Home ଓଡ଼ିଶା ରଣପୁର ବାର ଆସୋସିଏସନ୍ ତରଫରୁ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ

ରଣପୁର ବାର ଆସୋସିଏସନ୍ ତରଫରୁ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ

193

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୪-କୁଳବୃଦ୍ଧ ମଧୁସୁଦନ ଦାସ ଙ୍କ ଜୟନ୍ତିକୁ ଓକିଲ ଦିବସ ଭାବେ ପାଳନ କରାଯାଇଥାଏ । ତେଣୁ ଏହି ଓକିଲ ଦିବସରେ ରଣପୁର ବାର ଆସୋସିଏସନ୍ ରେ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ଜଣା ପଡିଛି । ଏହି ଅବସରରେ ରଣପୁର ବାର ଆସୋସିଏସନ୍ ର ସଭାପତି ସୁର୍ଯ୍ୟକାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ସତ୍ୟରଂଜନ ମତ୍ତା, ରାଧାମୋହନ ସୁନ୍ଦରା, ସୁକାନ୍ତ ପଟ୍ଟନାୟକ, ଉମେଶ ରଂଜନ ସାହୁ, ସ୍ୱଦେଶ ରଂଜନ ସେନାପତି, ଓ ଶ୍ରୀକାନ୍ତ ସାହୁ ଆଇନ୍‌ଜୀବି ମାନେ ଉପସ୍ଥିତ ଥିଲେ । ସମସ୍ତେ ସାମାଜିକ ଦୁରତ୍ୱ ବଜାୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.