Bijay Kumar Pattanaik
ଶିଶୁ ଅଧିକାର ସଂପର୍କୀୟ ଆଲୋଚନା ଚକ୍ର
ପୁରୀ, ୨୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ଶିଶୁଙ୍କ ସୁରକ୍ଷା ରହିଥିବା ଆଇନଗତ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉ। ଶିଶୁ ଅଧିକାରୀ ସୁନିଶ୍ଚିତ ହେଲେ ନିର୍ଯ୍ୟାତନା ରୋକାଯାଇ ପାରିବ। ଏଥିପାଇଁ ସମସ୍ତଙ୍କ ମିଳିତ ସହଯୋଗର ଆବଶ୍ୟକତା...
ସଂସ୍କୃତ ଏକାଡ଼େମୀ ପ୍ରତିଷ୍ଠା ଦିବସ
ପୁରୀ, ୨୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଓଡ଼ିଶା ସଂସ୍କୃତ ଏକାଡ଼େମୀ ୩୪ତମ ପ୍ରତିଷ୍ଠା ଦିବସ ଯୋଗ ପ୍ରାଣାୟମ ଶିକ୍ଷା କେନ୍ଦ୍ରରେ ଗୁରୁବାର ପାଳିତ ହୋଇଛି। କଟକୀମଠ ମହନ୍ତ ଡ଼ଃ ବିଜୟ ନାରାୟଣ...
ଫନୀବାତ୍ୟାକୁ ୬ମାସ ପୁରିଥିଲେ ମଧ୍ୟ ଏବେବି ଘରଭଙ୍ଗା ସାହାଯ୍ୟ ଅପହଞ୍ଚ
ପୁରୀ, ୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପ୍ରଳୟଙ୍କାରୀ ଫନୀ ବତ୍ୟାରେ ପୁରୀ ସହରର ବିଭିନ୍ନ ୱାର୍ଡ଼ ଓ ବସ୍ତି ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲେ ମଧ୍ୟ କେତେକ ୱାର୍ଡ଼ର କ୍ଷତିଗସ୍ତ ଲୋକଙ୍କ ପାଖରେ...
ସଂସ୍କୃତ ସମ୍ଭାଷଣ ଉଦ୍ ଯାପିତ
ପୁରୀ, ୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ସଂସ୍କୃତ ଭାଷା ବିଶ୍ୱକୁ ଏକତା ସୁତ୍ରରେ ବାନ୍ଧି ପାରିବ। ଏହି ଭାଷା ବିଶ୍ୱକୁ ଏକ ପରିବାର ଭଳି ସଂଯୁକ୍ତ ରଖିବାର କ୍ଷମତା ରଖିଥିବା କହିଛନ୍ତି...
ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ଆୟୁର୍ବେଦ ଅମୋଘ ଅସ୍ତ୍ର
ପୁରୀ, ୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ଆୟୁର୍ବେଦ ହେଉଛି ଅମୋଘ ଅସ୍ତ୍ର। ବିଶିଷ୍ଟ ଆୟୁର୍ବେଦ ଚିକିତ୍ସା ବିଜ୍ଞାନୀ ସୁଶୃତ, ଚରକ, ବାଗ୍ ଭଟ ଆଦି...
ଭଜନ ସମ୍ରାଟ ଭିକରୀବଳଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ପାଳିତ
ପୁରୀ, ୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଭଜନ ସମ୍ରାଟ ଭିକାରୀବଳଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶିବଶକ୍ତି ପରିବାର ପକ୍ଷରୁ ଏକ ଭଜନ ସମାରୋହ ସ୍ଥାନୀୟ ଭୋଳାନାଥ ବିଦ୍ୟାପୀଠ ସମ୍ମୁଖ ଶରଧାବାଲି ଠାରେ...
ନିର୍ମାଲ୍ୟ ସମ୍ମାନ ଉତ୍ସବରେ ଫିଲ୍ମ ଟେଲି ଆୱାର୍ଡ଼
ପୁରୀ, ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଓଡ଼ିଶାର ଅନ୍ୟତମ ପ୍ରମୁଖ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନିର୍ମାଲ୍ୟ ପକ୍ଷରୁ ଶରଧାବାଲି ଠାରେ ଆୟୋଜିତ ନିର୍ମାଲ୍ୟ ସମ୍ମାନ ପ୍ରଦାନ ସମାରୋହରେ ବିଶିଷ୍ଟ ଚଳଚ୍ଚିତ୍ର...
ରୋଗୀ କଲ୍ୟାଣ ସମିତି ବୈଠକ : ଜଟିଳ ହେଉଛି ସ୍ୱାସ୍ଥ୍ୟସେବା, ଭଡ଼ାରେ ଆସିବେ ବିଶେଷଜ୍ଞ
ପୁରୀ, ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଜିଲାରେ ଜଟଳ ହେଉଛି ସ୍ୱାସ୍ଥ୍ୟସେବା। ସରକାରୀ ଡ଼ାକ୍ତରକାନା ଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଖାଲି ପଡ଼ିଥିବା ଡ଼ାକ୍ତର ଓ ବିଶେଷଜ୍ଞ ପଦବୀ ପୂରଣ...
ବିନା ଫୁଡ଼ ଲାଇସେନ୍ସରେ ଚାଲିଛି ମାଳମାଳ ଫାଷ୍ଟପୁଡ଼ ଦୋକାନ
ପୁରୀ, ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ସହରର ମୁଖ୍ୟ ରାସ୍ତା ବେଳାଭୂମି ଅଞ୍ଚଳ ବଡ଼ଶଙ୍ଖ ଓ ଅନ୍ୟାନ୍ୟ ଅଞ୍ଚଳ ଗୁଡ଼ିକରେ ମାଳମାଳ ଫାଷ୍ଟଫୁଡ଼ ଦୋକାନ ଖୋଲାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ...
୯୦ ଦିନରେ ଏକହଜାର ଦିବ୍ୟାଙ୍ଗ ଚିହ୍ନଟ
ପୁରୀ, ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ସାମୁଦ୍ରିକ ବାତ୍ୟା ଫଣି ପ୍ରଭାବିତ ଅଞ୍ଚଳରେ ସଫଳ ହୋଇଛି ପ୍ରଫୁଲ ଯୋଜନା। ମାତ୍ର ୯୦ ଦିନରେ ଏକହଜାର ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଜିଲା ପ୍ରଶାସନ ଚିହ୍ନଟ...
ଦବିଲା ଭିଆଇପି ରୋଡ଼୍
ପୁରୀ, ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ରାସ୍ତା ମଝିରେ ଖାଲ। ଦବିଲା ଭିଆଇପି ରୋଡ଼। ଗୁରୁବାର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ସଦର ଥାନା ସମ୍ମୁଖରେ। ରାସ୍ତା ହଠାତ ଦବିଯିବା ଯୋଗୁ...
ଆସନ୍ତା ସପ୍ତାହରୁ କେମୋ ଥେରାପି
ପୁରୀ, ୩୦/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆସନ୍ତା ସପ୍ତାହରେ ସଦରମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେବ କେମୋ ଥେରାପି। ଜିଲା ମୁଖ୍ୟ ଚିକିତ୍ସାଳୟର କର୍କଟ ରୋଗୀଙ୍କୁ କେମୋ ଥେରାପି ସେବା ପୁନଃ ଆରମ୍ଭ କରିବା...
ବିବାଦୀୟ ଜମିରେ ଚାଲିଛି ମଣ୍ଡପ ନିର୍ମାଣ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ମଠ ମହନ୍ତ
ପୁରୀ, ୩୦/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ବଡ଼ଶଙ୍ଖ ସ୍ଥିତ ନିର୍ବାଣୀ ଆଖଡ଼ା ମଠ ମହନ୍ତ ଓ ତାଙ୍କ ପୁଅ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ନେଇ ବଡ଼ଶଙ୍ଖ ଦେବୀ ମଣ୍ଡପ ଅଞ୍ଚଳରେ ରହୁଥିବା...
ଅବକାରୀ ଚଢାଉ ୫ଗିରଫ
ପୁରୀ, ୩୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ସହରର ବିଭିନ୍ନ ସ୍ଥାନରେ ଦେଶୀମଦ କାରବାର ବୃଦ୍ଧି ପାଉଛି। ଅବକାରୀ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଚଢାଉ କରାଯାଇ ବେଆଇନ ମଦ ବିକ୍ରି କରୁଥିବା ବେଳେ...
ସୁସ୍ଥ ଜୀବନର ଚାବିକାଠି ଆୟୁର୍ବେଦ
ପୁରୀ, ୨୭/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ସମ୍ମତ। ପ୍ରତ୍ୟେକ ରୋଗର ସଫଳ ଚିକିତ୍ସା ଆୟୁର୍ବେଦରେ ରହିଛି। ଆୟୁର୍ବେଦ ସଚଳ ଜୀବନର ଚାବିକାଠି ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତ...
ପଲିଥିନ ବ୍ୟବହାରକାରୀଙ୍କୁ ଜରିମାନା
ପୁରୀ, ୨୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ନିଷେଧାଦେଶ ଉଲ୍ଲଘଂନ କରି ପ୍ଲାଷ୍ଟିକ ଜରି ବ୍ୟବହାର କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଶୁକ୍ରବାର ପୁରୀ ପୌରସଂସ୍ଥା ଚଢଉ କରିଛି। ବଡ଼ଦାଣ୍ଡରେ ଥିବା ଗ୍ରାଣ୍ଡସେଂଟରର...
ଆସୁଛି ଦିପାବଳୀ :ପ୍ରସ୍ତୁତ ଚାଳିଛି ଦିପାଳୀ :
ପୁରୀ, ୨୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଖରାରେ ଶୁଖୁଛି ମାଳମାଳ ଦୀପାଳୀ। ଧାଡ଼ି ଧାଡ଼ି ହୋଇ ପିଣ୍ଡାରେ ଥୁଆ ହୋଇଛି ମାଟିଦୀପ। ଏ ଦୃଶ୍ୟ ହେଉଛି କମ୍ଭରପଡ଼ାର। ଦୀପାବଳୀ ଆଉ ଦିନ...
୨ ହଜାରରୁ ଉର୍ଦ୍ଧ୍ୱ ଶିଶୁ ସ୍ୱର୍ଣ୍ଣପ୍ରାଶନ ବିନ୍ଦୁ ଖାଇଲେ
ପୁରୀ, ୨୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜନ୍ମରୁ ୧୬ବର୍ଷର ଶିଶୁମାନଙ୍କୁ ସ୍ୱର୍ଣ୍ଣପ୍ରାଶନ ବିନ୍ଦୁ ଖାଇଥିଲେ। ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମ ଏବଂ...
ଦେଶୀ ମଦ ଓ ଭାଙ୍ଗ ଜବତ
ପୁରୀ, ୨୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ଜିଲା ଅବକାରୀ ବିଭାଗ ପକ୍ଷରୁ ଆଜି ଚନ୍ଦନପୁର ଓ ବ୍ରହ୍ମଗିରି ଅଞ୍ଚଳ ଚଢାଉ କରି ବ୍ରହ୍ମଗିରିର ନରସିଂହ ପଣ୍ଡା ଓ ସୁନାମୁହିଁର ଯଦୁମଣି...
ପାରା ଲିଗାଲ୍ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ
ପୁରୀ, ୨୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ପାରାଲିଗାଲ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆଜି ଏକ ପ୍ରଶିକ୍ଷଣ ଶିବିର ଆଇନ ସେବା ପ୍ରାଧୀକରଣ...