Biranchi Narayan Patri
ଅଜଣା ଗାଡି ଧକ୍କାରେ ଯୁବକ ଗରୁତର
ଯାଜପୁର୧୫ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜଦୁର ରୋଡ ଦଳା ଶଙ୍ଖଚିଲା ରାସ୍ତାର ଆଟିଆଇ କଲେଜ ସମ୍ମୁଖରେ ଆଜି ଏକ ଅଜଣା ଗାଡି ଧକ୍କାରେ ଯୁବକ ଗରୁତର ଆହତ ହୋଇ କଟକ ବହ ମେଡିକାଲରେ ଚିକିତ୍ସିତ...
କନିଷ୍ଠ ଶିକ୍ଷକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ବିଇଓଙ୍କୁ ଦାବିପତ୍ର
ଯାଜପୁର୧୫ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଳକ ଶିକ୍ଷା ମଣ୍ଡଳ ଅଧିନରେ କାର୍ଯ୍ୟରତ ଶତାଧିକ କନିଷ୍ଠ ଶିକ୍ଷକ ବେତନ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ କୋରାଇ ବିଇଓ ସୁଶାନ୍ତ କୁମାର ଶତପଥିଙ୍କ ଜରିଆରେ ଦାବି...
ପୁଲିସର ତଦନ୍ତ ଓ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଏସପିଙ୍କୁ ଭେଟିଲେ ପିଡିତା
ଯାଜପୁର୧୫ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସରକାରଙ୍କ ନୂଆ ନିୟମ ଅନୁଯାଇ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଯୌତୁକ ନିର୍ଯ୍ୟାତିତା ମହିଳା ଅଭିଯୋଗ ପରେ ପୁଲିସ ନ୍ୟାୟ ଦେବାତ ଦୂରର କଥା କେବଳ ମାମଲା ରୁଜ୍ଜୁ...
କୋରମ ଅଭାବରୁ କାଟ ଖାଇଲା ଅନାସ୍ଥା
ଯାଜପୁର୧୫ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଂଚାୟତ ସରପଂଚଙ୍କ ବିରୋଧରେ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଦ୍ୱାରା ଆଗତ ଅନସ୍ଥା ପ୍ରସ୍ତାବ ଆଜି କୋରମ୍ ଅଭାବରୁ କାଟ ଖାଇଛି । ଫଳରେ ପୂର୍ବଭଳି...
ରେଳ ଧାରଣା ମଧ୍ୟରୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ମୃତ ଦେହ ଉଧାର
ଯାଜପୁର୧୫ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର କେନ୍ଦୁଝର ରୋଡ ରେଲୱ ଷ୍ଟେସନ ନିକଟ ରେଲୱ ଟ୍ରାକ୍ରୁ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯୋଧନ ମହାରଣା (୭୭)ଙ୍କ ମୃତ ଦେହ ରେଲୱ ପୁଲିସ ଉଦ୍ଧାର କରି ଏକ ଅପମୃତ୍ୟୁ...
ପ୍ରଣବ, ସଞ୍ଜୟ ଓ ପ୍ରତାପଙ୍କୁ ନୂଆ ଦାୟୀତ୍ୱ
ଭୁବନେଶ୍ୱର୧୫ା୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଜେଡି ଦଳକୁ ତୃଣମୁଳ ସ୍ତରରେ ଅଧିକ ଶକ୍ତିଶାଳୀ କରିବାକୁ ବିଜେଡି ସୁପ୍ରିମୋ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଥିବା ବିଧାୟକ ଓ ନେତା ମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରି...
ଟୋଲ୍ଗେଟ୍ ଉଚ୍ଛେଦକୁ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା
ଝାରସୁଗୁଡା ୧୫ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦୀର୍ଘ ଦିନ ହେଲା ନୂଆଡ଼ିହି ଟୋଲଗେଟ ଉଚ୍ଛେଦ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାହୋଇ ଆସୁଥିବାକୁ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରିବାରୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି...
ସବ୍ ଜେଲ୍ରେ କଏଦୀର ମୃତ୍ୟୁ
ଗଞ୍ଜାମ୧୫ା୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଗଞ୍ଜାମ ଜିଲ୍ଲା ଆସିକା ସବ୍ ଜେଲ୍ରେ ଥିବା ଜଣେ ବିଚାରାଧିନ କଏଦୀ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ବାଦଗଡ ଗ୍ରାମର ଡାକ ସାହୁ ଏକ ହତ୍ୟା ମାମଲାରେ ଘିରଫ...
ଉଠା ଜଳସେଚନ ନିଗମ ଉପ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ
କେନ୍ଦୁଝର୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କାଯ୍ୟଁରେ ଅବହେଳା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଆଜି ଜଣେ ସରକାରୀ ବାବୁ ଲିଲମ୍ବିତ ହେବା ସୂଚନା ମିଳିଛି। କେନ୍ଦୁଝର ଉଠା ଜଳସେଚନ ନିଗମ ଉପ ନିର୍ବାହୀ ଯନ୍ତ୍ରୀ...
ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ଘଟଣାରେ ଗିରଫ ୭ ଜଣ ଜେଲ୍ ଗଲେ
ବାଲେଶ୍ୱର୧୪-୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବାଲେଶ୍ୱର ଖନ୍ତାପଡ଼ା ପଣପଣା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ୮୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ଚିକିତ୍ସିତ ଅବସ୍ଥାରେ ଥିବା କର୍ମଚାରୀ ବର୍ତ୍ତମାନ...
ବିଧବା ମହିଳାମାନଙ୍କୁ ସମାଜ ମୁଖ୍ୟସ୍ରୋତରେ ସାମିଲ କରିବା ଜରୁରୀ;ବାବା ବଳିଆ
ଜଗତସିଂହପୁର୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜଗତସିଂହପୁର ଜିଲ୍ଲା ଶିଶୁ ଅନନ୍ତ ଆଶ୍ରମର ପୂର୍ଯ୍ୟ ପୁଜକ ବାବା ବଳିଆ କହିଛନ୍ତି ପତିହରା ବା ବିଧବା ମହିଳାମାନଙ୍କୁ ସମାଜ ମୁଖ୍ୟସ୍ରୋତରେ ସାମିଲ କରିବା ଜରୁରୀ ।‘ସମାଜରେ ବିଧବା...
ରାସ୍ତାରେ ଖାଲ ଯୋଗୁ ଦୁଇ ଦିନରେ ଦୁଇଟି ଦୁର୍ଘଟଣା
ଯାଜପୁର୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜାତୀୟ ରାଜପଥ ଓ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ରାସ୍ତା ଗୁଡିକ ଖାଲଖମାରେ ଭର୍ତି ହୋଇଛି । ଏହାର ମରାମତି ଅଭାବରୁ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଇବାରେ...
ପୁଲିସର ତଦନ୍ତର ମନ୍ଥରତାକୁ ନେଇଏସପିଙ୍କୁ ଭେଟିଲେ ବ୍ୟବସାୟୀ ସଂଘ
ଯାଜପୁର୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଥାନା ଅନ୍ତର୍ଗତ ଶର୍ମା ପେଟ୍ରୋଲ ପମ୍ପ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଅରମାନ ଇଲେକ୍ଟ୍ରିକାଲସ ନାମକ ଏକ ଗ୍ୟାରେଜରୁ ଗତ ଅକ୍ଟୋବର ମାସ ୬...
ମାରଣାସ୍ତ୍ର ଦେଖାଇ ଟ୍ରକରୁ ଝାମ୍ପିନେଲେ ଟଙ୍କା ଓ ମୋବାଇଲ
ଯାଜପୁର୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପୁଲିସର ୨୪ ଘଂଟିଆ ପେଟ୍ରୋଲିଂ ସତ୍ୱେ ଦୁର୍ବୁତ ମାନେ ଭୁଜାଲି ଓ ବନ୍ଧୁକ ଦେଖାଇ ଏକ ଟ୍ରକରୁ ଟଙ୍କା ଓ ମୋବାଇଲ ଝାମ୍ପି ନେବାରେ ସକ୍ଷମ...
ପୋଲିସ ପରିବାର କଲ୍ୟାଣ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ
କଟକ୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଠାରେ କାର୍ୟ୍ୟକରୁଥିବା ବରିଷ୍ଠ ପୋଲିସ ଅଧିକାରୀ ମହିଳା କ୍ଲବ ଆନୁକୂଲ୍ୟରେ ପରିଚାଳିତ ପୋଲିସ ପରିବାର କଲ୍ୟାଣ କେନ୍ଦ୍ରର ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ତୁଳସୀପୁର ଠାରେ ଅନୁଷ୍ଠିତ...
ଜିଲ୍ଲା ସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳିତ
ଯାଜପୁର୧୪ା୧୧(ଓଡିଆ ପୁଅ)ମଧୁମେହ ଏକ ମାରାତ୍ମକ ରୋଗ । ଏହା ସମସ୍ତ ରୋଗକୁ ଆମନ୍ତ୍ରଣ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ ବୋଲି ବିଶ୍ୱ ମଧୁମେହ ଦିବସରେ ବକ୍ତା ମାନେ...
ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା
ଯାଜପୁର୧୪ା୧୧(ଓଡିଆ ପୁଅ)ଯାଜପୁର ସମବାୟ ସମିତିର ସହକାରୀ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପରିସରରେ କଟକ ଜିଲ୍ଲା ସମବାୟ ସମିତି ରେଜିଷ୍ଟ୍ରାରଙ୍କ ଅଧିନରେ ଥିବା ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ପାଇଁ ଏକ ପ୍ରତିଯୋଗିତା ଅନୁଷ୍ଠିତ...
ଜାତୀୟ ପ୍ରେସ୍ ଦିବସ ପାଳନ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ
ଯାଜପୁର୧୪ା୧୧(ଓଡିଆ ପୁଅ)ଜାତୀୟ ପ୍ରେସ୍ ଦିବସ ପାଳନ ଉପଲକ୍ଷେ ଯାଜପୁର ଜିଲ୍ଲା ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଚ୍ଥି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକ...
ମାର୍ଗଶିର ମାସର ମାଣବସା ଗୁରୁବାର
ଜଗତସିଂହପୁର୧୩ା୧୧(ଓଡିଆ ପୁଅ)
ଡଃ ସ୍ୱାମି ଚିଦାନନ୍ଦ
ମାଣବସା ଗୁରୁବାର ଓଷା ଓଡ଼ିଶାରେ ଏକ କୃଷିଭିତ୍ତିକ ପର୍ବ ରୂପେ ପାଳନ କରାଯାଏ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା ଅର୍ଚ୍ଚନା...
ମହିମା ମିଣ୍ରଙ୍କୁ ହାଇଟୋର୍ଟରୁ ମିଳିଲା ଜାମିନ୍
କଟକ୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାରାଦୀର ସିୱେଜ ସିପିଂ କମ୍ପାନିର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ଅଭିଯୋଗରେ ଦିର୍ଘ ୪ ବର୍ଷ ହେଲା ଗିରଫ ହୋଇଥିବା ଶିଳ୍ପପତି ମହିମା ମିଣ୍ରଙ୍କୁ ଆଜି ହାଇଟୋର୍ଟରୁ ଜାମିନ୍...





