Home 2020
Yearly Archives: 2020
୪୭୮ କଫସିରଫ୍ ବୋତଲ ଜବତ
ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସଦର ଥାନା ପୋଲିସ୍ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟଗାଁ ଛକରେ ଚଢାଉ କରି ୩ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ...
ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ
ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦିଆଯାଇଛି। କୋଭିଡ୍ -...
ପୁରୀରେ ପଲିଥିନ୍ ଧରପଗଡ
ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀରେ ପଲିଥିନ୍ ଧରପଗଡ ଜୋରଦାର କରାଯାଇଛି। ଗତକାଲି ଦୋଳମଣ୍ଡପ ସାହି ସ୍ଥିତ ନୃସିଂହ ମିଠା ଦୋକାନରୁ ୩ କିଲୋ ଗ୍ରାମ ପଲିଥିନ୍ ଜବତ କରାଯାଇଥିଲା।...
ଟେବୁଲ୍ ଉପରେ ବସି ଜୋତା ପିନ୍ଧି ମହାପ୍ରସାଦ ଖାଇବା ବିରୋଧରେ ଥାନାରେ ଅଭିଯୋଗ
ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ହୋଇଥିବା ଅସ୍ଥାୟୀ ସେଡ୍ରେ ଟେବୁଲ୍ ଉପରେ ବସି ଜୋତା ଓ ଚପଲ ପିନ୍ଧି ମହାପ୍ରସାଦ ଖାଇବା ଘଟଣାରେ...
କେନ୍ଦୁଝର ମାଟିଲଗ୍ନା ସାହିତ୍ୟ ସଂସଦରେ ଉନ୍ମୋଚନ ହେଲା ‘ମୋ ପୃଥିବୀ’ ଓ ‘ମାଟିଲଗ୍ନା’ ବିଶେଷାଙ୍କ
କେନ୍ଦୁଝର, ୫ ନଭେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ମାଟିଲଗ୍ନା’ ରାଜ୍ୟର ଏକ ଆଗ ଧାଡିର ସାହିତ୍ୟ ସଂସଦ ହୋଇଥିବା ବେଳେ ଏଠାରେ ଉନ୍ମୋଚିତ ହୋଇଛି କବିତା ସଂକଳନ ‘ମୋ ପୃଥିବୀ’। ମୋ...
କେନ୍ଦୁଝର ଓଏମ୍ସି ଖଣିରେ ଶ୍ରମିକ ଅଶାନ୍ତି : ଶ୍ରମିକଙ୍କ ବଦଳରେ ମେସିନ କରୁଛିକାମ : ଭୋକ ଉପାସରେ ଶତାଧିକ...
କେନ୍ଦୁଝର, ୪ ନଭେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଓଏମ୍ସି ଖଣି ରେ ବଢି ଚାଲିଚି ଶ୍ରମିକ ଅଶାନ୍ତି। ସରକାରୀ ନିୟମ ଓ ବିଧି ବ୍ୟବସ୍ଥାକୁ ବେଖାତିର କରି ଶ୍ରମିକ ଙ୍କ...
ଇନ୍ଦିରାଆବାସ ଯୋଗାଇଦେବା ନାମରେ ଠକେଇ,ଭଙ୍ଗାକୁଡିଆ ରେ ଆଶ୍ରୟ ନେଇଛନ୍ତି ଆସହାୟ ବୃଦ୍ଧା
ମାଲକାନଗିରି,୪ା୧୧ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର ଜଣେ ବୃଦ୍ଧାଙ୍କୁ ଇନ୍ଦିରାଆବାସ ଯୋଗାଇ ଦେବେ କହି ୬ହଜାର ଟଙ୍କା ଲାଚଂନେଇ ଜିଆରଏସ ଛୁ ମାରିଥିବା ବେଳେ ବିଚରା ବୃଦ୍ଧା ଭଙ୍ଗାକୁଡିଆ ଘରେ ଆଶ୍ରୟନେଇ ଥିବାର...
ପବ୍ଲିକ ରାଇଟ୍ସ ଆସୋସିଏସନ୍ ର ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ।
ମାଲକାନଗିରି,୪ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ଟାଉନହଲ ଠାରେ ପବ୍ଲିକ ରାଇଟ୍ସ ଆସୋସିଏସନ୍ ର ଜିଲ୍ଲା
କାର୍ଯ୍ୟକାରାଣୀ ବୈଠକ ଆଜି ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ ଅଭିଭକ୍ତ...
ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ଗୋଳାବାରୁଦ, ବନ୍ଧୁକ ଜବତ ,ମାଓବାଦୀ ଙ୍କ ଆକ୍ରମଣ ଯୋଜନା ପଣ୍ଡ
ମାଲକାନଗିରି,୪ା୧୧ (ଓଡିଆ ପୁଅ ) ମାଓବାଦୀ ପୁଲିସର ଛକାପଝାଂ ଲୁଚକାଳି ଖେଳ ମଧ୍ୟରେ ମାଲକାନଗିରି ଜିଲ୍ଲାପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ମାଲକାନଗିରି ଡିଭିଏଫ ,ଏସଓଜି, ବିଏସଏଫ ଯବାନ ଙ୍କ ସହିତ...
ବ୍ରିଟିଶ ଯୁଗର IPC ଏବଂ CrPC ପରିବର୍ତ୍ତନ କରିବାକୁ ଯାଉଛି କେନ୍ଦ୍ର – ଗୃହ ରାଷ୍ଟ୍ରମନ୍ତ୍ରୀ ରେଡ୍ଡି –...
ନୂଆ ଦିଲ୍ଲୀ ୪-୧୧ (ଓଡ଼ିଆ ପୁଅ) କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ସୋମବାର କହିଛନ୍ତି ଯେ ଆଇପିସି (IPC) ଏବଂ CrPC କୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାକୁ କେନ୍ଦ୍ର ସରକାର...
୩ ପ୍ରମୁଖ ରାସ୍ତା ପୁନଃନିର୍ମାଣ ଦାବିରେ ବିଜେପିର ସ୍ମାରକପତ୍ର
ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀର ବ୍ଲକର ୩ ପ୍ରମୁଖ ରାସ୍ତା ଛତାବର - ଛଞ୍ôଚଣା ରାସ୍ତା, ଭଣ୍ଡାରିପୋଖରୀ-ମଣିନାଥପୁର ରାସ୍ତା ଓ ଛତାବର-ବଳିଘାଇ ପୂର୍ତ୍ତ ବିଭାଗ ରାସ୍ତାର...
ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଖୋଲିଲା ଭଦ୍ରକ ହେଲଥ୍ କ୍ଲବ୍
ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣେ ସ୍ୱୟଂ ସଂପୂର୍ଣ୍ଣ ମଣିଷ କ୍ଷେତ୍ରରେ ସ୍ୱାସ୍ଥ୍ୟ ହିଁ ସଂପଦ ତୁଲ୍ୟ ହୋଇଥାଏ । ସୁନ୍ଦର ଶାରୀରିକ ଗଠନ ସହ ସୁସ୍ଥ...
ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରି ୩୩ କେଭି ସ୍ଥାନାନ୍ତର ନେଇ ଆନ୍ଦୋଳନ ଚେତାବନୀ
ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତୁରନ୍ତ ଅଧୁରା ବିଦ୍ୟୁତ୍ କାର୍ଯ୍ୟ ସମାପନ କରି ୩୩ କେଭି ଲାଇନ୍ ତାର ସ୍ଥାନାନ୍ତର ନକଲେ ଆସନ୍ତା ୩୦ ରେ ଗଣଧାରଣା...
ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର , ମଦ ଦୋକାନ ପାଇଁ ସୁପାରିଶକାରୀ ମହିଳାଙ୍କ କାର୍ଯ୍ୟ ନାରୀ...
ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏକ ସଂପୂର୍ଣ୍ଣ ନିଶାମୁକ୍ତ ସମାଜ ଗଠନ, ମହିଳାଙ୍କ ସୁରକ୍ଷା ପାଇଁ ମଦ ବନ୍ଦ ହେବା ଏବଂ ଏହି ଜିଲାର ଧାମନଗର ବିଜ୍ଞାପିତ...
ସଂପାଦକ ପଦବୀର ଦୂରୁପଯୋଗ, ଜିଲାପାଳଙ୍କ ଶରଣରେ ଗରିବ ଚାଷୀ
ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡି ବ୍ଲକ୍ ବୋଡକ ପଂଚାୟତସ୍ଥିତ ଅଣ୍ଡରାଇ ସେବା ସମବାୟ ସମିତି ସଂପାଦକ ଶେଷଦେବ ପରିଡା ନିଜ କ୍ଷମତାର ଅପବ୍ୟବହାର...
ଆଜି ଚିହ୍ନଟ ହେଲେ ଆଉ ନୂଆ ୧୯ ଆକ୍ରାନ୍ତ
ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଜିଲ୍ଲାରୁ ଆଉ ୧୯ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ୮୪୨ରେ...
ଆଦାନୀ ପୋର୍ଟର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ପ୍ରକାଶିତ
ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ ଚଳିତ ଆର୍ଥିକ ବର୍ଷରେ ଏହାର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ପ୍ରକାଶ କରିଛି...
ବାରମ୍ବାର ବିଦ୍ୟୁତ କାଟ : ଗୋଟିଏ ଦୋକାନ ବିକଳ୍ପ ନାହିଁ
ବାହାନଗା,୦୪ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳରେ ବିଦ୍ୟୁତ କାଟ ଦିନକୁ ଦିନ ବଢି ବଢି ଚାଲିଛି । ଫଳରେ ଲୋକେ ଅତିଷ୍ଠ ହେବାରେ ଲାଗିଛନ୍ତି...
ଟ୍ରାକ୍ଟର ଚୋରୀ ର୍ୟାକେଟର ପର୍ଦ୍ଦାଫାସ, ୬ଗିରଫ
ହାଟଡ଼ିହି, ୪ /୧୧ : ଆନନ୍ଦପୁର ଉପଖଣ୍ଡ ଘସିପୁରା ପୁଲିସକୁ ମିଳିଛି ଏକ ବଡ ସଫଳତା । ଏକ ଟ୍ରାକ୍ଟର ଚୋରୀ ର୍ୟାକେଟର ପର୍ଦ୍ଦାଫାସ କରିବା ସହ ୬ଜଣଙ୍କୁ ଗିରଫ କରି କୋର୍ଟ...
ନାବାର୍ଡ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ
ହାଟଡ଼ିହି, ୪ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ)ସ୍ୱସ୍ତି ଫାଉଣ୍ଡେସନ କେନ୍ଦୁଝର ତରଫରୁ ନାର୍ବାଡ ସହାୟତାରେ ହାଟଡିହି ବ୍ଲକ ବରେଶ୍ୱର ପ୍ରରଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ତୃଣମୁଳ...






