Biranchi Narayan Patri
ପ୍ରେମିକା ସହ ଫେରାର ମାମଲାରେ ସମିତିସଭ୍ୟ ଜେଲ ଗଲେ
ଯାଜପୁର୨୧ା୩ (ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲି ପୁଲିସ କୋରାଇ ବ୍ଲକ ଜହ୍ନା ପଞ୍ଚାୟତର ଜହ୍ନା ସମିତିସଭ୍ୟ କ୍ଷିରୋଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାର ଜାମିନ ନାମଂଜୁର ହେବାରୁ...
ଜିଲ୍ଲାରେ ମାଟ୍ରିକ୍ ଖାତା ଦେଖା ଆରମ୍ଭ
ଯାଜପୁର୧୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗୁରୁବାରଠାରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷ ଦେଇଥିବା ପରୀକ୍ଷାର୍ଥୀଙ୍କର ଖାତା ଦେଖା ଆରମ୍ଭ ହୋଇଛି । କୋରାଇ ଶିକ୍ଷା ମଣ୍ଡଳର ଉକ୍ତ ସେଂଟରରେ ୧୭ଟି ୟୁନିଟ ଶିକ୍ଷକ ଖାତା...
କରୋନା ସତର୍କତା: ସାମୁହିକ ନମାଜ ପାଠ ପରିବର୍ତ୍ତେ ଘରେ ନମାଜ ପାଇଁ ଅନୁରୋଧ
ଯାଜପୁର୧୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନାର ସଂକ୍ରମଣକୁ ପ୍ରତିହତ କରିବା ଊଦ୍ଦେଶ୍ୟରେ ଯାଜପୁର ଜିଲ୍ଲାରେ ଥିବା ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ନ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିବେଦନ କରିଚ୍ଥନ୍ତି...
କୋରୋନା ସତର୍କତା; ସବୁ ଧର୍ମର ମନ୍ଦିର,ମସ୍ଜିଦ,ଗୁରୁଦ୍ୱାର ଓ ଗିର୍ଜା ଗୁଡିକରେ ସର୍ବସାଧାରଣ ଦର୍ଶନ ଆସନ୍ତା...
ଭୁବନେଶ୍ୱର୧୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନା ସତର୍କତା ଦୃଷ୍ଟିରୁ ଆସନ୍ତା କାଲି ଠାରୁ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆସନ୍ତା ଏପ୍ରିଲ ୧ ତାରିଖ ପର୍ୟ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି...
କଳିଙ୍ଗନଗରରେ ନୋଏଣ୍ଟ୍ରି ର ଭୟ ଦେଖାଉଥିବା ଅଧିକାରୀଙ୍କୁ କାରଖାନାରୁ ବାହର କଲେ ଶ୍ରମିକ
ଯାଜପୁର୧୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କଳିଙ୍ଗ ନଗର ଅଞ୍ଚଳରେ ଆଜି ଶ୍ରମିକ ଓ କର୍ମଚାରୀ ମାନେ ମିଳିତ ହୋଇ ଜଣେ ଅଧିକାରୀଙ୍କୁ କାରଖାନା ଗେର୍ଟ ବାହାକୁ ତଢିଦେବା ଦେଖିବାକୁ ମିଳିଛି ।...
କୋରୋନା ସତର୍କତା ; ସରକାରଙ୍କ ନିର୍ଦ୍ଦେକୁ ମାନୁନାହିଁ କୋରାଇ ପ୍ରଶାସନ
ଯାଜପୁର୧୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନାରେ ଆକ୍ରାନ୍ତ ନହେବାକୁ ସରକାର ବିଭିନ୍ନ ପ୍ରକାର ସତର୍କତା ପହକ୍ଷେପ ନେଇ ପ୍ରଚାର ଚଳାଉଥିବା ଦେଖିବାକୁ ମିଳିଛି । ହେଲେ ଉକ୍ତ ସତର୍କତାକୁ କୋରାଇର ବ୍ଲକ୍ ପ୍ରଶାସନ ପାଳନ...
ରାଜ୍ୟସଭା କୁ ନିର୍ବାଚିତ ହେଲେ ବିଜେଡିର ୪ଜଣ ପ୍ରାର୍ଥୀ
ଭୁବନେଶ୍ୱର୧୮ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଆସନ୍ତା...
ଜିଲ୍ଲାରେ ଳାଗୁ ହୋଇଥିବା ୧୪୪ ଧାରାକୁ ଉଠାଇ ନେଲା ପ୍ରଶାସନ
ଯାଜପୁର୧୮ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଜିଲ୍ଲାବାସୀଙ୍କୁ କରୋନାର ସଫଳ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସାରା ଜିଲ୍ଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ଜନସାଧାରଣଙ୍କ...
ଓଡ଼ିଶାରେ ପ୍ରଥମ ଥର ଯାଜପୁର ଘରୋଇ ବସଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ସଂକ୍ରମଣ ଯୋଗୁଁ ଓଡ଼ିଶାରେ ପ୍ରଥମ ଥର ଯାଜପୁର ଘରୋଇ ବସଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା ହାତକୁ ନିଆଯାଇଛି। କରୋନା ସଂକ୍ରମଣ ଯୋଗୁଁ ସମସ୍ତେ ଭୟଭୀତ ଥିବା ବେଳେ...
ଭୟଭୀତ ନୁହେଁ ସତର୍କତା ଅବଲମ୍ୱନ ପାଇଁ ପ୍ରଶାସନର ଅନୁରୋଧ
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୟଭୀତ ନୁହେଁ ବରଂ ସଚେତନ ଓ ସତର୍କତା ଅବଲମ୍ୱନ କରିବାକୁ ଜିଲ୍ଲାବାସିଙ୍କୁ ଅନୁରୋଧ କରିଚ୍ଥନ୍ତି ଜିଲ୍ଲାରେ ୧୪୪ ଧାର ଜାରି କରାଯିବ ବୋଲି ସେ ସୂଚନା ଦେବା...
ବିଭିନ୍ନ ଚିକିତ୍ସାଳୟ ଓ ଆହାର କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟକୁ ଯାଇ କରୋନା ଭାଇରସର ସଂକ୍ରମଣ ରୋକିବା ନେଇ ଗ୍ରହଣ କରାଯାଇଥିବା ବିବିଧ ପଦକ୍ଷେପ ସଂପର୍କରେ ସମୀକ୍ଷା...
ଆଦିବାସୀ ମହିଳାଙ୍କୁ ଦୁର୍ଷ୍କମ, ଅଭିଯୁକ୍ତ କୋର୍ଟ ଚାଲାଣ
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ପୁଲିସ ଆଜି ଜଣେ ଦୁର୍ଷ୍କମ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧୫ ତାରିଖ ରାତ୍ରୀ ଗୋଳେଇପୁର ପଂଚାୟତ ଅନ୍ତର୍ଗତ ହାଟସାହି...
ଦଳିତଙ୍କୁ ଆକ୍ରମଣ ମାମଲା, ଏସପିଙ୍କୁ ଭେଟିଲା ଜିଲ୍ଲା ଦଳିତ ସଙ୍ଗଠନ
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ଥାନା ଅନ୍ତର୍ଗତ ଧନେଶ୍ୱର ପଂଚାୟତର ପଣ୍ଡୁଳା(ମୃତ୍ୟୁଂଜୟପୁର) ଗ୍ରାମରେ ଗତ ୧୧ ତାରିଖ ଦୁଇ ଦଳିତ ବସ୍ତିରେ ହମ୍ପସ ନିର୍ମାଣକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ...
ମହାବୀର କବାଡ଼ି ଟୁର୍ଣ୍ଣାମେଣ୍ଟ; ଯାଜପୁର ଚାମ୍ପିଆନ
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମାଳଆନନ୍ଦପୁର ପଂଚାୟତ ଅନ୍ତର୍ଗତ ନମଟିକିରୀ ଗ୍ରାମର ମହାବୀର କବାଡ଼ି କ୍ଲବ ଆନୁକୂଲ୍ୟରେ ଚାଲିଥିବା ପ୍ରଥମ ବାର୍ଷିକ ଏକ ଦିବସୀୟ ଦିବାରାତ୍ର କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି ।...
ସଦାନନ୍ଦ ମେମୋରିଆଲ କ୍ରିକେଟ୍ ମ୍ୟାଚ୍ ଉଦ୍ ଘାଟିତ
ଭଦ୍ରକ୧୫ା୩ (ଓଡିଆ ପୁଅ) ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ବନସ୍ତା ଗ୍ରାମରେ ପ୍ରତିବର୍ଷ ଅନୁଷ୍ଟିତ ହେଉଥିବା ସଦାନନ୍ଦ ସାହୁ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ ଘାଟିତ ହୋଇଛି । ଉଦ୍ ଘାଟନ...
ଡକାୟତି ଉଦ୍ୟମ ପଣ୍ଡ, ୫ ଡକାୟତଙ୍କୁ କାବୁ କଲା ପୁଲିସ
ଯାଜପୁର୧୫ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ପୁଲିସ ୫ ଜଣଙ୍କ ଡକାୟତଙ୍କୁ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ ବେଳେ ଗିରଫ କରିବା ସହ ସେମାନଙ୍କ ନାମରେ ଏକ ମାମଲା୫୮/୨୦ ରୁଜ୍ଜୁ...
ଗୁଳି ମାଡରେ କନେଷ୍ଟବଲ ମୃତ୍ୟୁ
ଢେଙ୍କାନାଳ୧୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଢେଙ୍କାନାଳ ଜିଲ୍ଲା ଚାଉଳିଆ ଗ୍ରାମରେ ଦୋଳଯାତ୍ରା ସମୟରେ ଉକ୍ତ ଗ୍ରାମର ଜଣେ ଯୁବକ ଗୁଳି ମାଡରେ ଶାନ୍ତି ଶୃଙ୍ଖଳା ଦାଇତ୍ୱରେ ଥିବା ପୁଲିସ କନେଷ୍ଟବଲ ମୃତବରଣ କରିବା ପୁଲିସ...
ମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠ ମାମଲା;କଂଗ୍ରେସକୁ ନୋଟିସ୍ ଦେଇ ବିବାଦରେ ମନ୍ତ୍ରୀ ପଦ୍ମନାଭ
ଭୁବନେଶ୍ୱର୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ୪ ଟି ନିର୍ବାଚନ ସମୟରେ ସତ୍ୟପାଠରେ ୩ପ୍ରକାର ତଥ୍ୟ ଉଲ୍ଲେଖ କରିବାକୁ ନେଇ ମନ୍ତ୍ରୀ ପଦ୍ମନାଭଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା...
କାର୍ଯ୍ୟରେ ଅବହେଳା ପାଇଁ ୧୧ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍
ଯାଜପୁର୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କାର୍ଯ୍ୟରେ ଅବହେଳା ଓ ଦୁର୍ବଳ ପ୍ରଦର୍ଶନ ପାଇଁ ୧୧ ଜଣଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ କାରଣ ଦର୍ଶାଅ ନୋଟିସ ଜାରି କରିଚ୍ଥନ୍ତି । ମହାତ୍ମା...
ସ୍ୱାସ୍ଥ ବୀମା ନାମରେ ଠକେଇ; ୬୦୦ରୁ ଉର୍ଦ୍ଧ ଲୋକଙ୍କ ବ୍ୟାଙ୍କ ଏକାଉଣ୍ଡରୁ ଲକ୍ଷ ଲକ୍ଷ...
ବୈାଦ୍ଧ୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବୈାଦ୍ଧ ଜିଲ୍ଲାରେ ସ୍ୱାସ୍ଥ ବୀମା କରାଇ ଦେବା ନାମରେ ୬୦୦ ରୁ ଅଧିକ ଲୋକ ମାନଙ୍କ ଠାରୁ ଏକ ଫର୍ମରେ ଟିପ ଚିହ୍ନ ନେଇ ଅଭିଯୁକ୍ତ ମାନେ ବିଭିନ୍ନ...