଲ୍ଲାରୁ – ୧୭
୨୦- ମୟୁରଭଞ୍ଜ ଜିଲ୍ଲାରୁ – ୧୧୦
୨୧- ନୟାଗଡ଼ ଜିଲ୍ଲାରୁ – ୨୦
୨୨- ନୂଆପଡ଼ା ଜିଲ୍ଲାରୁ – ୧୧
୨୩- ପୁରୀ ଜିଲ୍ଲାରୁ – ୧୦
୨୪- ରାୟଗଡ଼ା ଜିଲ୍ଲାରୁ – ୧୮
୨୫- ସମ୍ବଲପୁର ଜିଲ୍ଲାରୁ – ୭୭
୨୬- ସୋନପୁର ଜିଲ୍ଲାରୁ – ୩୯
୨୭- ସୁନ୍ଦରଗଡ଼ ଜିଲ୍ଲାରୁ – ୨୨୭
୨୮- State Pool: ୩୬
– ନୂଆ ସୁସ୍ଥ ହୋଇଥିଲେ୧୦୬୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୨୫୭୯୨୬୯
– ମୋଟ ଆକ୍ରାନ୍ତ ୧୩୧୦୧୧୫
– ମୋଟ ସୁସ୍ଛ ହୋଲେଣି ୧୨୯୩୯୫୧
– ସକ୍ରୀୟ ଆକ୍ରାନ୍ତ – ୬୯୭୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.