Home 2020
Yearly Archives: 2020
କେନ୍ଦ୍ରାପଡାରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଅନ୍ୟାଦେଶ ପର୍ଯ୍ୟନ୍ତ ଦୋକାନବଜାର ବନ୍ଦ କଲା ପ୍ରଶାସନ
କେନ୍ଦ୍ରାପଡା ୨୧ / ୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଅନ୍ୟାଦେଶ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପନିପରିବା, ଗ୍ରୋସରୀ, ମାଂସ, ଚିକେନ ଓ...
କରୋନା ଭୂତାଣୁ ସଂକ୍ରମଣ ସଚେତନତା ପାଇଁ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ
କେନ୍ଦ୍ରାପଡା ୨୨ / ୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ଭୂତାଣୁ ସଂକ୍ରମଣ ସଚେତନତା ପାଇଁ ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଶନିବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା...
ରାଜସ୍ଥାନ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ – ମୁଖ୍ୟମନ୍ତ୍ରୀ ଗେହଲୋତ୍
ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଇଟାଲୀର ମୃତ୍ୟୁ ସଂଖ୍ୟାକୁ ଦେଖି କରୋନାଭାଇରସ୍ ସମଗ୍ର ବିଶ୍ୱକୁ ଭୟଭୀତ କରାଇ ଦେଇଛି। କାରଣ ଇଟାଲିରେ ଗୋଟିଏ ଦିନରେ ୬୦୦ ରୁ ଅଧିକ ମୃତ୍ୟୁ ଘଟିଛି।...
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସହଯୋଗ କରନ୍ତୁ ରାଜ୍ୟବାସୀ – ଧର୍ମେନ୍ଦ୍ର ପ୍ରଧାନ
- ‘ଜନତା କର୍ଫ୍ୟୁ’ ଆହ୍ୱାନ ସମେତ ଓଡିଶାର ୫ ଜିଲ୍ଲା ଓ ୮ ସହର ମାର୍ଚ୍ଚ ୨୨ରୁ ୨୯ ଯାଏଁ ଲକ୍ ଡାଉନ୍ ଘୋଷଣାକୁ ସହଯୋଗ କରିବାକୁ ନିବେଦନ
- କେବଳ ସରକାର ନୁହେଁ...
ଆଜି ଜନତା କର୍ଫ୍ୟୁ
ପୁରୀ, ୨୨/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି କାଲି ସକାଳ ୭ ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁକୁ...
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଓଡ଼ିଶୀ ସଂକୀର୍ତ୍ତନ ବନ୍ଦ ପାଇଁ ସଂକୀର୍ତ୍ତନ ମହାମଣ୍ଡଳୀର...
ଭୁବନେଶ୍ୱର / କଟକ : ୨୨-୩ (ଓଡ଼ିଆ ପୁଅ) ସଂପ୍ରତି ବିଶ୍ୱରେ ଦେଖାଦେଇଥିବା ଭୟାବହ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ଓ ରାଜ୍ୟ ସରକାର ଏହାକୁ ମହାମାରୀ ଘୋଷଣା କରି...
ମୋଦୀଙ୍କର ଦେଶବାସୀଙ୍କୁ ନୂଆ ଅପିଲ୍
ନୂଆଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଦେଶରେ ଦିନକୁ ଦିନ ବଢ଼ୁଥିବା କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟାକୁ ଲକ୍ଷରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ସେମାନେ...
ମେଳଣ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଜିଲା ପ୍ରଶାସନ କଟକଣା ଉଲଘଂନ କରି ବୀରହରେକୃଷ୍ଣପୁର ଗ୍ରାମରେ ଠାକୁରଙ୍କ ମେଳଣ ଅନୁଷ୍ଠିତ ହୋଇଥିବା ଅଭିଯୋଗ ହୋଇଛି। ସେଥିରେ ବହୁଲୋକଙ୍କ ସମାଗମ ହୋଇଥିବାରୁ ଆୟୋଜକଙ୍କ...
ଫିକା ପଡିଲା ବିଶ୍ୱପଖାଳ ଦିବସ
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ବିପତି ଯୋଗୁଁ ଫିକା ପଡିଛି ବିଶ୍ୱ ପଖାଳ ଦିବସ। ଅଧିକାଂଶ ହୋଟେଲ ରେଷ୍ଟୁରାଂଟ ବନ୍ଦ ସମେତ ପର୍ଯ୍ୟଟକ ନଥିବାରୁ ପଖାଳ ଖାଇବା ପାଇଁ...
ବଡଦାଣ୍ଡ ଓ ବେଳାଭୂମୀ ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -କରୋନା ପ୍ରତିଷେଧକ ବ୍ୟବସ୍ଥା ଲାଗୁ ହେବା ପରେ ପୁରୀ ସହରକୁ ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀଙ୍କ ଆଗମନ ସଂଖ୍ୟା ହ୍ରାସ ପାଇଛି। ଦିନେ ଜୋଉ ବଡଦାଣ୍ଡ...
ଜନତା କର୍ଫ୍ୟୁକୁ ଆହ୍ୱାନ ଦେଇ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଚେତନତା ପଦଯାତ୍ରା
ମାଲକାନଗିରି,୨୧ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଭାଇରସର ଆତଙ୍କ ଦେଖାଦେଇଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କୁ ରବିବାରଦିନ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛନ୍ତି...
ପରିତ୍ୟକ୍ତ ପୁରଣା ହସପିଟାଲ ଓ ବିଇଡି କଲେଜ ହେଲା ଆଇସୋଲେସନ ସେଟଂର
ମାଲକାନଗିରି,୨୧ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତ ସୃଷ୍ଟି ହୋଇଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଭୂତକୋଠୀ ପାଲଟିଥିବା ପୁରୁଣାହସପିଟାଲ ଓ...
ମନ୍ଦିର ଓ ଧାର୍ମିକସ୍ଥଳ ରେ ଭିଡ ନକରି ଘରେ ଅନଲାଇନ ରେ ପୂଜାପାଠ କରିବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ
ମାଲକାନଗିରି,୨୧ା ୩ (ଓଡିଆ ପୁଅ ) କରୋନା ଆତଙ୍କ ଦେଶବିଦେଶ ରେ ଲାଗିରହି ଏହାର ପ୍ରଭାବ ଓଡିଶା ବାସୀଙ୍କ ଉପରେ ପଡିଥିବାରୁ କରୋନା ସଂକ୍ରମଣ ଠାରୁ ଦୁରରେ ରହି ସତର୍କ ଅବଲମ୍ବନ ସହ...
ଔଷଧ ଉଦ୍ୟୋଗ ନେତୃବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା- କୋଭିଡ-୧୯ ପରୀକ୍ଷଣ ଲାଗି ଯୁଦ୍ଧକାଳୀନ ଭିତିରେ ଆରଏନଏ ଟେଷ୍ଟିଂ କିଟ...
- ସରକାର ଦେଶ ଭିତରେ ଏପିଆଇଗୁଡ଼ିକର ଯୋଗାଣ ଏବଂ ଉତ୍ପାଦନ ଲାଗି ସଂକଳ୍ପବଦ୍ଧ : ପ୍ରଧାନମନ୍ତ୍ରୀ
- ଜରୁରିକାଳୀନ ଔଷଧ ଯୋଗାଣ ଜାରି ରଖିବା ଏବଂ କଳାବଜାରୀ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ନୂଆ ଦିଲ୍ଲୀ ୨୧-୩...
ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି-୨.୦) ଯୋଜନାକୁ କ୍ୟାବିନେଟ ମଞ୍ଜୁରି
ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି-୨.୦) ଯୋଜନା ଲାଗି ଆର୍ଥିକ ସହାୟତା ଯୋଗାଇଦେବା ପ୍ରସ୍ତାବକୁ ମଞ୍ଜୁର...
ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ – ଦେଶର ନିସ୍ୱାର୍ଥ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇବା...
ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆସନ୍ତାକାଲି ୨୨ ମାର୍ଚ୍ଚ ସକାଳ ୭ଟା ରୁ ରାତ୍ର ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବା...
କୋରୋନାର ମୁକାବିଲା ପାଇଁ ଯାଜପୁର ଜିଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ
ଯାଜପୁର୨୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନାର ମୁକାବିଲା ପାଇଁ ଯାଜପୁର ଜିଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଟିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି...
ଦେଶରେ ସ୍ୱଦେଶୀଭାବେ ଚିକିତ୍ସା ଉପକରଣ ନିର୍ମାଣର ପ୍ରୋତ୍ସାହନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନିମ୍ନଲିଖିତ ଯୋଜନାଗୁଡିକୁ ମଞ୍ଜୁରି ଦେଇଛନ୍ତି –
୧) ୪୦୦ କୋଟି ଟଙ୍କା ବ୍ୟୟରେ ୪ଟି ଚିକିତ୍ସା ଉପକରଣ...
ସମ୍ପୂର୍ଣ୍ଣ ବନ୍ଦ୍ ଘୋଷଣା ; ନିହାତି ଦରକାର ନ ଥିଲେ ବାହାରକୁ ନ ବାହାରିବାକୁ ମୁଖ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର୨୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଆଜି ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି । ପାଞ୍ଚଟି ଜିଲ୍ଲା ଓ ଆଠଟି ସହରକୁ ଆସନ୍ତା କାଲି ସକାଳ ଠାରୁ...
ରଣପୁର ଏନ୍.ଏ.ସି ରେ ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ଦୋକାନ ବଜାର ବନ୍ଦ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୩-କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଧେଶରେ ବଜାର ଘାଟରୁ ଭିଡ କମାଇବା ଉଦ୍ଧେଶ୍ୟ ନେଇ ସ୍ଥିତି ଦେଖି ନିତି ନିର୍ଦ୍ଧାରଣ କରିଛନ୍ତି ନୟାଗଡ ଜିଲ୍ଲା ପ୍ରଶାସନ ।...







