Home Coronavirus Outbreak ରାଜ୍ୟପାଳ ଗଣେଶୀ ଲାଲ୍ ଏବଂ ପତ୍ନୀ ସୁଶୀଳା ଦେବୀ କରୋନା ଆକ୍ରାନ୍ତ

ରାଜ୍ୟପାଳ ଗଣେଶୀ ଲାଲ୍ ଏବଂ ପତ୍ନୀ ସୁଶୀଳା ଦେବୀ କରୋନା ଆକ୍ରାନ୍ତ

93

ଭୁବନେଶ୍ୱର: ଓଡ଼ିଶା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟପାଳ ଏବଂ ତାଙ୍କ ପତ୍ନୀ, ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀ ଉଭୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ’ ନେଇ ରାଜଭବନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର ପରୀକ୍ଷା କରାଇ ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ରାଜ୍ୟପାଳ ଏବଂ ତାଙ୍କ ପତ୍ନୀ କରୋନା ପଜିଟିଭ୍ ଜାଣିବା ପରେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.