Home 2020

Yearly Archives: 2020

ହାଇକୋର୍ଟଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପ୍ରାପ୍ତ ବୟସ୍କ ପୁଅ କିମ୍ବା ଝିଅମାନେ ନିଜ ପସନ୍ଦରେ ଯେକୌଣସି ବ୍ୟକ୍ତିଙ୍କ ସହ...

0
ଆହ୍ଲାବାଦ ୨-୧୧ (ଓଡ଼ିଆ ପୁଅ) ଆହ୍ଲାବାଦ ହାଇକୋର୍ଟ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ପ୍ରାପ୍ତ ବୟସ୍କ ପୁଅ କିମ୍ବା ଝିଅ ନିଜ ପସନ୍ଦର ଯେକୌଣସି ବ୍ୟକ୍ତିଙ୍କ ସହ ରହିପାରିବେ। ସେମାନଙ୍କ...

ରାଜ୍ୟପାଳ ଗଣେଶୀ ଲାଲ୍ ଏବଂ ପତ୍ନୀ ସୁଶୀଳା ଦେବୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟପାଳ ଏବଂ ତାଙ୍କ ପତ୍ନୀ, ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀ ଉଭୟ କରୋନା ଆକ୍ରାନ୍ତ ହୋଇଛନ୍ତି।...

ଦୁର୍ବୁତଙ୍କ ଦ୍ୱାରା ୩ଟି ବାଇକ ଓ ୨ଟି କାର ପୋଡି ଅଭିଯୋଗ

କେନ୍ଦ୍ରାପଡା, ୧/୧୧ - (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ବାସଭବନ ପରିସରରେ ଥିବା ୩ଟି ବାଇକ ଓ ୨ଟି କାରରେ କୈାଣସି ଦୁର୍ବୁତ ଗତ...

ମୁହାଁମୁହିଁ ବାଇକ ଧକ୍କାରେ ଯୁବକର ମୃତ୍ୟୁ

କେନ୍ଦ୍ରାପଡା, ୧/୧୧ - (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ମୁହାଁମୁହିଁ ୨ଟି ବାଇକର ଧକ୍କା ହେବା ଫଳରେ ଜଣେ ବାଇକଚାଳକ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ପାଟକୁରା ଥାନା...

ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୭ଲିଟର ଚୋରା ଦେଶୀମଦ ଜବତ

0
କେନ୍ଦ୍ରାପଡା, ୧/୧୧ - (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଆସନ୍ତା ତିର୍ତୋଲ ଉପନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲାର ବର୍ଡରରେ ଜଗତସିଂହପୁର ଜିଲ୍ଲାକୁ ଲାଗିଥିବା ବିଭିନ୍ନ ସ୍ଥାନରୁ ୭...

ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷଙ୍କ ତିର୍ତୋଲରେ ବିଜେଡି ପ୍ରାଥିଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର

କେନ୍ଦ୍ରାପଡା ୧/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ତିର୍ତୋଲରେ ବିଧାନସଭା ଉପ ନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଆଗେଇଚାଲିଛି। ଏହି ଉପନିର୍ବାଚନରେ ଅବତ୍ତୀର୍ଣ୍ଣ...

କୋଭିଡ କଟକଣାକୁ ଅମାନ୍ୟକରି ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପଶିଥିବା ୨ଭକ୍ତ ଗିରଫ

0
କେନ୍ଦ୍ରାପଡା, ୧/୧୧ - (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କୋଭିଡ କଟକଣାକୁ ଅମାନ୍ୟକରି ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଭିତରେ ପ୍ରବେଶ କରିଥିବା ୨ଜଣ ଭକ୍ତଙ୍କୁ ରବିବାର ଟାଉନଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି।...

‘ଇନ୍ଦ୍ରଧନୁ’ପକ୍ଷରୁ କୁମାର ଉତ୍ସବ

ବାଲେଶ୍ୱର, ୨-୧୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ‘ଇନ୍ଦ୍ରଧନୁ’ ପକ୍ଷରୁ ‘କୁମାର ଉତ୍ସବ’ କରୋନା ପାଇଁ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି। ବରେଣ୍ୟ ଅତିଥି ଭାବେ ସମାଜସେବୀ ସୁବାସିନୀ...

ଅଙ୍ଗନୱାଡ଼ି ଅନୁପୂରକ ପୋଷଣକୁ ଦରବୃଦ୍ଧି ମାଡ଼ – ବଜାର ଦର ଅନୁସାରେ ସାମଗ୍ରୀ ମୂଲ୍ୟ ପ୍ରଦାନ ପାଇଁ କର୍ମୀଙ୍କ...

0
ବାଲେଶ୍ୱର, ୧-୧୧ (ଓଡ଼ିଆ ପୁଅ/ଅଭୟ ଦାସ): ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟପଦାର୍ଥର ଅହେତୁକ ଦରବୃଦ୍ଧି ଯୋଗୁଁ ରାଜ୍ୟ ସରକାର ଆଇ-ସି-ଡି-ଏସ୍‌- ବିଭାଗ ଜରିଆରେ ଅଙ୍ଗନୱାଡ଼ିକର୍ମୀମାନଙ୍କ ଦ୍ୱାରା ମା’ ଓ ଶିଶୁମାନଙ୍କ ପାଇଁ ଦେଉଥିବା ଖାଦ୍ୟପଦାର୍ଥର...

ବାଲେଶ୍ୱର ବାସୀଙ୍କ ପ୍ରତି ଉପେକ୍ଷାକୁ ନେଇ କ୍ଷୋଭ – ୩ ତାରିଖରେ ଉଚିତ ଜବାବ ମିଳିବ: ପ୍ରତାପ

ବାଲେଶ୍ୱର, ୧-୧୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ପ୍ରତି ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନର ଅବହେଳା ତଥା ଉପେକ୍ଷାକୁ ନେଇ ପ୍ରଚାରର ଶେଷଦିନରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।...

ଉପ-ନିର୍ବାଚନ ପ୍ରଚାରର ଅନ୍ତିମ ଦିବସ : ତିନି ପ୍ରମୁଖ ଦଳର ଶୋଭାଯାତ୍ରାରେ କମ୍ପିଲା ନିର୍ବାଚନ ମଣ୍ଡଳୀ

ବାଲେଶ୍ୱର, ୧-୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ପ୍ରଚାରର ଆଜି ଶେଷଦିନ ଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ସମଗ୍ର ନିର୍ବାଚନମଣ୍ଡଳୀରେ ଶୋଭାଯାତ୍ରା ଓ ପଦଯାତ୍ରା...

ଶାସକଦଳ ବିଜେଡିର ମନ୍ତ୍ରୀ ଓ ବିଧାୟକଙ୍କ ରହଣିକୁ ନେଇ ପ୍ରଶ୍ନ : ମନ୍ତ୍ରୀ-ବିଧାୟକଙ୍କ ବାଲେଶ୍ୱର ଅନୁପ୍ରବେଶ ରୋକିବାକୁ ବିଜେପିର...

ବାଲେଶ୍ୱର, ୧-୧୧(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା ୩ ତାରିଖରେ ବାଲେଶ୍ୱରରେ ହେବାକୁ ଥିବା ସଦର ଉପ-ନିର୍ବାଚନ ପାଇଁ ଆଜି ସଂଧ୍ୟା ସୁଦ୍ଧା ପ୍ରଚାର କାର୍ଯ୍ୟ ଶେଷ ହୋଇଥିବା ବେଳେ ନିର୍ବାଚନମଣ୍ଡଳୀ ସୀମାରେ ଶାସକଦଳ...

ଉତ୍ତମ କିସମର ଧାନ ଦେବାକୁ କହି ବାପନା ଧାନ ବିହନ କମ୍ପାନୀ ଦ୍ୱାରା ବିହନ ଠକେଇ ଅଭିଯୋଗ

କଳାହାଣ୍ଡି- ୨-୧୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଚଳିତ ଖରିଫ ଧାନ ଚାଷ କରିବା ପୂର୍ବରୁ ବିହନ ଖୋଜା ସମୟରେ ଉତମ କିସମ ର ଦୀର୍ଘ ସମୟର ଧାନ ବିହନ ବୋଲି କହି...

ପାଟଣାଗଡ଼ ବ୍ଲକ ତମିଆ ବ୍ରିଜ ଭୁଶୁଡିବା ନେଇ ତଦନ୍ତ କରିବେ ଟେକ୍ନିକାଲ ଏକ୍ସପର୍ଟ

0
ବଲାଙ୍ଗୀର, ୨-୧୧ : (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ରୁ ମୁଦଲସର୍ ଗ୍ରାମ ରାସ୍ତାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ବ୍ରିଜ୍ ଭୁଷୁଡିବା ନେଇ ଗତ...

ଜିଲ୍ଲା ପୋଲିସ ପ୍ରଶାସନର ଅପରେସନ କ୍ଲିନ କ୍ରିମିନାଲ ଆରମ୍ଭ କଲା ପୋଲିସ

0
ବଲାଙ୍ଗୀର, ୦୨-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ପୋଲିସର ଗୋଟିଏ ପରେ ଗୋଟିଏ ଲୁଟ, ଗୁଣ୍ଡାଗର୍ଦ୍ଦି ମାମଲାର ପର୍ଦ୍ଦାଫାସ କରିବା ସହ, ଏବେ ପୁଣି ଏକ ନୂଆଁ ଷ୍ଟିଙ୍ଗ ଅପରେସନ ଆରମ୍ଭ କରିଥିବା...

୨ଭିନ୍ନକ୍ଷମ ଝିଅ ଙ୍କ ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନ ନକଟରେ ଗରିବ ବାପାଙ୍କ ଆକୁଳ ନିବେଦନ

ମାଲକାନଗିରି,୧ା୧୧(ଓଡିଆ ପୁଅ ) ପ୍ରଥମେ ସ୍ତ୍ରୀ ମାନଶିକ ବିକଳାଙ୍ଗ ହେବାପରେ ଦୁଇଝିଅ ଧିରେ ଧିରେ ଭିନ୍ନକ୍ଷମ ହୋଇ ପଡିଥିବାରୁ ଗରିବ ବାପା ଦୁଇଝିଅଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆକୁଳ ନିବେଦ କରିଛନ୍ତି...

୨୩୫୦କେଜି ମହୁଲ ପୋଚ ଓ ୫୦୦ ଲିଟର ମଦ ଜବତ

ମାଲକାନଗିରି,୧ା୧୧(ଓଡିଆ ପୁଅ ) ମାଲକାନଗିରି,ବାଲିମେଳା,ଚିତ୍ରକୋଣ୍ଡ ଅବକାରି ବିଭାଗ ଓ ପୁଲିସ ପକ୍ଷରୁ ତିନୋଟି ସ୍ଥାନରେ ଚଢଉ କରାଯାଇ ବେଆଇନ ଭାବେ ଦେଶି ମଦ ରାନ୍ଧୁଥିବା ବେଳେ ୫୦୦ଲିଟର ମଦ,୨୩୫୦ କେଜି ମହୁଲ ପୋଚ...

ମାଓଗଡ ଗୋରାସେତୁ ନିକଟରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା

ମାଲକାନଗିରି,୧ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ଚିରପରିଚିତ ଚିତ୍ରକୋଣ୍ଡା ବିଛିନ୍ନାଚଂଳ ଗୋରାସେତୁ ଗ୍ରାମ ଠାରେ ଆଉଏକ ନୂଆ ବିଏସଏଫ କ୍ୟାମ୍ପର ଶୁଭଦେଇ ତ୍ରୀରଙ୍ଗା ପତକା ଉଡାଇଛନ୍ତି ଏସପି ରିଶିକେଶ...

ସରକାରଙ୍କୁ ମତ୍ସ୍ୟଜୀବୀଙ୍କ ଚେତାବନୀ, ବିକଳ୍ପ ବ୍ୟବସ୍ଥା ନକଲେ ମାନିବୁନି କଟକଣା, ଅଲିଭ ରିଡେଲ ସୁରକ୍ଷା ପ୍ରସଙ୍ଗ

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିରଳ ସାମୁଦ୍ରୀକ କାଇଁଛ ଅଲିଭ ରିଡ୍‌ଲେଙ୍କ ପ୍ର୍ରଜନନ ଜନିତ ସୁରକ୍ଷା କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା...

ଓୟୁଜେ କାର୍ଯ୍ୟକାରିଣୀର ପ୍ରସ୍ତୁତି ବୈଠକ

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ) ଭଦ୍ରକ ଶାଖାର କାର୍ଯ୍ୟକାରିଣୀ ବୈଠକ ଚଳିତ ମାସ ୮ ତାରିଖରେ ବନ୍ତ ବ୍ଲକ ଆଗରପଡ଼ାସ୍ଥିତ...