Home ଓଡ଼ିଶା ଫେବୃଆରି ୧୯ ତାରିଖରେ ମାଟ୍ରିକ ପରୀକ୍ଷା

ଫେବୃଆରି ୧୯ ତାରିଖରେ ମାଟ୍ରିକ ପରୀକ୍ଷା

204

କଟକ୧ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଫେବୃଆରି ୧୯ ତାରିଖରେ ଆରମ୍ଭ ହେବାକୁ ଥିବା ମାଟ୍ରିକ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବୋଡ ଅଫ ସେକେଣ୍ଡାରୀ ଏଜୁକେସନ୍ କଟକ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।

 

୨୦୨୦ ଫେବୃଆରି ୧୯ ତାରିଖରେ ହେବାକୁ ଥିବା ମାଟ୍ରିକ ବାର୍ଷିକ ପରିକ୍ଷାଦେବା ପାଇଁ ୬ଲକ୍ଷ ୬୦ହଜାର ୮୯୧ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ପାଇଁ ୨୮୮୮ପରୀକ୍ଷା କେନ୍ଦ୍ର, ୩୦୭ନୋଡାଲ ସେଣ୍ଟର ସ୍ଥିର ହୋଇଥିବା କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.