Home 2020
Yearly Archives: 2020
କରୋନା ଭାଇରସ୍ : ଚୀନ ନାଗରିକ ଏବଂ ବିଦେଶୀମାନଙ୍କ ପାଇଁ ଭାରତ ଇ-ଭିସା ସୁବିଧା ଉପରେ ଲଗାଇଲା ରୋକ
ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) ଚୀନ ନାଗରିକ ଏବଂ ବିଦେଶୀମାନଙ୍କପାଇଁ ଭାରତ ନିଳମ୍ବିତ କରିଛି ଇ-ଭିସା ସୁବିଧା। କରୋନା ଭାଇରସ୍ ରେ ୧୪,୫୬୨ ଲୋକ ସଂକ୍ରମିତ ହେବାର ପୁଷ୍ଟି ହୋଇଛି।
ଭାରତ ଦ୍ୱିତୀୟ...
ନ୍ୟୁଜିଲ୍ୟାଣ୍ଡକୁ ୭ ରନ୍ ରେ ହରାଇଲା ଭାରତ ୫-୦ ରେ ସିରିଜ୍ ଜୀତିଲା
ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) ଭାରତ ପଞ୍ଚମ ଏବଂ ଅନ୍ତିମ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ସାତ ରନରେ ହରାଇ ପାଞ୍ଚଟି ମ୍ୟାଚର ସିରିଜ୍ ରେ ୫-୦ ରେ...
ଭାରତରେ କରୋନା ଭାଇରସ୍ ର ଦ୍ୱିତୀୟ ରୋଗୀ – ଜାଣନ୍ତୁ ଏହି ପ୍ରଦେଶରେ
ନୂଆଦିଲ୍ଲୀ ୨-୨ (ଓଡ଼ିଆ ପୁଅ) କେରଳରେ ରବିବାରଦିନ (୨ ଫେବୃଆରି)ରେ କରୋନା ଭାଇରସ୍ ର ଦ୍ୱିତୀୟ ମାମଲା ସାମନାକୁ ଆସିଛି। ରୋଗୀ ଜଣକ ଚୀନରୁ ଭାରତ ଆସିଛି। ରୋଗୀକୁ ହସ୍ପିଟାଲରେ ନିରୀକ୍ଷଣରେ ଅଲଗା...
ମାଲ୍ୟବନ୍ତ ମହୋତ୍ସବ ସଂପର୍କରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ,ଆଜି କଳସ ଯାତ୍ରା ଓ ବ୍ଲକସ୍ତରୀୟ ଉତ୍ସବ ଆରମ୍ଭ ।
ମାଲକାନଗିରି,୨ା୨(ଓଡିଆ ପୁଅ )ଐତିହ୍ୟ,ପରମ୍ପରା,କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ ଆଜି ଠାରୁ କଳସ ଯାତ୍ରା ଓ ବ୍ଲକସ୍ତରୀୟ ଉତ୍ସବ ଆରମ୍ଭ ହୋଇ ଯାଇଛି ।ଏହି ଉତ୍ସବକୁ...
୨୦୨୦-୨୧ କେନ୍ଦ୍ର ସାଧାରଣ ବଜେଟ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ...
ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୦୧ (ଓଡ଼ିଆ ପୁଅ) - ସଂସଦରେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ହୋଇଥିବା ଚଳିତବର୍ଷର ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ...
କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ
- ଆୟ- ୨୨.୪୬ ଲକ୍ଷ କୋଟି ଟଙ୍କା
- ବ୍ୟୟ-୩୦.୪୨ ଲକ୍ଷ କୋଟି ଟଙ୍କା
- ଜିଡିପି ଅଭିବୃଦ୍ଧି ୧୦% ରହିବା ଅନୁମାନ
- ବିତିୟ ନିଅଂଟ ୩.୫%
ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଏକବିଂଶ...
ପୁଲିସ ମହାନିର୍ଦ୍ଦେଶକ ଙ୍କ ସ୍ୱାଭିମାନ ଅଚଂଳ ଗସ୍ତ ,ଉନ୍ନୟନ କାର୍ଯ୍ୟ ଓ ମାଓଦମନ ନେଇ ଉଚ୍ଚସ୍ତରୀୟ ବୈଠକ
ମାଲକାନଗିରି,୧ା୨(ଓଡିଆ ପୁଅ ) ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଓଗଡ ସ୍ୱାଭିମାନ ଅଚଂଳ ପରିଦର୍ଶନ କରିବା ସହ ମାଲକାନଗିରି ଜିଲ୍ଲାସଦର ମହକୁମା ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ରାଜ୍ୟ...
ରଣପୁର ପୋଲିସ୍ କୁ ବଡ ସଫଳତା….. ଗୋଟିଏ ନୁଆ ଗ୍ୟାଙ୍ଗର ୩ ସିନ୍ଧି ଚୋରଙ୍କୁ କୋର୍ଟ ଚାଲାଣ
ନୟାଗଡ/୦୧/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ପୋଲିସ୍ କୁ ଏକ ବଡ ଧରଣର ସଫଳତା ମିଳିଛି ବୋଲି ଜଣା ପଡିଛି । ଏକ ଚୋର ଦଳ ଗତ ସେପ୍ଟେମ୍ବର ମାସଠାରୁ ୫ଟି ଯାଗାରେ...
ବଜେଟ୍ ୨୦୨୦: ମୁଖ୍ୟାଂଶ
ନୂଆ ଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ଲୋକସଭାରେ ଆଗତ ହେଲା ସାଧାରଣ ବଜେଟ୍। ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣ ନରେନ୍ଦ୍ର ମୋଦୀ ସରକାର ଦ୍ୱିତୀୟ କାର୍ଯ୍ୟକାଳର ବଜେଟ୍ ଲୋକସଭାରେ ଆଗତ କରିଛନ୍ତି। ସେ...
ନିର୍ଭୟା ଗ୍ୟାଙ୍ଗରେପ କେସ : ଦୋଷୀ ବିନୟ ଶର୍ମାର ଦୟା ଯାଚିକା ଖାରଜ: ଦୋଷୀ ଅକ୍ଷୟ ଠାକୁର ରାଷ୍ଟ୍ରପତିଙ୍କ...
ନୂଆଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ନିର୍ଭୟା ଗ୍ୟାଙ୍ଗରେପ କେସର ଆଉ ଜଣେ ଦୋଷୀ ଅକ୍ଷୟ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ କରିଛି। ଏହା ପୂର୍ବରୁ ଶନିବାରଦିନ ଅର୍ଥାତ୍...
ଫେବୃଆରି ୧୯ ତାରିଖରେ ମାଟ୍ରିକ ପରୀକ୍ଷା
କଟକ୧ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଫେବୃଆରି ୧୯ ତାରିଖରେ ଆରମ୍ଭ ହେବାକୁ ଥିବା ମାଟ୍ରିକ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବୋଡ ଅଫ ସେକେଣ୍ଡାରୀ ଏଜୁକେସନ୍ କଟକ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।
୨୦୨୦ ଫେବୃଆରି ୧୯...
ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ଶ୍ରଧାଳୁଙ୍କ ଭିଡ
ପୁରୀ୧ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ପବିତ୍ର ମାଘ ସପ୍ତମୀ, ପୁରୀ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।
ସୁରକ୍ଷା ଦୃଷ୍ଟିରୁ ସମୁଦ୍ର କୂଳରେ ବ୍ୟାପକ...
ଭେଡେନ୍ ଗଣ ବଳାତ୍କାର ମାମଲାରେ ଓଏଚଆରସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର୩୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବଗରଡ ଜିଲ୍ଲା ଭେଡେନ୍ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା ତିନି ଦଳିତ ମହିଳାଙ୍କୁ ଗଣଧର୍ଷଣ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ତଦନ୍ତରେ ଅହେତୁକ ବିଳମ୍ବ ଓ...
ମାଲକାନଗିରି ଜିଲ୍ଲାରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ,ବ୍ୟାଙ୍କରେ ତାଲା,ଗ୍ରାହକ ହନ୍ତଶନ୍ତ
ମାଲକାନଗିରି,୩୧ା୧ (ଓଡିଆ ପୁଅ ) ବିଭିନ୍ନ ଦାବିନେଇ ଆଜି ଠାରୁ ଦୁଇଦିନ ଧରି ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତରାଷ୍ଠ୍ରୀୟ ବ୍ୟାଙ୍କ ଗୁଡିକ ବନ୍ଦ ରହିଥିବାରୁ ଗ୍ରାହକ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି...
ତୈଲୋକେଶ୍ୱର ମନ୍ଦିର ସଭାପତିଙ୍କ ବିୟୋଗରେ ସ୍ମୃତିଚାରଣ ସଭା
ଯାଜପୁର୩୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଞ୍ଚାୟତ ସ୍ଥିତ ତାଳଗଡିଆ ଗ୍ରାମର ପୂର୍ବତନ ୱାର୍ଡସଭ୍ୟ, ବିଶିଷ୍ଟ ବ୍ୟବସାୟୀ ତଥା ତ୍ରିକୋଣି ଛକସ୍ଥିତ ତୈଲୋକେଶ୍ୱର ମନ୍ଦିରର ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକଙ୍କର...
ସ୍ୱାଭିମାନ ଅଚଂଳରେ ମାଓସମର୍ଥକ ଓ ମାଓବିରୋଧି ଦୁଇ ଗୋଷ୍ଠି ଗ୍ରାମବାସୀ ଙ୍କ ପକ୍ଷରୁ ପ୍ରଜାମେଳି
ମାଲକାନଗିରି,୩୧ା୧(ଓଡିଆ ପୁଅ)ଗତ୨୫ତାରିଖ ଘଟଣାପରେ ଆଶାନ୍ତ ହୋଇ ଉଠିଛି ମାଓଗଡଭାବେ ପରିଚିତ ସ୍ୱାଭିମାନ ଅଚଂଳ,ଜଣେ ମାଓବାଦୀର ମୃତ୍ୟୁ ଓ ଘରପୋଡି ଘଟଣାପରେ ଭାଗ ଭାଗ ହୋଇଯାଇଛନ୍ତି ସ୍ୱାଭିମାନ ଅଚଂଳ ବାସୀ । ଏହି ଅଶାନ୍ତ...
ସାହାରପଡା ଫାଣ୍ଡି ଘେରିଲେ ତୋଣ୍ଡ ଗ୍ରାମବାସୀ
ପାଟଣା ୩୧-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) -କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ତୋଣ୍ଡ ଗ୍ରାମରେ ଦେଶୀ ଓ ବିଦେଶୀ ମଦ କାରବାର ଵୃଦ୍ଧିକୁ ବନ୍ଦ ଦାବିରେ ଶୁକ୍ରବାର ଗ୍ରାମର ଶତାଧିକ ମହିଳା ସାହାରପଡା...
ଅପରେସନ ସବୁଜ ଜହର,ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ୮୮୩କୋଟି୭ଲକ୍ଷ ୯ହଜାର ଟଙ୍କାର ଗଜେଂଇ ଗଛ ପୋଡିନଷ୍ଠ
ମାଲକାନଗିରି,୩୧ । ୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଅପରେସନ ସବୁଜ ଜହର ଆରମ୍ଭ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର...
କନ୍ଧମାଳରେ କରୋନା ଭୟ, ଚାଇନାରେ ରହି ଏମ୍ବିବିଏସ୍ କରୁଥିବା ଛାତ୍ର ଆକ୍ରାନ୍ତ ସନ୍ଦେହ
ବାଲିଗୁଡା,୩୧-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ। କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଶୁକ୍ରବାର କନ୍ଧମାଳ ଜିଲା...
ଶ୍ରେଣୀଗୃହରେ ଶିକ୍ଷକ ଶୋଇଥିବା ଭିଡିଓ ଭାଇରାଲ
ବାଲିଗୁଡା, ୩୧-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଛାତ୍ରୀଛାତ୍ର...














