Home Authors Posts by Bharatee Das

Bharatee Das

209 POSTS 0 COMMENTS

ପର ବାରଣ୍ଡାରେ ୯ମାସର ଗର୍ଭବତୀ: ପ୍ରଶାସନ ନିରବ ଦ୍ରଷ୍ଟା

0
ବାହାନଗା,୧୪ା୧୦(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା ଅଧିନ କୁରୁଡ଼ା ପଞ୍ଚାୟତର ପାଟନାକୁରୁଡ଼ାଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଜମିବାଡ଼ି ବିବାଦରେ ଛନ୍ଦି...

ପେଟ୍ରୋଲ ପମ୍ପ ପାଇଖାନାରୁ ମିଳିଲା ଟ୍ରକ ଡ୍ରାଇଭରଙ୍କ ମୃତ ଦେହ

0
ବାହାନଗା,୧୩ା୧୦(ଭାରତୀ ଦାସ/ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରିକପୁର ନିକଟରେ ଥିବା ଆଦିରୁପା ପେଟ୍ରୋଲ ପମ୍ପର ପାଇଖାନାରରୁ ଜଣେ ଟ୍ରକ ଡ୍ରାଇଭରର ମୃତ ଦେହ ମିଳିଛି । ମୃତକ...

ସ୍ୱଚ୍ଛ ଭାରତ ଅଭିଯାନର ୩୧୪ତମ ସଫେଇ

0
ବାହାନଗା,୧୨ା୧୦(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଠାରେ ଥିବା ସ୍ୱଚ୍ଛ ଭାରତ ଅଭିଯାନର ୩୧୪ତମ ସାପ୍ତାହୀକ ସଫେଇ ଗୋପାଳପୁର ମହାବିଦ୍ୟାଳୟ ପରିସରରେ ହୋଇ ଯାଇଛି ।...

ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଲେ ୩ଜଣ, ଖସିଗଲେ ୨ଜଣ...

0
ବାହାନଗା,୧୧ା୧୦(/ ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ନାୟକ ବନ୍ଧ ଠାରେ ଏକ ବଡ଼ଧରଣ ଡକାୟତିକୁ ପଣ୍ଡ କରିଛି ସୋର...

ଡାଇଭରସନ ପାଲଟିଛି ମରଣ ଯନ୍ତା

0
ବାହାନଗା,୯ା୧୦(ଭାରତୀ ଦାସ/ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜ ପଥ ନାୟକ ବନ୍ଧ ଠାରୁ ଗଉଡ଼ୁଣୀ ପୋଖରୀ ପର୍ଯ୍ୟନ୍ତ ଡାଇଭରସନ ପାଲଟିଛି ମରଣ ଯନ୍ତା । ପ୍ରାୟତଃ ପ୍ରତ୍ୟୋକ...

ଦୁଇ ବର୍ଷ ପରେ ଝିଅ ମୃତ୍ୟୁର ନ୍ୟାୟ ପାଇଁ ପରିବାର ପକ୍ଷରୁ ପ୍ରେସମିଟ

0
ବାହାନଗା,୮/୧୦(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗା ବ୍ଲକ ଖରାସାହାପୁରରେ ଏକ କଳେଜ ପଢୁଆ ଝିଅର ମୃତ୍ୟୁକୁ ୨ବର୍ଷ ବିତି ଯାଇଥିଲେବି ପାରିବାରକୁ ନ୍ୟାୟ ମିଳିନି କିମ୍ବା...

ଗୋହାଳ ବିଲ ପାଶ ପାଇଁ ସ୍ୱାମୀ,ସ୍ତ୍ରୀ ଗେଟ ଆଗ ଓ ରାଜ ରାସ୍ତାରେ ବସିଲେ

0
ବାହାନଗା,୭ା୧୦(ଭାରତୀ ଦାସ/ ଓଡ଼ିଆ ପୁଅ) : ଗୋହାଳ ପାଇଁ ବିଲ ପାଶ କରିବାକୁ ଟଙ୍କା ଲାଞ୍ଚ ମାଗିବାକୁ କେନ୍ଦ୍ର କରି ସ୍ୱାମୀ , ସ୍ତ୍ରୀ ବ୍ଲକ ଗେଟ ବନ୍ଦ କରି ବସିବା ଓ...

ବୋଲେରୋକୁ ପଛରୁ ପିଟିଲା କାର, ୨ଗୁରୁତର

0
ବାହାନଗା, ୨ା୧୦(ଭାରତୀ ଦାସ / ଓଡ଼ିଆ ପୁଅ )-ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବିଦୁ ନାୟକ ବନ୍ଧ ନିକଟ ଏକ ପେଟ୍ରୋଲପମ୍ପ ନିକଟ ଡାଇଭରସନରେ ଏକ ମମାନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ଧାନ ଗଛରେ ପତ୍ର ପୋଡ଼ା ରୋଗ, ଜଳି ଯାଉଛି ଧାନ ଗଛ

0
ବାହାନଗା, ୨୯।୯ (ଭାରତୀ ଦାସ/ ଓଡ଼ିଆ ପୁଅ )- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ଧାନ ଗଛରେ ପତ୍ର ପୋଡ଼ା ରୋଗ ଆରମ୍ଭ ହୋଇଛି। ଫଳରେ ବହୁ ଧାନ ଜମି ଗୁଡ଼ିକ ପତ୍ରପୋଡ଼ା...

ପୋଖରୀରେ ବିଷ ପକାଇ ମାଛ ମାରିବା ଘଟଣା : ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ଜିଲ୍ଲାପାଳଙ୍କ...

0
ବାହାନଗା, ୨୬।୯ (ଭାରତୀ ଦାସ / ଓଡ଼ିଆ ପୁଅ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଓସଙ୍ଗ ଗ୍ରାମରେ ଏକ ସୟଂସହାୟିକା ଗୋଷ୍ଠୀ କରୁଥିବା ମାଛ ଚାଷ ପୋଖରୀରେ ଦୁର୍ବୁତ୍ତ ବିଷ...

ବଢୁଛି କରୋନା ନାହିଁ କିଛି ପ୍ରତିବନ୍ଧକ

0
ବାହାନଗା,୯ା୯(ଭାରତୀ ଦାସ / ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ କରୋନା ସଂଖ୍ୟା ବଢି ବଢି ଚାଲିଥିବା ବେଳେ ସବୁ ଏଠି ମେଲା । କିଛି ରହୁ ନାହିଁ ସାମାଜିକ...

ଗୋପାଳପୁର ମହାବିଦ୍ୟାଳୟର ଯୁକ୍ତଦୁଇ କଳାର ଫଳ : ଶୀର୍ଷରେ ଛାତ୍ରୀ ସୁନୀତା

0
ବାହାନଗା,୭ା୯(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାର ଫଳାଫଳ ବାହାରିବା ପରେ ଜଣେ ଛାତ୍ରୀ ସର୍ବାଧିକ ନମ୍ବର ରଖିଥିବାର ଜଣାପଡ଼ିଛି ।...

ଅସହାୟ ଙ୍କୁ ସହାୟତା ଦେଲା ବୀର ବଜରଙ୍ଗୀ କ୍ଲବ

0
ବାହାନଗା,୨ା୯( ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧିନ ବାଟିଟଙ୍କୀ ଗ୍ରାମ ରେ ଥିବା ବୀର ବଜରଙ୍ଗୀ କ୍ଲବ ଅସହାୟ ମହିଳା ଙ୍କ ସାହାରା ହୋଇ ପୁଣି...

ଆଣ୍ଠୁଏ ଜଳରେ ଜୀବନ ସାଙ୍ଗରେ ଖେଳି ପାର କରୁଛନ୍ତି ଗାଡ଼ି

0
ବାହାନଗା,୨୮ା୮(ଭାରତୀ ଦାସ / ଓଡ଼ିଆ ପୁଅ) କରୋନା ମହାମାରୀ ସମସ୍ତଙ୍କୁ ବେକାବୁ କରି ଦେଇ ଥିବା ବେଳେ ହାତ ଗୋଡ଼ ବାନ୍ଧି ବସିଛନ୍ତି ବହୁ ଗଟିଖିଆ ଗରିବ । କାମ ଧନ୍ଦା ପାଇଁ...

ଶିକ୍ଷକ ନେତା ନିଗମାନନ୍ଦ ପାଣିଗ୍ରାହୀଙ୍କ ଦେହାନ୍ତ

0
ବାହାନଗା,୨୮ା୮(ଭାରତୀ ଦାସ / ଓଡ଼ିଆ ପୁଅ) ଶିକ୍ଷକ ନେତା ତଥା ଶିକ୍ଷକ ଓ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସମ୍ପାଦକ ନିଗମାନନ୍ଦ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇ ଯାଇଛି । ବାଲେଶ୍ୱର...

କୁଳ ବେଉସାକୁ ଫେରୁଛନ୍ତି ଯୁବ ପିଢି

0
ବାହାନଗା,୨୪ା୮(ଭାରତୀ ଦାସ / ଓଡ଼ିଆ ପୁଅ)ବାଲେଶ୍ୱର ଜିଲ୍ଲା ବାହାନଗା ଓ ରେମୁଣା ବ୍ଲକର ଯୁବ ପିଢି ମାନେ ନିଜ ନିଜ କୁଳ ବେଉସାକୁ ଫେରୁଥିବାର ନଜରକୁ ଆସୁଛନ୍ତି । କରୋନା ମହାମାରୀର ଭୟାବହତାକୁ...

ଅସହାୟକୁ ସହାୟତାର ହାତ ବଢାଇଲେ ବୀର ବଜରଙ୍ଗି କ୍ଲବ

0
ବାହାନଗା,୨୩ା୮(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମହାରାଜପୁର ପଞ୍ଚାୟତ ବାଟିଟଙ୍କୀ ଗ୍ରାମରେ ବୀର ବଜରଙ୍ଗି ଯୁବକ ସଂଘ ବିପଦ ସମୟରେ ଅସହାୟକୁ ସହାୟ ହୋଇ ଚର୍ଚ୍ଚାର ପରିସରକୁ ଆସିଛି...

କରୋନା ଧୋଇ ନେଲା ଗଣେଷ ପୂଜା, ପୁରପଲ୍ଲୀରେ ନିରାଡ଼ମ୍ବରରେ ପାଳିତ

0
ବାହାନଗା,୨୨ା୮(ଭାରତୀ ଦାସ/ ଓଡ଼ିଆ ପୁଅ) : କରୋନା ଧୋଇ ନେଇଛି ଗଣେଷ ପୂଜା । ମହାମାରୀକୁ ନଜରରେ ରଖି ସରକାରଙ୍କର ନିର୍ଦ୍ଦେଶ ଅନୁସାରେ ପୂଜା ଓ ପର୍ବ ପର୍ବାଣକୁ ନିରାଡ଼ମ୍ବରେ ପାଳତ କରିବାକୁ...

ମଦ ମାଫିଆଙ୍କ ଦୌରାତ୍ମ, ଜଣେ ଗୁରୁତର, ପ୍ରତିବାଦରେ ସଲ୍ଟରୋଡ଼ ଅବରୋଧ

0
ବାହାନଗା, ୨୧ା୮(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରସାଳପୁର ଠାରେ ମଦମାଫିଆଙ୍କର ଦୌରାତ୍ମ ଯୋଗୁଁ ଜଣେ ଗୁରୁତର ହୋଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଅପରାହ୍ନରେ ମଦ ମାଫିଆ...

ଚଢ଼ିଗଲା ବୋଲେରୋ – ଘଟଣା ସ୍ଥଳରେ ୨ମୃତ

0
ବାହାନଗା, ୧୯ା୮(ଭାରତୀ ଦାସ/ ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନାୟକ ବନ୍ଧ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଜଣଙ୍କର ଘଟଣା ସ୍ଥଳରେ...