Home Coronavirus Outbreak କରୋନାଭାଇରସ୍ : ସମଗ୍ର ଦେଶରେ ଟୋଲ ପ୍ଲାଜାରେ ଆଦାୟ ହେବନି ଟୋଲ ଟ୍ୟାକ୍ସ – କେନ୍ଦ୍ର...

କରୋନାଭାଇରସ୍ : ସମଗ୍ର ଦେଶରେ ଟୋଲ ପ୍ଲାଜାରେ ଆଦାୟ ହେବନି ଟୋଲ ଟ୍ୟାକ୍ସ – କେନ୍ଦ୍ର ପରିବହନ ମନ୍ତ୍ରୀ ଗଡକରୀ

562

ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) Covid19 କୁ ଦୃଷ୍ଟିରେ ରଖି ଭାରତର ସମସ୍ତ ଟୋଲ ପ୍ଲାଜାରେ ଟୋଲ ସଂଗ୍ରହକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ କରୋନା ଜୀବାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ବୁଧବାର କହିଛନ୍ତି ଯେ ଜରୁରୀକାଳୀନ ସେବାରେ ନିୟୋଜିତ ଲୋକଙ୍କ କାର୍ଯ୍ୟକୁ ସହଜ କରିବା ପାଇଁ ଦେଶର ଜାତୀୟ ରାଜପଥରେ ଟୋଲ ସାମୟିକ ଭାବେ ନିଆଯିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.