Home କେନ୍ଦ୍ରାପଡ଼ା ବଳିଆ ବାବାଙ୍କ ଗୀତା ଓ ଜୀବନ ଦର୍ଶନ

ବଳିଆ ବାବାଙ୍କ ଗୀତା ଓ ଜୀବନ ଦର୍ଶନ

119

କେନ୍ଦ୍ରାପଡା ୬/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଅନନ୍ତ ବଳିଆ ପରିବାର ପକ୍ଷରୁ ସ୍ଥାନୀୟ ଗୋପସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ସୋମବାର ସନ୍ଧ୍ୟାରେ ଚର୍ତୁଦିନ ବ୍ୟାପି ଗୀତା କଥା ମୃତ ଆଲୋଚନା ଉଦଘାଟିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲାର ଅରିଲୋ ଶିଶୁ ଅନନ୍ତ ଆଶ୍ରମର ପରିବେଶବୀତ ତଥା ବିଶ୍ୱପ୍ରେମୀ ବାବା ବଳିଆଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଗୀତା କଥା ମୃତରେ କେନ୍ଦ୍ରାପଡା ଟିକିଲି ମଠର ବାବା ହୃଷିକେଶ ଦାସ, ବାବା ବଳିଆଙ୍କ ଶିଷ୍ୟ ଡଃ.ଚିଦାନନ୍ଦ ବ୍ରହ୍ମଚାରୀ ପ୍ରମୁଖ ଯୋଗଦେଇ ଗୀତା କଥାମୃତ ସମ୍ପର୍କରେ ଆଲୋଚନା କରିଥିଲେ। ବାବା ବଳିଆ ଉପସ୍ଥିତ ଶତାଧିକ ଲୋକମାନଙ୍କୁ ଗୀତା ଓ ଜୀବନ ଦର୍ଶନ ସମ୍ପର୍କରେ ଅର୍ଶ୍ରିବଚନ ଶୁଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.