Home 2020
Yearly Archives: 2020
ରଣପୁରରେ ବିଶ୍ୱଶାନ୍ତି ମହାଶକ୍ତି ମା ମଣିନାଗ ମହାଯଜ୍ଞ ପୁର୍ଣ୍ଣାହୁତି ଅନୁଷ୍ଠିତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୩-ପୁରାଣ ପ୍ରସିଦ୍ଧ ରଣପୁର ଉପର ମଣିନାଗ ପୀଠରେ ୫ଦଶ ବାର୍ଷିକ ବିଶ୍ୱଶାନ୍ତି ମହାଶକ୍ତି ମା ମଣିନାଗ ମହାଯଜ୍ଞ ପୁର୍ଣ୍ଣାହୁତି ଶନିବାର ମୀନ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି...
କରୋନାଭାଇରସ୍ – ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୧ କେସ୍ : ୧୩ ଟି ରାଜ୍ୟରେ ସଂକ୍ରମଣ – ଜାଣନ୍ତୁ...
ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୯୧ ଟି କରୋନାଭାଇରସ୍ ସଂକ୍ରମଣ ମାମଲା ରୁଜୁ ହୋଇଛି। ଏହି ସଂକ୍ରମଣ ୧୩...
୫ କରୋନାଭାଇରସ୍ ସନ୍ଦିଗ୍ଧ ନାଗପୁର ଡାକ୍ତରଖାନାରୁ ଚମ୍ପଟ ମାରିଲେ – ଆଇସୋଲେସନ ୱାର୍ଡ ବାହାରେ ଏବେ ପୋଲିସ ନିୟୋଜିତ
ନାଗପୁର, ମାର୍ଚ୍ଚ ୧୪ (ଓଡ଼ିଆ ପୁଅ) : ଶୁକ୍ରବାର ରାତିରେ ନାଗପୁରରେ ଏଠାରେ ଥିବା ଆଇସୋଲେସନ ୱାର୍ଡରୁ ପାଞ୍ଚ ଜଣ ସନ୍ଦିଗ୍ଧ କରୋନାଭାଇରସ୍ ରୋଗୀ ପଳାଇନ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ରୋଗୀର...
କରୋନା : ଇଟାଲୀରେ ଅନାବଶ୍ୟକ ଭାବେ ଘରୁ ବାହାରିଲେ ୨୫୦୦୦ ଟଙ୍କା ଜରିମାନା
ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) କରୋନା ଭୁତାଣୁ କାରଣରୁ ଇଚାଲୀରେ ୧୦୦୦ ରୁ ଅଧିକ ମୃତ୍ୟୁ ହୋଇଛି ଏବଂ ୧୫,୦୦୦ ରୁ ଅଧିକ ସଂକ୍ରମିତ ରୋଗୀ କ୍ୱାରେଣ୍ଟାଇନ ଅଛନ୍ତି। ଏନେଇ ଇଟାଲୀ...
ମହାରାଷ୍ଟ୍ର ଏବଂ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର ୧୪-୩ (ଓଡ଼ିଆ ପୁଅ) ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନ୍ତର୍ଗତ ମହାରାଷ୍ଟ୍ର ଓ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ...
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୪% ଅତିରିକ୍ତ ମହଙ୍ଗା ଭତା ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି
ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବଉପକୃତ ହେବେ ୪୮.୩୪ ଲକ୍ଷ କର୍ମଚାରୀ ଓ ୬୫.୨୬ ଲକ୍ଷ ପେନସନଭୋଗୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ...
ତାଳଚେର ସମେତ ୫ଟି ସାର କାରଖାନାର ପୁନରୁଦ୍ଧାର କରାଯିବ
ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଦେଶରେ ବନ୍ଦ ପଡିରହିଥିବା ୫ଟି ସାର କାରଖାନକୁ ସରକାର ପୁନରୁଦ୍ଧାର କରିବା ଲାଗି ସ୍ଥିର କରିଛନ୍ତି। ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ) ଅଧୀନରେ...
ଗୁଳି ମାଡରେ କନେଷ୍ଟବଲ ମୃତ୍ୟୁ
ଢେଙ୍କାନାଳ୧୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଢେଙ୍କାନାଳ ଜିଲ୍ଲା ଚାଉଳିଆ ଗ୍ରାମରେ ଦୋଳଯାତ୍ରା ସମୟରେ ଉକ୍ତ ଗ୍ରାମର ଜଣେ ଯୁବକ ଗୁଳି ମାଡରେ ଶାନ୍ତି ଶୃଙ୍ଖଳା ଦାଇତ୍ୱରେ ଥିବା ପୁଲିସ କନେଷ୍ଟବଲ ମୃତବରଣ କରିବା ପୁଲିସ...
ମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠ ମାମଲା;କଂଗ୍ରେସକୁ ନୋଟିସ୍ ଦେଇ ବିବାଦରେ ମନ୍ତ୍ରୀ ପଦ୍ମନାଭ
ଭୁବନେଶ୍ୱର୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ୪ ଟି ନିର୍ବାଚନ ସମୟରେ ସତ୍ୟପାଠରେ ୩ପ୍ରକାର ତଥ୍ୟ ଉଲ୍ଲେଖ କରିବାକୁ ନେଇ ମନ୍ତ୍ରୀ ପଦ୍ମନାଭଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା...
କାର୍ଯ୍ୟରେ ଅବହେଳା ପାଇଁ ୧୧ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍
ଯାଜପୁର୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କାର୍ଯ୍ୟରେ ଅବହେଳା ଓ ଦୁର୍ବଳ ପ୍ରଦର୍ଶନ ପାଇଁ ୧୧ ଜଣଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ କାରଣ ଦର୍ଶାଅ ନୋଟିସ ଜାରି କରିଚ୍ଥନ୍ତି । ମହାତ୍ମା...
ସ୍ୱାସ୍ଥ ବୀମା ନାମରେ ଠକେଇ; ୬୦୦ରୁ ଉର୍ଦ୍ଧ ଲୋକଙ୍କ ବ୍ୟାଙ୍କ ଏକାଉଣ୍ଡରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ୍
ବୈାଦ୍ଧ୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବୈାଦ୍ଧ ଜିଲ୍ଲାରେ ସ୍ୱାସ୍ଥ ବୀମା କରାଇ ଦେବା ନାମରେ ୬୦୦ ରୁ ଅଧିକ ଲୋକ ମାନଙ୍କ ଠାରୁ ଏକ ଫର୍ମରେ ଟିପ ଚିହ୍ନ ନେଇ ଅଭିଯୁକ୍ତ ମାନେ ବିଭିନ୍ନ...
ସମସ୍ୟାରେ କେନ୍ଦୁଝରର ବେଶ୍ ପରିଚିତ ପର୍ଯ୍ୟଟନସ୍ଥଳୀ ମା ଗଡ଼ଚଣ୍ଡୀ, ପ୍ରଶାସନର ଦୃଷ୍ଟି ପଡିବ କେବେ ?
କେନ୍ଦୁଝର ,ତା ୧୩ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ପ୍ରକୃତିରାଣୀର ମୁଖ୍ୟ ଗନ୍ତାଘର ଆଖ୍ୟା ପାଇଥିବା ବେଳେ କୋଣ ଅନୁକୋଣରେ ପ୍ରକୃତିର ଦାନ, ଜଳପ୍ରପାତ, ଖଣିଜପଦାର୍ଥ, ଗିରିଶୃଙ୍ଗ, ଗୁମ୍ପା...
ନଦୀରେ ବୁଡି ୨ ଜଣ ଯୁବକ ମୃତ୍ୟୁ
କେନ୍ଦ୍ରାପଡା୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି କେନ୍ଦ୍ରାପଡା ଜିଲ୍ଲା ଚିତ୍ରପୋଳା ନଦୀରେ ଗାଧୋଇବାକୁ ଯାଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ପାଟକୁରା ମେଡିକାଲ ସୁତ୍ରରୁ ଜଣାପଡିଛି । ଆଜି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଚିତ୍ରପୋଳା...
ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ଅଭିଭାବକ ପକାଇଲେ ତାଲା
ତିର୍ତ୍ତୋଲ୧୩/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) - - ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତ ମିର୍ଜାପୁର ଗ୍ରାମରେ ଥିବା ସରକାରୀ ଜନତା ଉ.ପ୍ରା. ବିଦ୍ୟାଳୟ ର ମୁଖ୍ୟଫାଟକରେ ଅଭିଭାବକମାନେ ତାଲା ପକାଇ ଧାରଣାରେ ବସିଥିବା...
ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ବଟମହାପୁରୁଷଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ
ତିର୍ତ୍ତୋଲ୧୩/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତ ଶଙ୍ଖେଶ୍ୱର ଓ ଡ଼େରକଣା ଗ୍ରାମର ପ୍ରସିଦ୍ଧ ଶ୍ରୀ ଶ୍ରୀ ଖଇଫୁଟା ବଟ ମହାପୁରୁଷଙ୍କ ପୀଠସ୍ଥଳୀରେ “ଆଞ୍ଚଳିକ ଜନକଲ୍ୟାଣ ସମିତି”...
ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ହେଲେ ଗଙ୍ଗାଧର
ତିର୍ତ୍ତୋଲ୧୩/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକରେ ବିଜେଡ଼ି ସଭାପତି ପଦ ପାଇଁ ନିର୍ବାଚନ ପ୍ରକିୟା ଶେଷ ହୋଇଛି। ରାଜ୍ୟ ବିଜେଡ଼ି ସଭାପତି ତଥା ଦଳର ସୁପ୍ରିମୋ...
ପ୍ରସିଦ୍ଧ ଦଧିବାମନଜୀଉଙ୍କ ଦୋଳ ମହୋତ୍ସବ ଉଦ୍ଯାପିତ
କେନ୍ଦ୍ରାପଡା ୧୩-୩ (ଓଡ଼ିଆ ପୁଅ) କେନ୍ଦ୍ରାପଡା ସହର ଉପଙ୍କଠସ୍ଥ ଭରତପୁର ଗ୍ରାମରେ ପ୍ରସିଦ୍ଧ ଦଧିବାମନଜୀଉଙ୍କ ଦୋଳ ମହୋତ୍ସବ ଗତକାଲି ଠାରୁ ଆରମ୍ଭ ହୋଇ ଆଜି ଉଦ୍ ଯାପିତ ହୋଇଯାଇଛି। ମନ୍ଦିର ମହୋତ୍ସବ କମିଟିର...
କନ୍ଧମାଳ ହଳଦୀ କ୍ୱିଣ୍ଟାଲ ୧୫୦୦୦ କରାଯାଉ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ହଳଦୀ ଚାଷୀଙ୍କ ତରଫରୁ ଦାବି ପତ୍ର
ବାଲିଗୁଡା, ୧୨/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ହଳଦୀର ରହିଛି ସ୍ୱତନ୍ତ୍ର ଚାହିଦା। ଯାହାକୁ ଜିଆଇ ମାନ୍ୟତା ମିଳିଛି। ଏହା ସତ୍ତ୍ୱେ ହଳଦୀ ଚାଷୀଙ୍କ ଆର୍ଥିକ ସ୍ଥିତି ବଦଳୁନି। ଚାଷୀମାନେ ଉଚିତ...
ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ୧୭ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଲା
କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ବିଭିନ୍ନ ପଦ ନିମନ୍ତେ ନିର୍ବାଚନ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ପଦବୀରେ ମନୋନୟନପତ୍ର ଦାଖଲ...
ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳା ସରପଂଚ ସମ୍ବର୍ଦ୍ଧିତ
କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ସମୟ ଲାଇଭ ପକ୍ଷରୁ ଭୂଭନେଶ୍ୱରସ୍ଥିତ ଏସପ୍ଲାନେଡରେ ସମୟ ଲାଇଭ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜ୍ୟର ବହୁ ବିଦୁଷୀ ମହିଳାଙ୍କୁ ସମାଜ...






