Home ଜିଲ୍ଲା ପରିକ୍ରମା ଦେଶୀ ମଦ ଓ ଭାଙ୍ଗ ଜବତ

ଦେଶୀ ମଦ ଓ ଭାଙ୍ଗ ଜବତ

64

ପୁରୀ, ୨୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଜିଲା ଅବକାରୀ ବିଭାଗ ପକ୍ଷରୁ ଆଜି ଚନ୍ଦନପୁର ଓ ବ୍ରହ୍ମଗିରି ଅଞ୍ଚଳ ଚଢାଉ କରି ବ୍ରହ୍ମଗିରିର ନରସିଂହ ପଣ୍ଡା ଓ ସୁନାମୁହିଁର ଯଦୁମଣି ବାରିଙ୍କ ଠରୁ ଯଥାକ୍ରମେ ୩ଲିଟର ଓ ଯଦୁବଣି ବାରିଙ୍କ ଠାରୁ ୨.୮ଲିଟର ଦେଶୀମଦ ଜବତ କରିଥିଲେ। ସେହିପରି ଚନ୍ଦନପୁର ଅଞ୍ଛଳରୁ ୨୦.୫୦୦ଗ୍ରାମ ଭାଙ୍ଗ, ଇନ୍ଦ୍ରମଣୀ ସେଠୀଙ୍କ ଠାରୁ ୧.୫୦୦ ଗ୍ରାମ ଭାଙ୍ଗ, ଅଭିମନ୍ୟୁ ସେଠୀଙ୍କ ଠାରୁ ୫.୨୦୦କେଜି ଭାଙ୍ଗ, ଶତ୍ରୁଘନ ଚନ୍ଦ୍ରଙ୍କ ଠାରୁ ୧.୨୦୦ ଗ୍ରାମ ଭାଙ୍ଗ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.