Home Authors Posts by Biranchi Narayan Patri

Biranchi Narayan Patri

869 POSTS 0 COMMENTS

ମେଗା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା

0
ଯଜପୁର୧୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଓଡିଶା ଜୀବିକା ମିଶନ, ଯାଜପୁର ଆନୁକୂଲ୍ୟରେ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଆଞ୍ଚଳିକ କାର୍ଯ୍ୟାଳୟ, ଚଣ୍ଡିଖୋଲ ପ୍ରୋତ୍ସାହନରେ ଗ୍ରାମ୍ୟ ବ୍ୟାଙ୍କର ୩୯ ଟି ଶାଖା ମାଧ୍ୟମରେ ଏକ ସପ୍ତାହ ବ୍ୟାପୀ...

କୋରାଇ ପୁଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ରାଲି

0
ଯଜପୁର୧୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ କୋରାଇ ଥାନା ପକ୍ଷରୁ କାହ୍ନୁ ଚରଣ ମହାବିଦ୍ୟାଳୟ ସହଯୋଗରେ ଆଜି ସଚେତନତା କାର୍ଯ୍ୟକ୍ରମ ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର...

୧୦୦୦ଲିଟର ବେଆଇନ ସ୍ପିରିଟ ଜବତ

0
ଯଜପୁର୧୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ବଜାରରୁ ହଜାରେ ଲିଟର ସ୍ପିରିଟ (ଯାହାକି ମଦ ତିଆରିରେ ବ୍ୟବହୃତ କରାଯାଏ)ବେଆଇନଭାବେ ଚୋରା ଚାଲାଣ ହେଉଥିବା ଖବର ପାଇ ଡୋଲିପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା...

ସୋନୁ ନିଗମ ଗୋଲାପି ଚିଠି ସିଡି କଲେ ଉନ୍ମୋଚନ

0
ଯାଜପୁର୧୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲାପାଳ ତଥା ଗୀତିକାର ରଂଜନ କୁମାର ଦାସଙ୍କ ଦ୍ୱାରା ରଚିତ ଓ ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକଙ୍କ ଦ୍ୱାରା ନିର୍ଦ୍ଦେଶିତ ଅଡିଓ ସିଡି ଗୋଲାପି ଚିଠିକୁ ବିଶିଷ୍ଟ...

ସେସୁ ୫୩ଟି ବ୍ୟବସାୟିକ ସଂସ୍ଥାରୁ ଆରମ୍ଭ କଲା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କାର୍ଯ୍ୟ

0
ଭୁବନେଶ୍ୱର ୧୬ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ରାଜ୍ୟର ଲକ୍ଷାଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୧୯୭୧ କୋଟି ଟଙ୍କାର ବକେୟା ରହିଥିବା ଅଭିଯୋଗ କରି ସେସୁର ସିଇଓ ଅରୁଣ ବୋଥ୍ରା ଡିସେମ୍ବର ୧୧ରେ ବିଦ୍ୟୁତ୍...

ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା; ଉଦ୍ଧାର କାର୍ଯ୍ୟ ଜାରି

0
ଭୁବନେଶ୍ୱର ୧୬ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସକାଳ ପ୍ରାୟ ୬: ୩୦ ସମୟରେ ଟାଙ୍ଗୀ ଅଞ୍ଚଳର ନିର୍ଗୁଣ୍ଡି ଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସ୍‍ପ୍ରେସ୍ (ଟ୍ରେନ୍ ନମ୍ବର ୧୨୮୭୯)...

ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା; ୬ଜଣ ଗୁରୁତରଓ ୪୦ ଆହତ

0
ଭୁବନେଶ୍ୱର ୧୬ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୁବନେଶ୍ୱର-ମୁମ୍ବଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଆଜି ପ୍ରବଳ କୁହୁଡି ଯୋଗୁ କଟକ ନିକଟବର୍ତ୍ତି ନିର୍ଗୁଣ୍ଡି-ଟାଙ୍ଗୀ ଷ୍ଟେସନ ଠାରେ ଏକ ମାଲ ଗାଡି ସହ ଦୁର୍ଘଟଣା ହୋଇଥିବା ଖବର...

ପ୍ରମୋସନରୁ ବଞ୍ଚିତ କର୍ମଚାରୀ ମାନଙ୍କ ପାଇଁ ସରକାର ଦେଲେ ଖୁସି ଖବର

0
ଭୁବନେଶ୍ୱର ୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପ୍ରମୋସନରୁ ବଞ୍ଚିତ କର୍ମଚାରୀ ମାନଙ୍କୁ ସରକାର ଏକ ସୁଯୋଗ ଦେଇଥିବା ଦେଖାଯାଇଛି। ଦୀର୍ଘ ଦିନର ଚାକିରି କାଳରେ ଯେଉଁମାନେ ପଦୋନ୍ନତି ପାଇ ପାରି ନାହାନ୍ତି ସେମାନଙ୍କ ପାଇଁ...

 ଭତ୍ତା ଆଣିବାକୁ ଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ବୃଦ୍ଧାଙ୍କ ମୃତ୍ୟୁ

0
ନୟାଗଡ ୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଜଣେ ବୃଦ୍ଧା ଭତ୍ତା ଆଣିବାକୁ ଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ମୃତବରଣ କରିବାରୁ ଉପସ୍ଥିତ ଥିବା ଲୋକମାନେ ପଞ୍ଚାୟତ ଅଫିସରେ ଥିବା...

ଓଡିଆ ସହିତ୍ୟର ମହାନ ବରପୁତ୍ର ଫକୀର ମୋହନଙ୍କ ଆଜି ଜନ୍ମ ଦିବସ

0
ଭୁବନେଶ୍ୱର ୧୫ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଆ ସହିତ୍ୟର ମହାନ ବରପୁତ୍ର ଫକୀର ମୋହନଙ୍କ ଆଜି ଜନ୍ମ ଦିବସ । ଓଡ଼ିଆ ସାହିତ୍ୟକୁ ଯେଉଁକେତେଜଣ ନିଜର ଲେଖନୀ ଚାଳନା ଦ୍ବାରା ରୁଦ୍ଧିମନ୍ତ କରିଛନ୍ତି ତଥା...

ରାଜ୍ୟକୁ ପୁଣି ଫେରିଲା ଶୀତ ;୪ ଦିନ ଯାଏଁ ଲାଗି ରହିବ ବୋଲି ସୂଚନା

0
ଭୁବନେଶ୍ୱର ୧୫ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟକୁ ପୁଣି ଶୀତ ଫେରିବାର ପୂର୍ବାନୁମାନ କରାଯାଇଥିବା ସୂଚନା ମିଳିଛି। ଶୀତ ସହ ଘନ କୁହୁଡ଼ି ଜନଜୀବନ ଅସ୍ତବ୍ୟସ୍ତ କରିଛି। ଏହି...

 ସିଓଙ୍କ ବଦଳୀ ଦାବିରେ ସିଏମ୍‌ସି କମିଶନରଙ୍କୁ ଦାବିପତ୍ର 

0
କଟକ୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ମହାନଗର ନିଗମ (ସିଏମ୍‌ସି)ରେ ଦୁର୍ନିତିର ପିଛା ଛାଡ଼ୁନି । ବିଭିନ୍ନ କାର୍ଯ୍ୟରେ ଅନୀୟମିତା ପ୍ରମାଣିତ ମଧ୍ୟ ହୋଇଛି, ତଥାପି ଚେତୁନାହାଁନ୍ତି ବିଭନ୍ନ ୱାର୍ଡ଼ରେ ତଦନ୍ତ ଭାର ତୁଲାଉଥିବା...

ସଡକ ସୁରକ୍ଷା ସପ୍ତାହ ପାଳନ

0
ଯାଜପୁର୧୪ା୧(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ପାଣିକୋଇଲି ଥାନା ଓ ଯାଜପୁର ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ପାଣିକୋଇଲିସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ସହଯୋଗରେ ପାଳନ କରାଯାଇଛି ।...

ଦୁର୍ଷ୍କମ ଉଦମ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ

0
ଯାଜପୁର୧୪ା୧(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁହାଁ ଗ୍ରାମର ଜୈନିକ ଯୁବତୀଙ୍କୁ ଯୋର ଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦମ୍ୟ କରୁଥିବା ବେଳେ ଯୁବକ ଧରାପଡି ଜେଲଯିବା ଦେଖାଯାଇଛି । ବଡ ବିରୁହାଁ ଗ୍ରାମର...

୨୦୧୯ ମସିହାର ଆରପିଏଫ ଅପରାଧ ରେକର୍ଡ ପ୍ରକାଶ

0
ଭୁବନେଶ୍ୱର୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଇଷ୍ଟକୋଷ୍ଟ ରେଲୱ ଚନ୍ଦ୍ରଶେଖପୁର ଭୁବନେଶ୍ୱର ରେଲୱ ସୁରକ୍ଷା ବଳ(ଆରପିଏଫ) ଆଇଜି ରାଜାରାମଙ୍କ ସୁତ୍ରରୁ ୨୦୧୯ ମସିହାର ଆରପିଏଫ ଅପରାଧ ରେକର୍ଡ ପ୍ରକାଶ ପାଇଛି । ଉକ୍ତ ମସିହାରେ ବିଭିନ୍ନ...

ମକର ସଂକ୍ରାନ୍ତି ପାଇଁ ବାବା ବରୁଣେଶ୍ୱର ପୀଠରେ ପ୍ରସ୍ତୁତି ଶେଷ

0
ଯାଜପୁର୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତା କାଲି ପବିତ୍ର ମକର ସଂକ୍ରାନ୍ତି ପାଇଁ ଯାଜପୁର ସହର ଓ ବିଂଝାରପୁରର ଅରେଇ ବାବା ବରୁଣେଶ୍ୱରଙ୍କ ପୀଠ ଚଳଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ମକର...

+୨ ପରିକ୍ଷାରେ ପିଲା ଫେଲ ହେଲେ ଉନ୍ନୀତ ହେବେ ନାହିଁ +୨ ପରିକ୍ଷାର୍ଥୀ  

0
ଭୁବନେଶ୍ୱର୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗ+୨ ଛାତ୍ର ଛାତ୍ରୀଙ୍କ ପରିକ୍ଷାରେ  କଢା ନିୟମ କରିବା ଦେଖିବାକୁ ମିଳିଛି । ଫେବୃଆରୀରେ ହେବାକୁ ଥିବା ପ୍ରଥମ ବର୍ଷର ପରୀକ୍ଷାରେ ଫେଲ୍ ହେଲେ...

ଆଜି ମନମୋହନ ମହାପାତ୍ରଙ୍କ ପୁରୀରେ ହେବ ଶେଷକୃତ୍ୟ ସମ୍ପନ୍ନ

0
ଭୁବନେଶ୍ୱର୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟଦା ସହ ପରଲୋକଗତ ଓଡିଆ ସିନେ ଦୁନିଆର ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ଓ ଲେଖକ ମନମୋହନ ମହାପାତ୍ର ଶେଷକୃତ୍ୟ ସମ୍ପନ୍ନ ହେବ । ପୁରୀରେ...

ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ସଂହତି ସଦଭାବନା ଯାତ୍ରା

0
କଟକ୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ଅବସରରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି,ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ,ରାଜୀବ ଗାନ୍ଧୀ ଫାଉଣ୍ଡେସନ ଓ ଉତ୍କଳ ଖଦି ମଣ୍ଡଳ ପକ୍ଷରୁ...

ରାଜ୍ୟସ୍ତରୀୟ ବ୍ରାହ୍ମଣ ମହା ସମ୍ମିଳନୀରେ ଯୋଗଦେଲେ ରାଜନେତା ଓ ବିଦ୍ୱାନ

0
ଯାଜପୁର୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଗୌରପୁର ପଂଚାୟତର ଯୁଗଳ ଗ୍ରାମରେ  ରାଜ୍ୟସ୍ତରୀୟ ବ୍ରାହ୍ମଣ ମହାସଂସ୍ଥାନ ଓଡ଼଼ିଶା ପ୍ରଦେଶର ଯାଜପୁର , ଭଦ୍ରକ ତଥା କେନ୍ଦୁଝର ଜିଲ୍ଲାରୁ ଏକ...