Biswaranjan Acharya
୩ ମାସ ହେଲା ମିଳୁନି କଣ୍ଟ୍ରୋଲ କିରୋସିନ-ଘର ଅନ୍ଧାର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୫-ରଣପୁର ବ୍ଲକ୍ ଅଂଚଳରେ ୩ ମାସ ହେଲା କଣ୍ଟ୍ରୋଲ କିରୋସିନ୍ ମିଳୁନାହିଁ । ଯାହା ଫଳରେ ଲାଇନ୍ କଟିଲେ ଘର ଅନ୍ଧାର ହେଇଯାଉଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଡିଭିଜନ୍...
କୁକୁଡା ଫାର୍ମ ବର୍ଜ୍ୟବସ୍ତୁ ଯୋଗୁଁ ଚାଷୀ ଚର୍ମରୋଗରେ ପିଡିତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୫-ଦିନକୁ ଦିନ ରାଜ୍ୟ ଓ ଗ୍ରାମାଂଚଳର ଜଳବାୟୁ ପ୍ରଦୁଷିତ ହେବାରେ ଲାଗୁଛି । ଗ୍ରାମାଂଚଳରେ ପ୍ରଦୁଷିତ ଜଳବାୟୁକୁ ନେଇ ମଣିଷ ସମାଜ ବିଭିନ୍ନ ରୋଗରେ ପିଡିତ ହେଉଛି । ସେହିଭଳି...
ରାଜ ନଗର ସଙ୍ଗରୋଧ କେନ୍ଦ୍ରରେ ଗଣ୍ଡଗୋଳ ମାମଲା ଋଜୁ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚର୍ଯ୍ୟ)/୧୧/୦୫-ଦେଶରେ ମହାମାରୀ କରୋନା ମୁକାବିଲା ପାଇଁ ପ୍ରତି ଗ୍ରାମ ପଂଚାୟତରେ ସଙ୍ଗରୋଧ କେନ୍ଦ୍ରମାନ ଖୋଲାଯାଇଛି । ସଙ୍ଗରୋଧ କେନ୍ଦ୍ରକୁ ବିରୋଧ କରି କିଛି ଗ୍ରାମରେ ଗଣ୍ଡଗୋଳ ସୃଷ୍ଟି ହେଉଛି ।...
ଖୋଲୁନି ପଶୁଧନ ସହାୟକ କେନ୍ଦ୍ର ଚାଷୀ କ୍ଷତିଗ୍ରସ୍ତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୫-ଦେଶରେ ପଶୁଧନ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବାରୁ ସରକାରୀ ସ୍ତରରେ ପଶୁଧନ ବିଭାଗ ତରଫରୁ ବିଭିନ୍ନ ଗ୍ରାମ ପଂଚାୟତରେ ପଶୁଧନ ସହାୟକ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ।...
୩୫ ବର୍ଷର ସ୍ୱାସ୍ଥ୍ୟ କେନ୍ଦ୍ର ଦିନରେ ୪ଘଣ୍ଟା ଖୋଲା-ପ୍ରାଥମିକ ଚିକିତ୍ସାରୁ ବଂଚିତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୫-ରାଜ୍ୟ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏକ ୩୫ ବର୍ଷର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଯାହାକି ଦିନରେ ୪ ଘଣ୍ଟା ଖୋଲା ରହେ । ଯାହା...
ମିଳୁନି ସରକାରୀ ମାଗଣା ଡାଲି ଚାଉଳ-ଲୋକେ ଜଙ୍ଗଲର ଗଛ ଚେର କନ୍ଦା ତାଡି ଖାଉଛନ୍ତି
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୫-ସରକାର ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଇନ୍ କରିଛନ୍ତି । କରୋନା ମହାମାରୀ ଲକ୍ଡାଉନ୍ ସମୟରେ ସମସ୍ତ ଲୋକଙ୍କର କାମଧନ୍ଦା ବନ୍ଦ ହୋଇଯାଇଛି । ଲୋକମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ...
ରଣପୁର ଅଂଚଳରୁ ପ୍ରବାସୀ ଓଡିଆ ଶ୍ରମିକଙ୍କ ୪୯ ଟି ସ୍ୱାବ୍ ନମୁନା ସଂଗ୍ରହ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୫-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ପ୍ରବାସୀ ଓଡିଆ ଶ୍ରମିକ ମାନେ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର ରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ମେ ୬ ତାରିଖ ରେ ୪୯ ଜଣ...
ଭି.କେ ପାଣ୍ଡିଆନ୍ ଚାନ୍ଦପୁର କୋଭିଡ୍-୧୯ ହେଲ୍ଥ ସେଣ୍ଟର ରେ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୫-ନୟାଗଡ ଜିଲ୍ଲା ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସ ଏକ ସାଧାରଣ ହସ୍ପିଟାଲ ଭାବରେ କାର୍ଯ୍ୟ କରୁଥିଲା । ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଚାନ୍ଦପୁର ବସନ୍ତ ମଂଜରୀ...
ଅଚେତ ଅବସ୍ଥାରେ ଉଦ୍ଧାର ଯୁବକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କଲେ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୫-ଚଳିତ ବର୍ଷ ଗ୍ରୀଷ୍ମ ତାପ ଏତେ ଜୋର୍ ନଥିଲା ବେଳେ ଅଂଶୁଘାତ ମୃତ୍ୟୁ ଅଭିଯୋଗ । ଏହିଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ବର୍ଗ । ନୟାଗଡ ଜିଲ୍ଲା ରଣପୁର...
ପଟିଆ ନିର୍ମାଣାଧିନ ରାଜୀବ ସେବା କେନ୍ଦ୍ର ପାଲଟିଲା ଭୁତ କୋଠୀ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୫- କେନ୍ଦ୍ର ଓ ରାଜ୍ୟ ସରକାର ଜନ ସାଧାରଣଙ୍କ ହିତ ଦୃଷ୍ଟିରେ ବିଭିନ୍ନ ଯୋଜନା ପରେ ଯୋଜନାମାନ କରି ଚାଲିଛନ୍ତି । କିନ୍ତୁ ଯୋଜନା କେଉଁଠାରେ ଅଟକି ରହୁଛି ସେ...
ସ୍ୱାମୀ ପରିତ୍ୟକ୍ତା ଭିନ୍ନକ୍ଷମା ମହିଳା ସାମାଜିକ ନିରାପତ୍ତା ଓ ଖାଦ୍ୟ ସୁରକ୍ଷା ରୁ ବଂଚିତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୫-ସରକାର ସ୍ୱାମୀ ପରିତ୍ୟକ୍ତା, ଭିନ୍ନକ୍ଷମ, ଅବିବାହତା ଯୁବତୀ, ବୃଦ୍ଧ ବୃଦ୍ଧାମାନଙ୍କ ପାଇଁ ସାମାଜିକ ନିରାପତ୍ତା ସହ ଖାଦ୍ୟ ସୁରକ୍ଷା ଯୋଜନା ମାନ କରିଛନ୍ତି । କିନ୍ତୁ ଝାରପଡା ଗ୍ରାମ ପଂଚାୟତର...
ମୋବାଇଲ୍ ନଥିବାରୁ ଫେରିପାରୁ ନାହାନ୍ତି ପ୍ରବାସୀ ଓଡିଆ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୦୫-ଲକ୍ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ ପରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସେଥିପାଇଁ...
୨୯ ପ୍ରବାସୀ ଓଡିଆ ନରସିଂହପୁର ସଙ୍ଗ ନିରୋଧ କେନ୍ଦ୍ରରେ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୫-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଂଚଳରେ ପ୍ରବାସୀ ଓଡିଆ ବସ୍ ଯୋଗେ ସୁରତ୍ ରୁ ଆସି ମେ ୨ ତାରିଖ ସଂଧ୍ୟାରେ ପହଁଚିଥିବା ଜଣା ପଡଛି । ରଣପୁର ବିଡିଓ...
ବସ୍ ଯୋଗେ ସୁରତ ରୁ ୨୭ ଓଡିଆ ଶ୍ରମିକ ରଣପୁର ଫେରିଲେ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୫-ନୟାଗଡ ଜିଲ୍ଲା ରଣପୁର ଅଂଚଳରୁ ଶହ ଶହ ଯୁବକ ଗୁଜୁରାଟର ସୁରତ ଅଂଚଳରେ ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି । କରୋନା ଲକ୍ଡାଉନ୍ ଫଳରେ ସେମାନେ ସୁରତରେ ଅଟକି ରହିଥିଲେ...
ଲକ୍ଡାଉନ୍ ସମୟରେ ଆଦର୍ଶ ବାହାଘର-ବର କନ୍ୟାଙ୍କୁ ଆଶୀର୍ବାଦ କଲେ ସମିତି ସଭ୍ୟ ଓ ସରପଂଚ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୫-ସାରା ରାଜ୍ୟରେ କରୋନା ସଂକ୍ରମଣ ସମୟରେ ସରକାର ବିଭିନ୍ନ ନିତୀ ନିୟମ ଲାଗୁ କରିଛନ୍ତି । ସାମାଜିକ ଦୁରତ୍ୱ ବଜାୟ ରଖିବା ପାଇଁ ବାହାଘର ଠାରୁ ଆରମ୍ଭ କରି ମେଳା...
୨ ମାସ ହେଲା ଗାଁ ରେ ବିଦ୍ୟୁତ୍ ଆଲୋକ ଜଳୁନି-ଲାଇନ୍ସ ମ୍ୟାନ ଙ୍କ ତେଲ...
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୪-ସରକାର କୋଭିଡ୍-୧୯ ର ଆଡଭାଇଜରି ରେ ସ୍ୱତନ୍ତ୍ର ନିର୍ଦ୍ଧେଶନାମା କରିଥିଲେ ଯେ ସମସ୍ତ ସହରାଂଚଳ ଓ ଗ୍ରାମାଚଂଳ ର ବିଦ୍ୟୁତ୍ ଆଲୋକ ନୀରବଛିନ୍ନ ରହିବ । ତେଣୁ ଲକ୍ଡାଉନ୍ ସମୟରେ...
ରଣପୁର ବାର ଆସୋସିଏସନ୍ ତରଫରୁ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୪-କୁଳବୃଦ୍ଧ ମଧୁସୁଦନ ଦାସ ଙ୍କ ଜୟନ୍ତିକୁ ଓକିଲ ଦିବସ ଭାବେ ପାଳନ କରାଯାଇଥାଏ । ତେଣୁ ଏହି ଓକିଲ ଦିବସରେ ରଣପୁର ବାର ଆସୋସିଏସନ୍ ରେ ମଧୁବାବୁଙ୍କ ଫଟୋ ଚିତ୍ରରେ...
ପୋଲିସ୍ ଦ୍ୱାରା କାର ସହ ବିଦେଶୀ ମଦ ଜବତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୪-ନୟାଗଡ ଜିଲ୍ଲା ରଣପୁର ଥାନା ତରଫରୁ ଲକ୍ଡାଉନ୍ ଚାଲିଥିବା ବେଳେ ଗାଡି ମୋଟର ବ୍ୟାପକ ଚେକିଙ୍ଗ ଚାଲିଅଛି । ଗତ ଏପ୍ରିଲ୍ ୨୭ ତାରିଖ ବିଳମ୍ବିତ ସଂଧ୍ୟାରେ ପୋଲିସ୍ ଚେକିଙ୍ଗ...
୧୬ନମ୍ବର ଜାତୀୟ ରାଜପଥ କନ୍ଧନୟାଗଡ ଛକରେ ଓଭରବ୍ରିଜ୍ ନିର୍ମାଣ ସ୍ଥାନ ନିରୁପଣ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୪-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳ ଦେଇ ୧୬ନମ୍ବର ଜାତୀୟ ରାଜପଥ ଭୁବନେଶ୍ୱର ରୁ ବ୍ରହ୍ମପୁର ଆଡକୁ ଯାଇଅଛି । ଏହି ଜାତୀୟ ରାଜପଥ ଚାରି ଲାଇନ୍ ବିଶିଷ୍ଟ ହେବା...
ରଣପୁର ପୋଲିସ୍ ର ବ୍ୟାପକ ଚଢାଉ ୫ଗିରଫ -୪୦ଲିଟର ଦେଶୀ ମଦ-ମାଙ୍କଡା ବୋଝେଇ ଟ୍ରାକ୍ଟର...
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୪-ଲକ୍ଡାଉନ ସମୟରେ ପୋଲିସ ଲକ୍ଡାଉନ୍ ରେ ବ୍ୟସ୍ତ ଥିବାବେଳେ ଚୋରା ବେପାରୀମାନେ ଏହାର ସୁଯୋଗ ହାତଛଡା କରୁନାହାନ୍ତି । ନୟାଗଡ ଏସ୍.ପି ପ୍ରତ୍ୟୁଷ ଦିୱାକର ଙ୍କ ନିର୍ଦ୍ଧେଶରେ ଲକ୍ଡାଉନ୍ ସମୟରେ...










