Home Coronavirus Outbreak ଭାରତୀୟ ବଂଶୋଦ୍ଭବ ତଥା ପ୍ରସିଦ୍ଧ ସେଫ୍ ଫ୍ଲଏଡ୍ କାର୍ଡୋଜଙ୍କର ନ୍ୟୁୟର୍କରେ କରୋନାଭାଇରସରେ ମୃତ୍ୟୁ

ଭାରତୀୟ ବଂଶୋଦ୍ଭବ ତଥା ପ୍ରସିଦ୍ଧ ସେଫ୍ ଫ୍ଲଏଡ୍ କାର୍ଡୋଜଙ୍କର ନ୍ୟୁୟର୍କରେ କରୋନାଭାଇରସରେ ମୃତ୍ୟୁ

833

ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) : ପ୍ରସିଦ୍ଧ ସେଫ୍ ଫ୍ଲଏଡ୍ କାର୍ଡୋଜଙ୍କ ନୋଭେଲ୍ କରୋନଭାଇରସ କରଣରୁ ବୁଧବାରଦିନ ନ୍ୟୁୟର୍କରେ ମୃତ୍ୟୁ ହୋଇଛି। ସେ ୫୯ ବର୍ଷର ଥିଲେ। ଫ୍ଲଏଡ ମୁମ୍ବାଇର ଦୁଇଟି ଲୋକପ୍ରିୟ ରେଷ୍ଟୁରାଣ୍ଟ, ବମ୍ବେ କ୍ୟାଣ୍ଟିନ ଏବଂ ଓ ପେଡ୍ରୋ ର ସହ-ମାଲିକ ଥିଲେ।

ରେଷ୍ଟୁରାଣ୍ଟ ଚଳାଉଥିବା କମ୍ପାନୀ ଦି ହଙ୍ଗର ଇଙ୍କ ଦ୍ୱାର ପ୍ରକାଶିତ ଏକ ବିବୃତ୍ତି କିଛି ଦିନ ପୂର୍ବରୁ ଜଣାପଡ଼ିଥିଲାଯେ ସେଫ୍ ଙ୍କର ନ୍ୟୁୟର୍କରେ COVID-19 ଟେଷ୍ଚ ପଜିଟିଭ୍ ଅଛି ବୋଲି।

ଫ୍ଲଏଡ୍ କାର୍ଡୋଜଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.