Home ଅପରାଧ ସବ୍ ଜେଲ୍‌ରେ କଏଦୀର ମୃତ୍ୟୁ

ସବ୍ ଜେଲ୍‌ରେ କଏଦୀର ମୃତ୍ୟୁ

101

ଗଞ୍ଜାମ୧୫ା୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଗଞ୍ଜାମ ଜିଲ୍ଲା ଆସିକା ସବ୍ ଜେଲ୍‌ରେ ଥିବା ଜଣେ ବିଚାରାଧିନ କଏଦୀ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ବାଦଗଡ ଗ୍ରାମର ଡାକ ସାହୁ ଏକ ହତ୍ୟା ମାମଲାରେ ଘିରଫ ହୋଇ ଆସିକା ସବ୍ ଜେଲ୍‌ରେ ଥିବା ବେଳେ ମୃତବରଣ କରିଛନ୍ତି ମୃତର କାରଣ ଜଣାପଡିନଥିବା ବେଳେ ପୁଲି ତଦନ୍ତ କରୁଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.