Abhay Das
ସରକାରଙ୍କ ବିଦ୍ୟାଳୟ ବନ୍ଦ ନୀତିକୁ ବିରୋଧ: ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ
ବାଲେଶ୍ୱର, ୨୮ା୨(ଓଡ଼ିଆ ପୁଅ/ଅଭୟ ଦାସ): ଛାତ୍ରଛାତ୍ରୀ ସଂଖ୍ୟାହ୍ରାସ ଓ କରୋନା ଆଳ ଦେଖାଇ ପ୍ରାଥମିକ ବିଦ୍ୟାଳୟ ଓ ବିଏଡ କଲେଜ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତିକୁ ସମ୍ପ୍ରତି ସବୁ...
ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବିରେ ସ୍ମାରକପତ୍ର
ବାଲେଶ୍ୱର, ୨୮-୨(ଓଡ଼ିଆ ପୁଅ/ଅଭୟ ଦାସ): ସ୍ୱେଚ୍ଛାସେବୀ ସଂଗଠନ ‘ଜନସଂଖ୍ୟା ସାମାଧାନ ଫାଉଣ୍ଡେସନ’ ପକ୍ଷରୁ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବିରେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସଚେତନତା ଅଭାବରୁ...
ବିଦ୍ୟାଳୟସ୍ତରୀୟ କମ୍ପ୍ୟୁଟର ଶିକ୍ଷା ପୁନଃପ୍ରଚଳନ ଦାବିରେ ଗଣଧାରଣା
ବାଲେଶ୍ୱର, ୨୮-୨(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ଆଇଟିସି ସ୍କୁଲ କୋର୍ଡ଼ିନେଟର ଆସୋସିଏସନ ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଶ୍ରମିକ ସଂଗଠନ ଏଆଇଟିୟୁସି...
ଭିଏଲ ଏସଆରଏସଏମ କ୍ଷେପଣାସ୍ତ୍ରା ପରୀକ୍ଷା ସଫଳ
ବାଲେଶ୍ୱର, ୨୨ା୨(ଓଡ଼ିଆ ପୁଅ/ଅଭୟ ଦାସ) : ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ(ଡିଆରଡିଓ) ପକ୍ଷରୁ ସେମାବାର ଭିଏଲ ଏସଆରଏସଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଯାଇଛି। ଆଇଟିଆରର ୩ ନମ୍ବର ଲଞ୍ଚ କମ୍ପେ୍ଲକ୍ସରୁ ଅପରାହ୍ନ...
ବାଲେଶ୍ୱରରେ ଆଦର୍ଶ ବିବାହ: ବିଚାରଧୀନ କଏଦୀଙ୍କୁ ଜୀବନସାଥୀ କଲେ ପୂର୍ବତନ ପ୍ରେମିକା
ବାଲେଶ୍ୱର, ୨୨ା୨ (ଓଡ଼ିଆ ପୁଅ/ଅଭୟ ଦାସ) : କଥାରେ ଅଛି ପ୍ରେମ ଶାସ୍ୱତ ଓ ଚିରନ୍ତନ। ବିବାହ ସ୍ୱର୍ଗରେ ସ୍ଥିର ହୋଇଥାଏ। ମାତ୍ର ପ୍ରେମ ଯେ ବିବାହରେ ପୂର୍ଣ୍ଣତା ପାଇଥାଏ, ଏହାକୁ କେହି...
ସମବାୟ ସମିତି କର୍ମକର୍ତ୍ତାଙ୍କ ଜାଲିଆତି ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ଦାବିରେ କଲ୍ୟାଣୀ ଚାଷୀଙ୍କ ଫେରାଦ
ବାଲେଶ୍ୱର, ୨୨ା୨(ଓଡ଼ିଆ ପୁଅ/ଅଭୟ ଦାସ) : ଚାଷୀଙ୍କଠାରୁ ଧାନ କିଣାରେ ବାହାନଗା ବ୍ଲକ କଲ୍ୟାଣୀ ସେବା ସମବାୟ ସମିତି ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ଜାଲିଆତିକୁ ନେଇ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି...
ପୂର୍ବତନ ସୈନିକ ସଂଘ କର୍ମକର୍ତ୍ତା ଚୟନ
ବାଲେଶ୍ୱର, ୨୨ା୨(ଓଡ଼ିଆ ପୁଅ/ଅଭୟ ଦାସ) : ଭାରତୀୟ ପୂର୍ବତନ ସୈନିକ ସଂଘ ବାଲେଶ୍ୱର ଶାଖାରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବୈଦ୍ୟନାଥ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ଇଣ୍ଡିୟାନ ଭେଟେରାନ୍ ଅର୍ଗାନାଇଜେସନର ରାଜ୍ୟ...
ଦୁର୍ଘଟଣା ପ୍ରବଣ ପାଗନଈଠାରେ ବ୍ୟାରିକେଟ ନିର୍ମାଣ ଦାବି
ବାଲେଶ୍ୱର, ୨୨ା୨(ଓଡ଼ିଆ ପୁଅ/ଅଭୟ ଦାସ) : ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବାଲେଶ୍ୱର-ଧାମରା ସଲ୍ଟରୋଡ଼ର ପାଗନଈ ପୋଲଠାରେ ବ୍ୟାରିକେଟ ଦାବିରେ ସଲ୍ଟରୋଡ଼ ସୁରକ୍ଷାମଞ୍ଚ ଜିଲାପାଳଙ୍କଠାରେ ଦାବି କରିଛି। ପାଗନଈ ପୋଲ...
ରାହିକ୍ଲବ ପକ୍ଷରୁ କ୍ୟାରମ ଟର୍ଣ୍ଣାମେଂଟ ଉଦଘାଟିତ
ବାଲେଶ୍ୱର, ୧୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ରାହି କ୍ଲବ ପକ୍ଷରୁ ଦୁଇଦିନିଆ ଜିଲାସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟସହରର ପୋର୍ଟ ରୋଡ଼ସ୍ଥିତ କୋହୀନୁର ପ୍ୟାଲସରେ ବୁଧବାର ଉଦଘାଟିତ ହାଇଯାଇଛି। ଯୁବ ସମାଜସେବୀ ସଲିମ ରେଜା ଏହି...
ଜିଲ୍ଲାସ୍କୁଲ ପାଠାଗାର ପାଇଁ ପୁରାତନ ଛାତ୍ରଙ୍କ ୩ ଲକ୍ଷ ଟଙ୍କା ସହାୟତା
ବାଲେଶ୍ୱର, ୧୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାର ପ୍ରମୁଖ ଖ୍ୟାତନାମା ତଥା ପୁରାତନ ବିଦ୍ୟାଳୟ ‘ଜିଲ୍ଲା ସ୍କୁଲ’ର ‘ମୋ ସ୍କୁଲ ଅଭଯାନ’ ଯୋଜନା ଭିତ୍ତିକ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସମଗ୍ର...
ଜାତୀୟ ସଡ଼କ ସୁରକ୍ଷା ମାସ ଉଦଯାପିତ: ୫୬ ଲକ୍ଷ ଟଙ୍କାର ଜରିମାନା ଆଦାୟ ଓ...
ବାଲେଶ୍ୱର, ୧୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ଆଞ୍ଚଳିକ ପରିବହନ ବିଭାଗ ଓ ସଡ଼କ ସୁରକ୍ଷା କମିଟିର ମିଳିତ ସହଯୋଗରେ ଗତ ଜାନୁଆରୀ ମାସ ୧୮ ତାରିଖରୁ ବାଲେଶ୍ୱର ଜିଲାରେ ଚାଲିଥିବା ଜାତୀୟ ସଡ଼କ ସୁରକ୍ଷା...
ଜିଲାସ୍ତରୀୟ ସାମୂହିକ ମାରାଂବୁରୁ ପୂଜା : ପାରମ୍ପାରିକ ଆଦିବାସୀ ନୃତ୍ୟରେ କମ୍ପିଲା ବଡ଼ଖୁଆ ଅଞ୍ଚଳ
ବାଲେଶ୍ୱର, ୧୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ବଡ଼ଖୁଆ ଜୁଆନ ଜୁମିଦ ଯୁବକ ସଂଘ ପକ୍ଷରୁ ଜିଲାସ୍ତରୀୟ ଆଦିବାସୀ ସମ୍ମିଳନୀ ଓ ସାମୂହିକ ମାରାଂବୁରୁ ପୂଜା ବେଶ ହର୍ଷ ଉଲାସରେ ମଙ୍ଗଳବାର ଅନୁଷ୍ଠିତ...
ବାଲେଶ୍ୱରରେ ଭକ୍ତି ଓ ଶ୍ରଦ୍ଧା ସହ ସରସ୍ୱତୀ ପୂଜା
ବାଲେଶ୍ୱର, ୧୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ସମେତ ପୁରପଲ୍ଲୀରେ ଶ୍ରଦ୍ଧା ଓ ଭକ୍ତିର ସହ ବାଗଦେବୀ ମାଆ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା କୋହଳ ହେବା ପରେ ବସନ୍ତ...
ହିନ୍ଦୁଧର୍ମ ରକ୍ଷକ ସଂଗଠନ ପକ୍ଷରୁ ମଶାଲ ଶୋଭାଯାତ୍ରା
ବାଲେଶ୍ୱର, ୧୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଚାଲିଥିବା ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇଥିବା ଦିଲ୍ଲୀର ମଙ୍ଗଲପୁର ନିବାସୀ ରିଙ୍କୁ ଶର୍ମାଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ...
ଜୀବନ ସଂଗ୍ରାମ ସାରସ୍ୱତ ଟ୍ରଷ୍ଟର ସାହିତ୍ୟ ସଭା
ବାଲେଶ୍ୱର, ୧୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରଗତିଶୀଳ ସାରସ୍ୱତ ଅନୁଷ୍ଠାନ, ‘ଜୀବନ ସଂଗ୍ରାମ ସାରସ୍ୱତ ଟ୍ରଷ୍ଟ’ ପକ୍ଷରୁ ଏକ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ, ରାଜଘାଟ ସାଇ ଟେକ୍ନୋପ୍ଲାଜା ସଭାଗୃହରେ ସାହିତ୍ୟିକ ତଥା...
ବିଭିନ୍ନ ସଂଗଠନ ପକ୍ଷରୁ ପୁଲୱାମା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, ୧୪ା୨(ଓଡ଼ିଆ ପୁଅ/ଅଭୟ ଦାସ): ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ସନ୍ତ୍ରାସବାଦୀ ଆକ୍ରମଣକୁ ଦୁଇ ବର୍ଷ ପୂରିଥିବା ବେଳେ ଶହୀଦ୍ ୪୦ ଜଣ ସିଆରପିଏଫ ଯବାନ୍ଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି...
ଓୟୁଜେ ପକ୍ଷରୁ ଫୁଲୱାମା ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, ୧୪ା୨(ଓଡ଼ିଆ ପୁଅ/ଅଭୟ ଦାସ): ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦ୍ୱିତୀୟ ବାର୍ଷିକ ପୂର୍ତ୍ତି ଅବସରରେ ଓଡ଼ିଶା ସାମ୍ବାଦିକ ୟୁନିୟନ(ଓୟୁଜେ) ବାଲେଶ୍ୱର ଜିଲ୍ା ଶାଖା ପକ୍ଷରୁ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଓୟୁଜେର...
ଜିଲ୍ଲା ଯୋଜନା କମିଟି ବୈଠକ ଯୋଜନା କାର୍ଯ୍ୟକାରୀ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ
ବାଲେଶ୍ୱର, ୧୫-୨(ଓଡ଼ିଆ ପୁଅ/ଅଭୟ ଦାସ): ଜିଲା ଯୋଜନା କମିଟିର ବୈଠକ ଜିଲା ପରିଷଦ ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଏଥିରେ ଅଧ୍ୟକ୍ଷତା କରିବା...
ଏଆଇଟିୟୁସି ପକ୍ଷରୁ କେନ୍ଦ୍ରୀୟ ଶ୍ରମିକ ନେତା ସି ଶ୍ରୀକୁମାରଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, ୧୫-୨ (ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ଶ୍ରମିକ ସଂଗଠନ ‘ଏଆଇଟିୟସି’ବାଲେଶ୍ୱର ଜିଲା କମିଟି ପକ୍ଷରୁ ସର୍ବଭାରତୀୟ ପ୍ରତିରକ୍ଷା କର୍ମଚାରୀ ଫେଡେରେସନର ସାଧାରଣ ସଂପାଦକ ସି ଶ୍ରୀକୁମାରଙ୍କୁ ସୋମବାର ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ...
ବାଲେଶ୍ୱରରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ
ବାଲେଶ୍ୱର, ୧୫୨ା୨(ଓଡ଼ିଆ ପୁଅ/ଅଭୟ ଦାସ): ତୈଳଦର ବୃଦ୍ଧି, ନୂତନ କୃଷି ଆଇନ ଓ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ବିରୋଧରେ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାରେ ସୋମବାର...