Home ଜିଲ୍ଲା ପରିକ୍ରମା ଅଶୀରେ ବସନ୍ତ ଉତ୍ସବ ଘୁଂଚିଲା

ଅଶୀରେ ବସନ୍ତ ଉତ୍ସବ ଘୁଂଚିଲା

77

ଭୁବନେଶ୍ୱର ୦୭.୦୧ (ଓଡ଼ିଆ ପୁଅ) – ଆସନ୍ତା ୮ ତାରିଖ ଦିନ ଦେଶର ପ୍ରମୁଖ ୧୦ଟି ଟ୍ରେଡ୍ ୟୁନିୟନ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ଦୃଷ୍ଟିରୁ ସ୍ୱାଭାବିକ ଜନଜୀବନ ବ୍ୟାହତ ହେବାର ଆଶଙ୍କା ଦେଖା ଦେଇଛି। ସେଥିପାଇଁ ସେଦିନ ପାଳିତ ହେବାକୁ ଥିବା ‘ଅଶୀରେ ବସନ୍ତ ଉତ୍ସବ’କୁ ସାମୟିକ ଭାବେ ଘୁଂଚାଇ ଦିଆଯାଇଛି ବୋଲି ‘ଅଶୀରେ ବସନ୍ତ ଉତ୍ସବ’ର ଆବାହକ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ସେ ଆହୁରି କହିଛନ୍ତି ଯେ ଉତ୍ସବ ପାଳନର ପରବର୍ତୀ ତାରିଖ ଓ ସ୍ଥାନ ଯଥେଷ୍ଟ ପୂର୍ବରୁ ଜଣାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.