Home 2020
Yearly Archives: 2020
ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟର ପଂଚମ ଦିବସ : କେନ୍ଦ୍ରାପଡାର ସୁରଜ କ୍ଲବ ୫-୪...
କେନ୍ଦ୍ରାପଡା ୬/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟର ମଙ୍ଗଳବାର ପଂଚମ ଦିବସ ଖେଳରେ...
ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଦିବସ ପାଳନ
ମାଲକାନଗିରି,୭ ।୧ (ଓଡିଆ ପୁଅ ) ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡ୍ରେସନ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସଂଘଦିବସ ଜିଲ୍ଲାସଭାପତି ରଜିଂତ କୁମାର ନାୟକ(ରଣି)ଙ୍କ ଅଧ୍ୟକ୍ଷତାରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି...
ଭାରତ ବନ୍ଦ ବେଳେ ସତର୍କ ରହିବାକୁ ସ୍ୱତନ୍ତ୍ର ସଚିବଙ୍କ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର୭ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତାକାଲି ଦେଶର ଶ୍ରମିକ ସଂଗଠନଗୁଡ଼ିକ ଡାକରା ଦେଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦକୁ ବିଜୁ ଜନତା ଦଳ ସମର୍ଥନ କରିବ ନାହିଁ ବୋଲି ଜଣାପଡିଛି । ଆସନ୍ତା କାଲି ...
ଜାତୀୟସ୍ତର କ୍ରୀଡା ପ୍ରତିଯୋଗୀତା ରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରୀ ଭାଗନେବେ
ମାଲକାନଗିରି,୭ା୧(ଓଡିଆ ପୁଅ ) ଛତିଶଗଡ ରାଜ୍ୟ ଦୁର୍ଗ ଠାରେ ଜାତୀୟସ୍ତର କବାଡି ପ୍ରତିଯୋଗୀତା ଆସନ୍ତା ୧୨ତାରିଖ ଠାରୁ ୧୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଯାଉଛି । ମାଲକାନଗିରି ଜିଲ୍ଲାରୁ ଜଣେ ଆଦିବାସୀ ଛାତ୍ରୀ ...
ବିଜୟ ମହାପାତ୍ରଙ୍କୁ ପୁଣି ଉପେକ୍ଷା !
ଭୁବନେଶ୍ୱର: ସିଏଏ ସମର୍ଥନରେ ବିଜେପି ପକ୍ଷରୁ ରାଷ୍ଟ୍ରବ୍ୟାପୀ ଆରମ୍ଭ ହୋଇଥିବା ସମାବେଶ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ହୋଇଯାଇଛି ସିଏଏ ସମର୍ଥନରେ ସମାବେଶ।କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏହି ଅଭିଯାନକୁ...
କାଳିଆ ଯୋଜନାର ଟଙ୍କା ପାଇଁ ଏ ଅଫିସରୁ ସେ ଅଫିସ ଘୁରିବୁଲୁଛନ୍ତି ଆଦିବାସୀ ଚାଷୀ
ମାଲକାନଗିରି,୭ା୧(ଓଡିଆ ପୁଅ )ଗରିବ ଚାଷୀ ଙ୍କ ଉନ୍ନତି ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ କାଳିଆ ଯୋଜନାରେ ସେମାନଙ୍କ ଏକାଉଟଂକୁ ଟଙ୍କା ପଠା ଯାଉଛି ବୋଲି ଡିଣ୍ଡିମପିଟା ଯାଉଥିବା ବେଳେ ଆଧିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର...
ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ, ଜଣେ ଆହତ
କୋଲାବିରା, ୭।୧(ଓଡିଆ ପୁଅ/ନିଶିତ କୁମାର ବହିଦାର) ଆଜି ଅପରାହ୍ନ ୧ଟା ସମୟରେ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହେଇଥିବା ବେଲେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା...
୩୦ଟି ଗଣମାଧ୍ୟମ ସଂସ୍ଥାକୁ ପ୍ରଥମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ
ଓଡ଼ିଶାରୁ ଦୈନିକ ‘ଓଡ଼ିଶା ଏକ୍ସପ୍ରେସ’ ଏବଂ ‘ଓଡ଼ିଶା ଟିଭି ଲିମିଟେଡ’ ସମ୍ମାନିତସମାଜର ବ୍ୟାପକ କଲ୍ୟାଣ ଲକ୍ଷ୍ୟ ନେଇ କାର୍ଯ୍ୟ କରିଥିବା ଗଣମାଧ୍ୟମ ସଂସ୍ଥାକୁ ସମ୍ମାନିତ କରିବା ପୁରସ୍କାରର ଉଦ୍ଦେଶ୍ୟ : ପ୍ରକାଶ ଜାଭଡେକର
ନୂଆ...
ପୁରୀ ବଡଦାଣ୍ଡକୁ ମଦ, ଆମିଷ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ...
ଭୁବନେଶ୍ୱର, ୦୭ ଜାନୁୟାରୀ (ଓଡ଼ିଆ ପୁଅ) - ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ହେଉଛି ବିଶ୍ୱର ଏକ ପ୍ରମୁଖ ଆଧ୍ୟାତ୍ମିକ କ୍ଷେତ୍ର। ସାରା ବିଶ୍ୱରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମିଙ୍କର ବିଶ୍ୱାସର ପ୍ରାଣକେନ୍ଦ୍ର...
ସିଏଏ ତ ବାହାନା; ଶକ୍ତି ପ୍ରଦର୍ଶନ ନିଶାନା !
ଭୁବନେଶ୍ୱର/କଟକ: ସିଏଏ ସମର୍ଥନରେ ବିଜେପି ଦେଶବ୍ୟାପୀ ଆରମ୍ଭ କରିଛି ସମାବେଶ।ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଯାଇଛି ସିଏଏ ସମର୍ଥନରେ ସମାବେଶ।ଏମିତିରେ ଓଡ଼ିଶା କ୍ଷେତ୍ରରେ ଦେଖିବାକୁ ଗଲେ ଶାସକ ବିଜୁ ଜନତା ଦଳ ସିଏଏକୁ ସମର୍ଥନ...
ପଞ୍ଚାୟତୀରାଜ ପ୍ରମୁଖ ସଚିବଙ୍କ ଯୋଡା ଗସ୍ତ
ଯୋଡା,୦୭/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ମଙ୍ଗଳବାର ଦିନ ପୂର୍ବାହ୍ନରେ ପଞ୍ଚାୟତୀରାଜ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂ ଯୋଡା ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ...
ଜଣେ ବିବେକାନନ୍ଦ; କିଏ ଆଉ ଜଣେ ଅପରାଜିତାଙ୍କ ରୋଲ୍ ମଡେଲ୍?
ଭୁବନେଶ୍ୱର: ଆଇଏସ ଚାକିରୀ ଛାଡ଼ି ରାଜନୀତିକୁ ଆସିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଦୁଇଜଣ ରୋଲ୍ ମଡେଲ୍ ଅଛନ୍ତି।ପ୍ରଥମରେ ହେଲେ ସ୍ୱାମୀ ବିବେକାନନ୍ଦ ଏବଂ ଦୂତୀୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ତୃତୀୟରେ...
ଜନଶୁଣାଣି ଶିବିରରେ ୨ଜଣଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ
କେନ୍ଦ୍ରାପଡା ୬/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ସ୍ତରିୟ ଜନ ଅଭିଯୋଗ ଶୁଣାଣି ଶିବିରେ ସୋମବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ସୂର୍ଗତ ଗୋଲଖ ବେହେରାଙ୍କ ଦୃଷ୍ଟିବାଧିତ ଭିନ୍ନକ୍ଷମ ପୁତ୍ର ବାବାଜୀ ବେହେରା...
ଅଶୀରେ ବସନ୍ତ ଉତ୍ସବ ଘୁଂଚିଲା
ଭୁବନେଶ୍ୱର ୦୭.୦୧ (ଓଡ଼ିଆ ପୁଅ) – ଆସନ୍ତା ୮ ତାରିଖ ଦିନ ଦେଶର ପ୍ରମୁଖ ୧୦ଟି ଟ୍ରେଡ୍ ୟୁନିୟନ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ଦୃଷ୍ଟିରୁ ସ୍ୱାଭାବିକ ଜନଜୀବନ ବ୍ୟାହତ ହେବାର...
ମାଓ ପ୍ରଭାବିତ ବ୍ଲକ ରାୟଗଡ଼ରେ ଦୁଇଟି ଟିଫିନ ବୋମା ଡିଫ୍ୟୁଜ କରାଗଲା
ନବରଙ୍ଗପୁର ୬-୧ (ଓଡ଼ିଆ ପୁଅ/ବସନ୍ତ ରଥ) : ରବିବାର ଦିନ ସଂଧ୍ୟାରେ ଓଡିଶାର ନବରଙ୍ଗପୁର ଜିଲ୍ଲାର ରାୟଗଡ଼ ବ୍ଲକ ମାଓ ପ୍ରଭାବିତ ସରଗୁଲୀ ଅଞ୍ଚଳରୁ ଦୁଇଟି ଟିଫିନ ବୋମା ଜବତ କରାଯାଇ ଜିଫ୍ୟୁଜ...
ଜେଏନ୍ୟୁ ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କ ଉପରେ ଆକ୍ରମଣକୁ ଏଓବିଏସଓ ଛାତ୍ରସଂଘ ଦୃଢ ନିନ୍ଦା କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ...
ଭୁବନେଶ୍ୱର ୬-୧ (ଓଡ଼ିଆ ପୁଅ) ଆଜି ତା୦୬.୦୧.୨୦୨୦ରିଖ ସନ୍ଧ୍ୟାରେ ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ୍ସ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଛାତ୍ରସଂଘ ତରଫରୁ ଜେଏନ୍ୟୁ ଛାତ୍ରଛାତ୍ରୀ ଓ ପ୍ରଧ୍ୟାପକଙ୍କ ଉପରେ ଆକ୍ରମଣକୁ ଦୃଢନିନ୍ଦା କରିବା ସହ...
୧୪ତମ ଜାତୀୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ-୨୦୨୦ ଉଦ୍ଯାପିତ, ଧାନବାଦ ରେଲୱେ ଚମ୍ପିୟାନ
କେନ୍ଦୁଝର, ୦୬ା୦୧ (ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଓଡିଶା ଖଣି ନିଗମର ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୌହଖଣି ଆନୁକୂଲ୍ୟରେ ୧୪ତମ ଜାତୀୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ୨୦୨୦ ରବିବାର ଦିନ ଉଦ୍ଯାପିତ ହୋଇଯାଇଛି। ବହୁ ଜାତୀୟ ତାରକା...
ବଳିଆ ବାବାଙ୍କ ଗୀତା ଓ ଜୀବନ ଦର୍ଶନ
କେନ୍ଦ୍ରାପଡା ୬/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଅନନ୍ତ ବଳିଆ ପରିବାର ପକ୍ଷରୁ ସ୍ଥାନୀୟ ଗୋପସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ସୋମବାର ସନ୍ଧ୍ୟାରେ ଚର୍ତୁଦିନ ବ୍ୟାପି ଗୀତା କଥା ମୃତ ଆଲୋଚନା ଉଦଘାଟିତ ହୋଇଯାଇଛି।...
ଉନବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଉଦ୍ଘାଟିତ
କେନ୍ଦ୍ରାପଡା ୬/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କଳା, ସଂସ୍କୃତି ଓ ବୈାଦ୍ଧିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ ଆନୁକୁଲ୍ୟରେ ଆୟୋଜିତ ଉନବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଉଦ୍ଘାଟିତ...
ଭୁବନେଶ୍ୱରରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ
- ଆରମ୍ଭ ହେବ ଏକ ରାଜ୍ୟ ଏକ କ୍ରୀଡ଼ା ଯୋଜନା : କିରେନ ରିଜିଜୁ
- ପ୍ରତିବର୍ଷ ଆୟୋଜିତ ହେବ ୪ ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା
ରାଜ୍ୟର ଗ୍ରାମୀଣ ଓ ଆଦିବାସୀ କ୍ରୀଡ଼ା ପ୍ରତିଭାଙ୍କୁ ଭିତିଭୂମି...





