Home 2020

Yearly Archives: 2020

ଲକଡାଉନ ଯୋଗୁଁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ପ୍ରକଳ୍ପ ଅବଧି ସମ୍ପ୍ରସାରିତ

0
ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) ଲକଡାଉନ କାରଣରୁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟକ୍ଷମ ହେଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାଳ ବୃଦ୍ଧି ହେବ। ମନ୍ତ୍ରଣାଳୟ ସଚିବ ଶ୍ରୀ ଆନନ୍ଦ...

୧୦୦ ବିଶୋଧନାଗାର ଓ ୫୦୦ରୁ ଅଧିକ କମ୍ପାନୀଙ୍କୁ ହାତଧୂଆ ବିଶୋଧକ ପ୍ରସ୍ତୁତି ପାଇଁ ଅନୁମତି

0
ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଘୋଷିତ ଲକଡାଉନ ବେଳେ ଆବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସର୍ବବିଧ ପଦକ୍ଷେପମାନ ନେଇଛନ୍ତି।...

କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ବ୍ୟାପକ ପ୍ରସ୍ତୁତି

0
ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) କୋଭିଡ-୧୯କୁ ନେଇ କ୍ରମବର୍ଦ୍ଧିଷ୍ଣୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ବ୍ୟାପକ ପଦକ୍ଷେପ ନେଇଛି। କୋଭିଡ-୧୯ ମହାମାରୀ ଯୋଗୁଁ ହେଉଥିବା ବିଭିନ୍ନ...

ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ, ପରିବହନ ଓ ସ୍ଥିତି ତଦାରଖ ପାଇଁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଖୋଲାଗଲା...

0
ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି କରାଯାଇଥିବା ଲକଡାଉନ କାଳରେ ସାଧାରଣ ଜନତାଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ବିଭିନ୍ନ ସଂଯୁକ୍ତ...

ଅମାନିଆ ଙ୍କୁ ଖାଲି ମାଡ…………… ରଣପୁର ସବ୍‌ଜେଲ୍ ଓ ଅତ୍ୟାବଶ୍ୟକୀୟ ଦୋକାନରେ ସଚେତନତା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୩-ନୟାଗଡ ଜିଲ୍ଲାରେ ଲକ୍ ଡାଉନ୍ ସମୟରେ ରଣପୁର ଥାନା ଅଂଚଳରେ ନିୟମ ଉଲଙ୍ଘନକାରୀଙ୍କୁ ମାଡଦେବା ଫଳରେ ଅଯଥା ରେ ବାହାରକୁ ଆସୁଥିବା ଲୋକଙ୍କ ଯାତାୟତ ଠପ୍ ହୋଇଯାଇଛି । ରଣପୁର...

କରୋନାଭାଇରସ୍ ସହ ଯୁଦ୍ଧରେ ଗରିବ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର...

0
ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) କରୋନାଭାଇରସ ବ୍ୟାପିବାରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଲଡଡାଉନ୍ ଘୋଷଣା କରିଛନ୍ତି। ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ...

କର୍ଫ୍ୟୁ : ରାସନ ନେଉଥିବା ବ୍ୟକ୍ତିକୁ ପଞ୍ଜାବ ପୋଲିସ୍ ର ଏପରି ମାଡ଼ – ବଲିଉଡ଼ ନିର୍ଦ୍ଦେଶକ ଲେଖିଲେ...

0
ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) କରୋନାଭାଇରସ୍ କାରଣରୁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯିବା ସହିତ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ...

କରୋନାକୁ ନେଇ ଫେକ ଭିଡିଓ ପୋଷ୍ଟ କରି ଯୁବକ ଗିରଫ

0
ବଲାଙ୍ଗୀର ୨୬-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କରୋନା ସଂକ୍ରାନ୍ତୀୟ ଏକ ଫେକ ତଥା ମିଥ୍ୟା ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଅଭିଯୋଗରେ ବଲାଙ୍ଗୀରର ଜଣେ ଯୁବକ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ,...

ଜାମ୍ମୁ କାଶ୍ମୀରରେ ପ୍ରଥମ କରୋନା ମୃତ୍ୟୁ

0
ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) ନୋଭେଲ କରୋନାଭାଇରସ କାରଣରୁ ଜାମ୍ମୁ କାଶ୍ମୀରରେ ପ୍ରଥମ ମୃତ୍ୟୁ ଖବର ଆସିଛି। ମୃତକ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି ଯିଏ ଜଣେ ଧର୍ମ ପ୍ରଚାରକ...

କରୋନା ଆକ୍ରମଣ; ନେଟ୍ ଧିମା, ଫେରିଯିବା ଆମେ ଇଣ୍ଟରନେଟର ପାଷାଣ ଯୁଗକୁ: ଜାଣନ୍ତୁ କଣ ହେବ ଆଗକୁ ..

ଭୁବନେଶ୍ୱର: ଆପଣଙ୍କର ମୋବାଇଲ ଧିମା ହୋଇଯାଇଛି କି? ନେଟ୍ ବ୍ୟବହାର ବେଳେ ଆପଣ ସେପରି କିଛି ଅନୁଭବ କରୁଛନ୍ତି କି? ତେବେ, ଠିକ୍ ଅନୁଭବ କରିଛନ୍ତି। କରୋନା ଆକ୍ରାନ୍ତରେ ଇଣ୍ଟରନେଟ୍ ଧିମା ହୋଇଯାଇଛି।...

କରୋନା ଭାଇରସ୍ ଡରରେ ଖବର କାଗଜ ବିକ୍ରି ହ୍ରାସ

0
କୋଲକାତା ୨୬-୩ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗର କୋଲକାତାରେ ଖବରକାଗଜ ବିକ୍ରି ହ୍ରାସ ପାଇଛି ବୋଲି ANI ରିପୋର୍ଟ କରିଛି। ରିପୋର୍ଟ ଅନୁଯାୟୀ କୋରୋନାଭାଇରସ ସଂକ୍ରମଣ ଡରରେ ଅଧିକାଂଶ ଗ୍ରାହକ ଖବରକାଗଜ କିଣିବା ବନ୍ଦ...

କରୋନାଭାଇରସ୍ : ସମଗ୍ର ଦେଶରେ ଟୋଲ ପ୍ଲାଜାରେ ଆଦାୟ ହେବନି ଟୋଲ ଟ୍ୟାକ୍ସ – କେନ୍ଦ୍ର ପରିବହନ ମନ୍ତ୍ରୀ...

0
ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) Covid19 କୁ ଦୃଷ୍ଟିରେ ରଖି ଭାରତର ସମସ୍ତ ଟୋଲ ପ୍ଲାଜାରେ ଟୋଲ ସଂଗ୍ରହକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ କରୋନା ଜୀବାଣୁ...

କରୋନାଭାଇରସ୍ : ଅହମ୍ମଦାବାଦରେ ୮୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ

0
ଅହମ୍ମଦାବାଦ୍ ୨୫-୩ (ଓଡ଼ିଆ ପୁଅ) ଗୁଜୁରାଟରେ କୋଭିଡ -୧୯ କାରଣରୁ ଜଣେ ୮୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ANI ଅନୁଯାୟୀ ଉକ୍ତ...

କରୋନା ପାଇଁ ଆନ୍ଧ୍ରପ୍ରଦେଶ ବିଇଡି ପରୀକ୍ଷା ଦେବାକୁ ଯାଇ ଫସିଲେ ୨ ଜଣ ଗର୍ଭବତୀଙ୍କ ସହ ୪୨ ଛାତ୍ରଛାତ୍ରୀ

ଭୁବନେଶ୍ୱର୨୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଓଡିଶାରୁ ୨୪ ଜଣ ଛାତ୍ର, ୧୮ ଜଣ ଛାତ୍ରୀ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାର ତର୍ଲୁପାଡୁ କଲେଜ ଅଫ୍ ଏଜୁକେସନ୍‌ରେ ବିଇଡି ପରୀକ୍ଷା ଦେବାକୁ ଯାଇଥିଲେ। ଏମାନେ ସମସ୍ତେ କଲେଜ ପାଖ...

କରୋନା ଲକ୍‌ଡାଉନ୍ ସୁଯୋଗରେ ଚଢାଦରରେ ବିକ୍ରି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ

ଯାଜପୁର୨୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଭାଇରସର କବଳରୁ ମୁକ୍ତି ପାଇଁ ସମଗ୍ର ଦେଶ ଓ ରାଜ୍ୟରେ ଲକ୍‌ଡାଉନ୍ କରାଯାଇ ଔଷଧ ଦୋକାନ ଗୁଡିକ ସବୁବେଳେ ଖୋଲା ରହିବାକୁ ଥିବା ବେଳେ ଅନ୍ୟ ଅତ୍ୟାବଶ୍ୟକୀୟ...

ଜିଲ୍ଲାରେ ଲକ ଡାଉନ ପନିପରିବା ,ମାଛ ମାଂସ ଦୋକାନ ଗୁଡିକରେ ଭିଡ ନକରିବା ପାଇଁ ପୁଲିସର ତାଗିଦ,ବଜାରରୁ ଅଳୁ...

0
ମାଲକାନଗିରି,୨୫ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଭୂତାଣୁ ମହାମାରୀ ରୂପନେଇଛି, ଏହାକୁ ମୁକାବିଲା କରିବା ପାଇଁ ସମଗ୍ର ରାଜ୍ୟ ଓ ଜିଲ୍ଲାଗୁଡିକରେ ଲକ ଡାଉନ ଘୋଷଣା କରାଯାଇଛି ।ଏହାକୁ ପ୍ରତିହତ...

ଭାରତୀୟ ବଂଶୋଦ୍ଭବ ତଥା ପ୍ରସିଦ୍ଧ ସେଫ୍ ଫ୍ଲଏଡ୍ କାର୍ଡୋଜଙ୍କର ନ୍ୟୁୟର୍କରେ କରୋନାଭାଇରସରେ ମୃତ୍ୟୁ

0
ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) : ପ୍ରସିଦ୍ଧ ସେଫ୍ ଫ୍ଲଏଡ୍ କାର୍ଡୋଜଙ୍କ ନୋଭେଲ୍ କରୋନଭାଇରସ କରଣରୁ ବୁଧବାରଦିନ ନ୍ୟୁୟର୍କରେ ମୃତ୍ୟୁ ହୋଇଛି। ସେ ୫୯ ବର୍ଷର ଥିଲେ। ଫ୍ଲଏଡ ମୁମ୍ବାଇର ଦୁଇଟି...

ଆବଶ୍ୟକ ପଡିଲେ କର୍ଫ୍ୟୁ ଲଗାଯିବ :  ଜିଲ୍ଲାପାଳ

ଯାଜପୁର୨୫ା୩(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନାର ପ୍ରାଦୁର୍ଭାବ ଯେପରି ବଢୁଚ୍ଥି ଓ ଅନ୍ୟ ରାଜ୍ୟ ମାନଙ୍କରେ ଲକ୍ ଡାଉନ ଘୋଷଣା ପରେ ଆମ ଜିଲ୍ଲାକୁ ଯେପରି ଅଧିକରୁ ଅଧିକ ଲୋକ ପହଞ୍ଚୁଚ୍ଥନ୍ତି, ଏହାକୁ ନିୟନ୍ତ୍ରଣ କରିବା...

କରୋନା ଲାଗି ଅଗ୍ରମୀ ୩ମାସର ଛାତ୍ରବୃତି ଟଙ୍କା ଓ ମଧ୍ୟହ୍ନଭୋଜର ଚାଉଳ ପାଇଲେ ଛାତ୍ରଛାତ୍ରୀ

0
ମାଲକାନଗିରି,୨୫ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଆତଙ୍କ ଦେଖା ଦେଇଥିବାରୁ ମାଲକାନଗିରି ଜିଲ୍ଲା ରେ ଲକ ଡାଉନ ଘୋଷଣା କରାଯାଇ ଥିବାରୁ ସେଥିନିମନ୍ତେ ଜିଲ୍ଲାର ସ୍କୁଲ କଲେଜ,ଛାତ୍ରବାସ ଗୁଡିକ ଛୁଟି...

କରୋନା ପାଇଁ ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀଙ୍କ ବିଧାୟକ ପ୍ରେମ

ଯାଜପୁର୨୫ା୩(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ପାଇଁ ୨୨ତାରିଖ ଠାରୁ  ଦେଶ ଓ ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱସ୍ଥାସେବୀ...