Home ଓଡ଼ିଶା ବଜେଟ୍ ୨୦୨୦: ମୁଖ୍ୟାଂଶ

ବଜେଟ୍ ୨୦୨୦: ମୁଖ୍ୟାଂଶ

788

ନୂଆ ଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ଲୋକସଭାରେ ଆଗତ ହେଲା ସାଧାରଣ ବଜେଟ୍। ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣ ନରେନ୍ଦ୍ର ମୋଦୀ ସରକାର ଦ୍ୱିତୀୟ କାର୍ଯ୍ୟକାଳର ବଜେଟ୍ ଲୋକସଭାରେ ଆଗତ କରିଛନ୍ତି। ସେ ନିଜର ବଜେଟ୍ ଅଭିଭାଷଣ ଆରମ୍ଭ କରିଛନ୍ତି।
ନିର୍ମଲା ସୀତାରମଣ ନିଜ ବଜେଟ୍ ଅଭିଭାଷଣ କହିଲେ
ଅର୍ଥବ୍ୟବସ୍ଥାର ଭିତ୍ତିଭୂମି ମଜବୂତ ଅଛି।
ମୁଦ୍ରାସ୍ଫିତି ସୁନିୟନ୍ତ୍ରିତ ହୋଇଛି।
ଭିତ୍ତିଭୂମି ଢାଂଞ୍ଚାରେ ସୁଧାର ଏବଂ ସାମୁହିକ ବିକାସ ଏହି ପରିବର୍ତ୍ତନର ବିଶେଷତ୍ତ୍ୱ ଅଟେ।
ଏହି ବଜେଟରେ ଲୋକମାନଙ୍କର ଆୟ ସୁନିଶ୍ଚିତ କରିବା ଏବଂ ତାଙ୍କ କ୍ରୟ ଶକ୍ତି ବଢ଼ାନେ ପାଇଁ ଚେଷ୍ଟା କରାଯାଇଛି।
ଜିଏସଟିର ମୁଖ୍ୟ ବାସ୍ତୁକାର ଅରୁଣ ଜେଟଲୀଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା।
– କମ କମ ଜିଏସଟି ଦର କାରଣରୁ ପରିବାରର ମାସିକ ଖର୍ଚ୍ଚରେ ୪ ପ୍ରତିଶତ ସଞ୍ଚୟ ହୋଇଛି।
ଦୁଇ ବର୍ଷରେ ୬୦ ଲକ୍ଷରୁ ଅଧିକ କରଦାତାଙ୍କୁ ଯୋଡ଼ା ଯାଇଛି।
୧ ଅପ୍ରିଲ ୨୦୨୦ ରୁ ସରଲୀକୃତ ନୂଆ ବିବରଣୀ ପ୍ରଣାଳୀ ଆରମ୍ଭ କରାଯିବ।

ପ୍ରଧାନମନ୍ତ୍ରୀ କୁସୁମ ଷ୍ଟାଣ୍ଡ ଆଲୋନ ସୋଲାର ପମ୍ପ ପାଇଁ ୨୦ ଲକ୍ଷ ଚାଷୀ ସାମିଲ
ପାଣି ସମ୍ବନ୍ଧିତ ବିଷୟ ସମଗ୍ର ଦେଶରେ ଏବେ ଗମ୍ଭୀର ଚିନ୍ତାର ବିଷୟ।
ପାଣି ସମସ୍ୟା ସମ୍ମୁଖୀନ ହେଉଥିବା ୧୦୦ ଜିଲ୍ଲାବାସୀଙ୍କ ପାଇଁ ବ୍ୟାପକ ଉପାୟ କରାଯିବା ପାଇଁ ପ୍ରସ୍ତାବ।
ଆଦର୍ଶ ଆଇନ୍ କୁ କ୍ରିୟାନ୍ବିତ କରୁଥିବା ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନର ପ୍ରସ୍ତାବ।
୨୦୨୨ ପର୍ଯ୍ୟନ୍ତ ଚାଷୀଙ୍କର ଆୟ ଦୁଇଗୁଣା କରିବା ପାଇଁ ପ୍ରତିବଦ୍ଧତା।
ପିଏମ କୁସୁମରେ ଷ୍ଟାଣ୍ଡ ଆଲୋନ ସୋଲାର ପମ୍ପ ପାଇଁ ଲକ୍ଷ ଚାଷୀ ସାମିଲ ହେବ।
ଦୁଗ୍ଧ, ମାଂସ ତଥା ମାଛ ସମେତ ଖରାପ ହେବାକୁ ଥିବା ବସ୍ତୁ ପାଇଁ ଚାଷୀ ରେଳ ଚଲାଯିବ।
ବେସାମରୀକ ବିମାନ ମନ୍ତ୍ରାଣାଳୟ ଅନ୍ତରାଷ୍ଟ୍ରୀୟ ଏବଂ ରାଷ୍ଟ୍ରୀୟ ମାର୍ଗରେ କୃଷି ଉଡ଼ାଣର ପ୍ରାରମ୍ଭ ହେବଯ
ଅର୍ଥ ମନ୍ତ୍ରୀ ବଜେଟ ଭାଷଣ ସମୟରେ ପଢ଼ିଥିଲେ ଦୀନାନାଥ କୌଲର କାଶ୍ମୀରୀ କବିତା
ସବକା ସାଥ ସବକା ବିକାସ, ସବକା ବିଶ୍ବାସରେ କାର୍ଯ୍ୟକ୍ରମର କ୍ରିୟାନ୍ୱୟନର ଗତି ଅନେକ ଗୁଣ ବଢ଼ିଛି।
୨୦୦୯-୧୪ ର ସମୟରେ ମୁଦ୍ରାସ୍ଫୀତି ୧୦.୫ପ୍ରତିଶତ ଥିଲା।
ଏବେ ବିଶ୍ବର ପଞ୍ଚମ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ଆମର ଅଟେ।
ଭାରତର ପ୍ରତ୍ୟକ୍ଷ ବିଦେଶୀ ନିବେଶ ୨୦୧୪-୧୯ ର ସମୟରେ ୨୮୪ ବିଲିୟନ ଆମେରୀକୀୟ ଡଲାରରେ ପହଁଚିଛି।
କେନ୍ଦ୍ର ସରକାରଙ୍କର ଋଣ ହ୍ରାସପାଇ ମାର୍ଚ୍ଚ ୨୦୧୯ ରେ ଜିଡିପିର ୪୮.୭ ପ୍ରତିଶତ ହୋଇଛି।
୨୦୦୬-୧୬ ମଧ୍ୟରେ ଭାରତ ୨୭୧ ମିଲିୟନ ଲୋକମାନଙ୍କୁ ଗରୀବ ସ୍ତରରୁ ଉପରକୁ ଉଠାଇବା ପାଇଁ ସହାୟତା କରାଯାଇଛି।
ମୁଁ ଏହି ବଜେଟକୁ ଦୁଇଟି ଅତ୍ୟାଧୁନିକ ବିକାସର ପୃଷ୍ଠଭୂମିରେ ଆଗତ କରିବାକୁ ଚାହୁଁଛି

ପିପିପି ମଡେଲ ଅନୁଯାୟୀ ବିକଶିତ ହେବେ ପାଞ୍ଚଟି ସହର।
ନିବେଶ ପାଇଁ ପ୍ରକୋଷ୍ଠ ସ୍ଥାପିତ କରିବା ପାଇଁ ପ୍ରସ୍ତାବ।
ଭାରତକୁ ପ୍ରଦୋଗୀକୀ ବସ୍ତ୍ରରେ ଅଗ୍ରଣୀ କରାଇବା ପାଇଁ ରାଷ୍ଟ୍ରୀୟ ପ୍ରଦ୍ୟୋଗୀକୀ ବସ୍ତ୍ର ମିଶନର ପ୍ରସ୍ତାବ।
ମୋବାଇଲ ଫୋନ, ଇଲେକ୍ଟ୍ରୋନିକ୍ସ ଉପକରଣ, ସେମି କଣ୍ଡକ୍ଟରର ପ୍ୟାକେଜିଙ୍ଗର ବିନିର୍ମାଣକୁ ପ୍ରୋତ୍ସାହିତ କରିବାପାଇଁ ଯୋଜନା।
ଉଦ୍ୟୋଗ ଏବଂ ବାଣିଜ୍ୟର ଉତ୍ପାଦର ବିକାଶ ଏବଂ ସଂବର୍ଦ୍ଧନ ପାଇଁ ୨୭,୩୦୦ କୋଟି ଟଙ୍କାର ପ୍ରସ୍ତାବ।
ଶିଘ୍ର ହେବ ରାଷ୍ଟ୍ରୀୟ ଲଜିଷ୍ଟିକ ନୀତି।
ପିପିପି ମଡେଲ ଅନୁଯାୟୀ ପାଞ୍ଚଟି ସହରକୁ ବିକଶିତ କରାଯିବ।
ରାଜମାର୍ଗଗୁଡ଼ିକର ବିକାଶ ଶିଘ୍ର କରାଯିବ।
ଶିଘ୍ର ହେବ ନୂଆ ଶିକ୍ଷା ନୀତିର ଘୋଷଣା
ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ୧୫୦ ଉଚ୍ଚତର ଶିକ୍ଷା ସଂସ୍ଥା ଏବଂ ଏହି ସମ୍ବନ୍ଧିତ କୋର୍ସର ପ୍ରାରମ୍ଭ ପାଇଁ ପ୍ରସ୍ତାବ।
ରାଷ୍ଟ୍ରୀୟ ପୋଲିସ ବିଶ୍ବବିଦ୍ୟାଲୟ ଏବଂ ନ୍ୟାୟାୟିକ ବିଜ୍ଞାନ ବିଶ୍ବବିଦ୍ୟାଲୟର ପ୍ରସ୍ତାବ।
ବଞ୍ଚିତ ବର୍ଗଙ୍କ ପାଇଁ ଡିଗ୍ରୀ ସ୍ତରର ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମର ପ୍ରସ୍ତାବ
ଷ୍ଟଡି ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଯାୟୀ ଇଣ୍ଡ-ସ୍ୟାଟର ଏସିଆ ଏବଂ ଆଫ୍ରିକାରେ ସଞ୍ଚାଳନ ହେବ।
ଶିକ୍ଷା କ୍ଷେତ୍ର ପାଇଁ ପ୍ରାୟତଃ ୯୯,୩୦୦ କୋଟି ଟଙ୍କାର ପ୍ରସ୍ତାବ।
କୌଶଳ ବିକାଶ ପାଇଁ ୩ ହଜାର କୋଟି ଟଙ୍କାର ପ୍ରସ୍ତାବ।
ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ମଡେଲ (PPP) ରେ ମେଡିକeଲ କଲେଜ ନିର୍ମାଣ।
ସ୍ୱଚ୍ଛ ଭାରତ ମିଶନ ପାଇଁ ୧୨,୩୦୦ କୋଟି ଟଙ୍କାର ପ୍ରସ୍ତାବ
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୬୯ ହଜାର କୋଟି ଟଙ୍କାର ପ୍ରାବଧାନ।
ଆମର ସରକାର ଓଡିଏଫ ପ୍ଲସ ପ୍ରତି ପ୍ରତିବଦ୍ଧ।
୨୦୨୪ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାମାନଙ୍କରେ ଜନ ଔଷଧି କେନ୍ଦ୍ରର ବିସ୍ତାର।
ସ୍ୱଚ୍ଛ ଭାରତ ମିଶନ ପାଇଁ ୧୨,୩୦୦ କୋଟି ଟଙ୍କାର ପ୍ରସ୍ତାବ।
ଜନ ଜୀବନ ମିଶନ ପାଇଁ ୩.୬୦ ଲକ୍ଷ କୋଟି ଟଙ୍କାର ଅନୁମୋଦନ।
ଇନ୍ଦ୍ରଧନୁଶ ମିଶନର ବିସ୍ତାର କରାଯିବ
କୃଷିକୁ ପ୍ରତିଯୋଗିତା ମୂଳକ ବନାଇ ଚାଷୀମାନଙ୍କର ଉନ୍ନତି ସୁନିଶ୍ଚିତ କରାଯିବ।
ଆମର ସରକାର ସାମୁଦ୍ରୀକ ମତ୍ସ୍ୟ ସମ୍ବଳର ପ୍ରବନ୍ଧନ ପାଇଁ ଫ୍ରେମୱାର୍କ କରିବା ପାଇଁ ପ୍ରସ୍ତାବ ଦେଉଛି।
୨୦୨୨-୨୩ ପର୍ଯ୍ୟନ୍ତ ମତ୍ସ୍ୟ ଉତ୍ପାଦନ ବଢ଼ାଇକରି ୨୦୦ ଲକ୍ଷ ଟନ କରିବାପାଇଁ ପ୍ରସ୍ତାବ।
୨୦୨୦-୨୧ ପାଇଁ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ଲକ୍ଷ୍ୟ।
ପ୍ରଧାନମନ୍ତ୍ରୀ କିସାନ ଯୋଜନାର ସମସ୍ତ ଲାଭାର୍ଥୀ କେସିସି ସ୍କିମରେ ସାମିଲ ହେବେ।
ଚାଷୀମାନଙ୍କ ଉନ୍ନତି ପାଇଁ ବଜେଟ ୧୬ଟି ବିନ୍ଦୁ ଉପରେ କାର୍ଯ୍ୟ ଯୋଜନାର ଘୋଷଣା, ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ଦେବାର ଉପାୟ।
ଇନ୍ଦ୍ରଧନୁଶ ମିଶନର ବିସ୍ତାର କରାଯିବ। ଟିଭି ହାରିବ ତେବେ ଦେଶ ଜୀତିବ।

ଅହମ୍ମଦାବାଦର ଲୋଥଲରେ ଜାହାଜ ସଂଗ୍ରହାଳୟ ସ୍ଥାପିତ ହେବ।
୨୦୨୦-୨୧ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପାଇଁ ୩,୧୫୦ କୋଟି ଟଙ୍କାର ବ୍ୟବସ୍ଥା ପାଇଁ ପ୍ରସ୍ତାବ।
ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ୨୫୦୦ କୋଟି ଟଙ୍କାର ବ୍ୟବସ୍ଥାର ପ୍ରସ୍ତାବ
ଭାରତୀୟ କୀର୍ତ୍ତୀରାଜି ଏବଂ ଐତିହାସିକ ସ୍ଥଳର ସଂରକ୍ଷଣ ପାଇଁ ସଂସ୍ଥାନର ସ୍ଥାପନା ହେବ।
ବଡ଼ ନଗରଗୁଡ଼ିକର ସ୍ବଚ୍ଛତା ସୁନିଶ୍ଚିତ କରିବା ପାଇଁ ୪୪ କୋଟି ଟଙ୍କାର ଆବଣ୍ଟନ।

ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗ ପାଇଁ ଦିଆ ଯିବ ୮୫ ହଜାର କୋଟି
ମହିଳା ବିଶିଷ୍ଟ କାର୍ଯ୍ୟକ୍ରମ ପାଇଁ ୨୮,୬୦୦ କୋଟି ଟଙ୍କାର ପ୍ରାବଧାନ।
ସିବର ସିଷ୍ଟମ କିମ୍ବା ଟ୍ୟାଙ୍କର ସଫା କରିବା ପାଇଁ କୌଣସି ମ୍ୟାନୁଆଲ ସିଷ୍ଟମ ହେବ ନାହିଁ।
ପୋଷଣ ସମ୍ବନ୍ଧିତ କାର୍ଯ୍ୟକ୍ରମ ପାଇଁ ୩୫,୬୦୦ କୋଟି ଟଙ୍କାର ପ୍ରସ୍ତାବ
ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗର କଲ୍ୟାଣ ପାଇଁ ୮୫ ହଜାର କୋଟି ଟଙ୍କାର ପ୍ରସ୍ତାବ।
ବରିଷ୍ଠ ନାଗରିକମାନଙ୍କ ପାଇଁ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରାୟତଃ ୯,୫୦୦ କୋଟି ଟଙ୍କାର ପ୍ରସ୍ତାବ।
ପାଞ୍ଚଟି ଐତିହ୍ୟ ସ୍ଥଳରେ ମ୍ୟୁଜିୟମ ନିର୍ମାଣ ହେବ – ହସ୍ତିନାପୁର, ଶିବସାଗର, ଡୋଲାବୀରା, ଆଦିଚେଲ୍ଲନୁର, ରାଖୀଗଢି। ତା’ ବ୍ୟତୀତ ରାଞ୍ଚିରେ ଟ୍ରାଇବାଲ ମ୍ୟୁଜିୟମ ବନିବ।
ଛଅ ଲକ୍ଷରୁ ଅଧିକ ଆଙ୍ଗନବାଡ଼ୀ କାର୍ଯ୍ୟକର୍ତ୍ତାମାନଙ୍କୁ ଦିଆଯିବ ସ୍ମାର୍ଟଫୋନ
ବେଟୀ ବଚାଓ, ବେଟୀ ପଢ଼ାଓ – ଆଶ୍ଚର୍ଯ୍ୟଜନକ ଭାବେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।
ଚଳିତ ବର୍ଷ ଏକ ଲକ୍ଷ ଗ୍ରାମ ପଂଚାୟତକୁ ଫାଇବର ଟୁ ହୋମ କନେକ୍ସନରେ ଯୋଡ଼ାଯିବ।
ଛଅ ଲକ୍ଷରୁ ଅଧିକ ଆଙ୍ଗନବାଡ଼ୀ କାର୍ଯ୍ୟକର୍ତାମାନଙ୍କୁ ସ୍ମାର୍ଟଫୋନ ଦିଆଯିବ।
ଭାରତନେଟ କାର୍ଯ୍ୟକ୍ରମକୁ ଛଅ ହଜାର କୋଟି ଦେବାକୁ ପ୍ରସ୍ତାବ
ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ ଟ୍ରେନର କାମ ଶିଘ୍ର କରିବାକୁ ଚେଷ୍ଟା କରାଯିବ।
ଭାରତନେଟ କାର୍ଯ୍ୟକ୍ରମକୁ ଛଅ ହଜାର କୋଟି ଦେବାକୁ ପ୍ରସ୍ତାବ।
ବିଦ୍ୟୁତ ଏବଂ ନବୀକରଣୀୟ କ୍ଷେତ୍ରକୁ ୨୨ ହଜାର କୋଟି ଦେବାକୁ ପ୍ରସ୍ତାବ।
କ୍ୱାଣ୍ଟନ ପ୍ରୌଦ୍ୟୋଗିକୀ ଏବଂ ଆପ୍ଲିକେସନ ଉପରେ ରାଷ୍ଟ୍ରୀୟ ମିଶନ ପାଇଁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ।

ଉଡ଼ାନ ସ୍କିମକୁ ପ୍ରୋତ୍ସାହିତ କରିବା ପାଇଁ ୧୦୦ ନୂଆ ଏୟାରପୋର୍ଟ ବନିବ
ଆମ ସାମୁଦ୍ରୀକ ବନ୍ଦରଗୁଡ଼ିକୁ ଦକ୍ଷ ବନାଇବା ପାଇଁ ଆବଶ୍ୟକତା ଅଛି।
ଉଡ଼ାନ ସ୍କିମକୁ ପ୍ରୋତ୍ସାହିତ କରିବାପାଇଁ ୧୦୦ ଟି ବିମାନ ବନ୍ଦର ହେବ। ୨୦୨୦-୨୧ ରେ ପରିବହନ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କା ଦେବାକୁ ପ୍ରସ୍ତାବ।
ରାଷ୍ଟ୍ରୀୟ ଗ୍ୟାସ ଗ୍ରୀଡକୁ ବଢ଼ାଇ ୨୭ ହଜାର କିଲୋମିଟର କରିବାକୁ ପ୍ରସ୍ତାବ।

୨୦୨୦-୨୧ ରେ ୩.୫ ପ୍ରତିଶତ ରହିବ ରାଜକୋଷୀୟ କ୍ଷତି
ସରକାର ୧୫ତମ ଅର୍ଥ ଆୟୋଗର ପ୍ରସ୍ତାବ ମଞ୍ଜୁର କରିଛନ୍ତି।
ଅାର୍ଥିକ ବର୍ଷ ୨୦୧୯-୨୦ ପାଇଁ ବ୍ୟୟର ସଂଶୋଧିତ ଅନୁମାନ ୨୬.୧୯ ଲକ୍ଷ କୋଟି ଅଟେ।
ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପ୍ରାପ୍ତି ୧୯.୩୨ ଲକ୍ଷ କୋଟି ଅଟେ।
ବର୍ଷ ୨୦୨୦-୨୧ ପାଇଁ ପ୍ରତିଶତ କ୍ଷତି ୩.୫ ପ୍ରତିଶତ ରହିବାର ଅନୁମାନ।

ସରକାର ବିକ୍ରୀ କରିବେ ଏଲଆଇସିରୁ ନିଜର ଅଂଶ
୨୦୧୯-୨୦ ବଜଟ ପରେ ସରକାର ଏନବିଏଫସି ପାଇଁ ଆଂଶିକ ଋଣ ଗାରେଣ୍ଟି ସ୍କିମ ପ୍ରସ୍ତୁତ କରିବେ।
ସରକାରଙ୍କର ଆଇପିଓ ଦ୍ବାରା ଏଲଆଇସି ଏବଂ ଆଇଡିବିଆଇ ବ୍ୟାଙ୍କରେ ଥିବା ନିଜର ସେୟାର ତଥା ପୁଞ୍ଜିର ଅଂଶ ବିକ୍ରୀ କରିବାର ପ୍ରସ୍ତାବ ଆଣିଛନ୍ତି।
କାରକ ବିନିମୟ ଅଧିନିୟମରେ ସଂଶୋଧନର ପ୍ରସ୍ତାବ
ଆପ ଆଧାରିତ ବୀଜକ ଅର୍ଥପୋଷଣ (ସିଡ୍ କ୍ୟାପିଟାଲ) ଋଣ ଉତ୍ପାଦ ଆରମ୍ଭ କରାଯିବ।
ସିଡବି ବ୍ୟାଙ୍କ ସହିତ ଏକ୍ଜିମ ବ୍ୟାଙ୍କ ଦ୍ବାରା ୧୦୦୦ କୋଟିର ସ୍କିମ ପ୍ରାରମ୍ଭ ହେବ।
ବ୍ୟାଙ୍କର ଇନ୍ସ୍ୟୋର୍ଡ ରାଶି ୧ ଲକ୍ଷରୁ ବଢ଼ାଇକରି ୫ ଲକ୍ଷ କରାଯିବ। ଅର୍ଥାତ୍ ଯଦି ବ୍ୟାଙ୍କ ବୁଡ଼ିଯାଏ ତେବେ ଆପଣଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରାଶି ସରକାର ଫେରାଇବେ। ଏହି ରାଶି ପୂର୍ବରୁ ଏକ ଲକ୍ଷ ଥିଲା। ଯାହାକୁ ବଢା଼ଇକରି ଏବେ ପାଞ୍ଚ ଲକ୍ଷ କରାଯାଇଛି।

ଷ୍ଟକ ଏକ୍ସଚେଞ୍ଜ ଜରିଆରେ ବିକ୍ରୀ ହେବ ଆଇଡିବିଆଇ ବ୍ୟାଙ୍କର ଶେଷ ପୁଞ୍ଜି
ଅର୍ଥବ୍ୟବସ୍ଥାର ଚକାକୁ ଚାଲୁ ରଖିବା ପାଇଁ ଏମଏସଏମଆଇ ଅତ୍ୟନ୍ତ ମହତ୍ବପୂର୍ଣ୍ଣ।
ଏମଏସଏମଆଇ ଉଦ୍ୟୋମୀ ଅଧୀନସ୍ଥ ଋଣ ପ୍ରଦାନ କରିବାପାଇଁ ସ୍କିମର ପ୍ରସ୍ତାବ
ଲଦ୍ଦାଖ ପାଇଁ ୫,୯୫୮ କୋଟି ଟଙ୍କା ଆବଣ୍ଟିତ
ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୦୨୦-୨୧ ରେ ୩୦,୭୫୭ କୋଟି ଟଙ୍କାର ଆବଣ୍ଟନ
ଲଦ୍ଦାଖ ପାଇଁ ୫,୯୫୮ କୋଟି ଟଙ୍କାର ରାଶି ଆବଣ୍ଟିତ।
ରାଷ୍ଟ୍ରୀୟ ନିଯୁକ୍ତି ଏଜେନ୍ସୀର ହେବ ସ୍ଥାପନା
୨୦୨୨ ରେ ଭାରତୀୟ ଜି-୨୦ ଅଧ୍ୟକ୍ଷତା ଭାରତ କରିବ। ଏହାର ପ୍ରସ୍ତୁତି ପାଇଁ ୧୦୦ କୋଟି ଟଙ୍କାର ଆବଣ୍ଟିତ କରାଯାଇଛି।
ରାଷ୍ଟ୍ରୀୟ ସୁରକ୍ଷା ମୋଦୀ ସରକାରଙ୍କର ପ୍ରାଥମିକତା – ଆମେ ସ୍ପଷ୍ଟ, ଭ୍ରଷ୍ଟାଚାର ମୁକ୍ତ ପ୍ରଶାସନ ଦେଇଛୁ। ଆମ ଉପରେ ପ୍ରତ୍ୟେକ ନାଗରିକ ଭରସା ରଖିଛନ୍ତି।
ମହିଳାମାନଙ୍କ ଉପରେ ଧ୍ୟାନ ଦିଆଯାଇଛି।

ଶସ୍ତା ଘର କିଣିବା ପାଇଁ ମିଳିବ ଦେଢ଼ ଲକ୍ଷ ଟଙ୍କାର ଅତିରିକ୍ତ ଛୁଟ୍ : ଶସ୍ତା ଘର କିଣିବା ପାଇଁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଛାଡ଼କୁ ଏକ ବର୍ଷ ବଢ଼ାଇବାକୁ ପ୍ରସ୍ତାବ।
ଧର୍ମ ସ୍ଥଳୀ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଇଲେକ୍ଟ୍ରୋନିକ୍ ହେବ।
MSME: ଲେଖା ପରୀକ୍ଷା ପାଇଁ ସର୍ବମୋଟ କାରବାରର ଉଚ୍ଚତମ ସୀମା ଏକ କୋଟିରୁ ପାଞ୍ଚ କୋଟି ହେବ।
ଆୟକର ଅଧିନିୟମରେ ସଂଶୋଧନ କରିବାର ପ୍ରସ୍ତାବ ଯାହାଫଳରେ ଫେସଲେସ ନିର୍ଧାରଣ ଆଧାରରେ ଫେସଲେସ ଅପିଲ କରାଯାଇପାରିବ

ସହକାରୀ ସଂସ୍ଥାଗୁଡ଼ିକ ପାଇଁ କର ଦରରେ ଆଶ୍ୱସ୍ତି
ଷ୍ଟାର୍ଟଅପ ଆମର ଅର୍ଥବ୍ୟବସ୍ଥାର ବିକାଶ ଇଞ୍ଜନ ରୂପେ ଆସିଅଛି।
ନିବେଶକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଲାଭାଂଶ ବିତରଣ କର ହଟାଯିବାକୁ ପ୍ରସ୍ତାବ।
ନୂଆ ବ୍ୟକ୍ତିଗତ ଆୟକର ଦର ପାଇଁ ପ୍ରତିବର୍ଷ ୪୦ ହଜାର କୋଟିର ଅନୁମାନିତ ପରିତ୍ୟକ୍ତ ରାଜସ୍ବ ଆବଶ୍ୟକ।
ବିଦ୍ୟୁତ କ୍ଷେତ୍ରରେ ନିବେଶ ପାଇଁ ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ୧୫ ପ୍ରତିଶତ ରିହାତୀ କର୍ପୋରେଟ କର ଦେବାକୁ ପ୍ରସ୍ତାବ।
ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଟ୍ୟାକ୍ସ ନାହିଁ।
ପାଞ୍ଚ ରୁ ସାଢ଼େ ସାତ ଲକ୍ଷ ମଧ୍ୟରେ ଏବେ ୧୦ ପ୍ରତିଶତ ଦର ଲାଗୁ ହେବ।
୭.୫ ରୁ ୧୦ ଲକ୍ଷ ମଧ୍ୟରେ ଆୟ ଉପରେ ଏବେ ୧୫ ପ୍ରତିଶତ ଦର ଲାଗୁ ହେବ।
୧୦ ଲକ୍ଷ ରୁ ୧୨.୫ ଲକ୍ଷ ମଧ୍ୟରେ ଆୟ ଉପରେ ୨୦ପ୍ରତିଶତ ଦର ଲାଗୁ ହେବ।
୧୨.୫ ଲକ୍ଷ ରୁ ୧୫ ଲକ୍ଷ ମଧ୍ୟରେ ଆୟ ଉପରେ ୨୫ ପ୍ରତିଶତ ଦର ଲାଗୁ ହେବ।
୧୫ ଲକ୍ଷ ରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଦର କର ଲାଗୁ ହେବ।
ନୂଆ କର ବ୍ୟବସ୍ଥା କରଦାତାମାନଙ୍କ ପାଇଁ ବୈକଳ୍ପିକ ହେବ।
କର୍ପୋରେଟ କର ଦରକୁ ୧୫ ପ୍ରତିଶତର ସ୍ତରକୁ ଆଣାଯାଇଛି
କର୍ପୋରେଟ କର ଦରକୁ ୧୫ ପ୍ରତିଶତକୁ ଆଣିବାର ସାହସୀ ଏବଂ ଐତିହାସିକ ନିର୍ଣ୍ଣୟ ନିଆଯାଇଛି। ଭାରତର କର୍ପୋରେଟ ଦର ବିଶ୍ବର ନ୍ୟୁନତମ ଦରରେ ସାମିଲ।
ଏକ ନୂଆ ଏବଂ ସରଳୀକୃତ ବ୍ୟକ୍ତିଗତ ଆୟକର ବ୍ୟବସ୍ଥା ଆଣିବାକୁ ପ୍ରସ୍ତାବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.