Home ଅପରାଧ ଅଜଣା ଗାଡି ଧକ୍କାରେ ଯୁବକ ଗରୁତର

ଅଜଣା ଗାଡି ଧକ୍କାରେ ଯୁବକ ଗରୁତର

199

ଯାଜପୁର୧୫ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜଦୁର ରୋଡ ଦଳା ଶଙ୍ଖଚିଲା ରାସ୍ତାର ଆଟିଆଇ କଲେଜ ସମ୍ମୁଖରେ ଆଜି ଏକ ଅଜଣା ଗାଡି ଧକ୍କାରେ ଯୁବକ ଗରୁତର ଆହତ ହୋଇ କଟକ ବହ ମେଡିକାଲରେ ଚିକିତ୍ସିତ ହେଉଛି । ପାଣିକୋଇଳି ଥାନା ଅନ୍ତର୍ଗତ ତଣ୍ଡରା ଗ୍ରାମର କାହ୍ନୁ ନାୟକଙ୍କ ପୁଅ ବାପି(୨୩) ଏକ ବାଇକ ଯୋଗେ ଯାଜପୁରରୋଡ ଆସୁଥବବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ସେ ଗରୁତର ଆହତ ହେବା ସହ ସଜ୍ଞାହୀନ ହୋଇ ପହିଥିଲେ । ତାକୁ ଉଦ୍‌ଦାର କରାଯାଇ ପ୍ରଥମେ ଯାଜପୁରରୋଡ କ୍ଷେତ୍ରୀୟ ଚିକିତ୍ସାଳୟରେ ଭର୍ତି କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେହିକାଲକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.