Home 2020
Yearly Archives: 2020
ଘଡି ପଥୁଲି ପୂଜା ଓ ମୁଠି ଅନୁକୂଳ
ପୁରୀ, ୨୬/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପବିତ୍ର ଅକ୍ଷୟତୃତୀୟା ଅବସରରେ ଆସି ଘରେ ଘରେ ପରମ୍ପରା ଅନୁଯାୟୀ ଘଡି ପଥୁଲି ବସାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପ୍ରଥା ବହୁ ଦିନରୁ ଚାଲି...
ଜିଲ୍ଲାପାଳଙ୍କ ପଂଚାୟତ ପରିଦର୍ଶନ ଓ କରୋନା ପ୍ରସ୍ତୁତି ସମୀକ୍ଷା
କେନ୍ଦ୍ରାପଡା ୨୬/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକର ଭରତପୁର ପଂଚାୟତକୁ ପରିଦର୍ଶନରେ ଯାଇ ପଂଚାୟତରେ କରୋନା ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ...
ବାଲିଆ ନିଗମ ଏଚପି ଫିଲିଂ ଷ୍ଟେସନ ପକ୍ଷରୁ ଗାଡିଚାଳକଙ୍କୁ ମାଗଣା ରନ୍ଧାଖାଦ୍ୟ ବଂଟନ
କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ସ୍ଥିତ ନିଗମ ଏଚପି ଫିଲିଂ ଷ୍ଟେସନ ପକ୍ଷରୁ ଗାଡି ଚାଳକମାନଙ୍କୁ ୪ଦିନ ହେବ ମାଗଣା ରନ୍ଧା...
ଲକଡାଉନ ଉଠିବା ପରେ ଘରକୁ ଆସିବାକୁ ଚାହୁଁଥିବା ଶ୍ରମିକ ପଂଚାୟତରେ ପଞ୍ଜିକରଣ କରନ୍ତୁ
କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ସରକାରଙ୍କ କରୋନା ଜନିତ ଲକଡାଉନ ଉଠିବା ପରେ ମଇମାସ ୩ତାରିଖ ଠାରୁ ନିଜ ଘରକୁ ଆସିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକମାନେ ନିଜ ପଂଚାୟତରେ ସେମାନଙ୍କ...
ଅନୁପଯୁକ୍ତ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବନ୍ଦ କରିବାକୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଂଚାୟତରେ କେତେକ ଅନୁପଯୁକ୍ତ ବ୍ୟକ୍ତିଙ୍କୁ ବାର୍ଦ୍ଦକ୍ୟ ଭତ୍ତା ପ୍ରଦାନକୁ ବନ୍ଦ କରାଯିବା ପାଇଁ ସଂପୃକ୍ତ ପଂଚାୟତ ପକ୍ଷରୁ ଉପଜିଲ୍ଲାପାଳଙ୍କ...
ଭାଗବତପୁର ପଂଚାୟତ ଅଗ୍ନିବିପନ୍ନଙ୍କୁ ବିଧାୟକଙ୍କ ସହାୟତା ପ୍ରଦାନ
କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ଶ୍ୟାମସୁନ୍ଦରପୁର(କିଜଙ୍ଗପଡା) ଗ୍ରାମର ପଦ୍ମ ଚରଣ ରାଉତଙ୍କ ଘରଟି ବଜ୍ରପାତରେ ସଂପୂର୍ଣ୍ଣ ପୋଡିଯିବା ସହ ଘର ଭିତରେ ଥିବା...
କରୋନାଠୁ ବଳି ଗଲା କାଳବୈଶାଖୀ, ବେଗୁନିଆପଡ଼ା ଅଞ୍ଚଳରେ ୩ ଦିନ ଧରି ବିଜୁଳି ସେବା ଠପ୍
କୋଦଳା ୨୭ ଏପ୍ରିଲ (ଓଡ଼ିଆ ପୁଅ/ ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ମହାମାରୀକୁ ନେଇ ସବୁଠି ଚିନ୍ତା ଓ ହଇଚଇ ଲାଗି ରହିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...
ମାସ୍କ ନ ପିନ୍ଧିବାରୁ ଜରିମାନା: ୩୮ ଜଣଙ୍କଠାରୁ ୮, ୫୦୦ ଟଙ୍କା ଆଦାୟ
ବାଲିଗୁଡା ୨୭-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା(କୋଭିଡ-୧୯)ରୁ ରକ୍ଷା ପାଇଁ ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଆଯାଉଛି। ବାରମ୍ବାର ସଚେତନ କରାଯିବା ପରେ ମଧ୍ୟ କିଛି ଅମାନିଆ ଏହାକୁ ମାନୁ ନାହାନ୍ତି। ଏହି...
ବିଜେପି ତରଫରୁ ରକ୍ତଦାନ
ବାଲି୍ଗୁଡା, ୨୭/୪ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) -ବିଜେପି ତରଫରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜି ବିଜେପି ତରଫରୁ ସ୍ୱେଛାକୃତ ଭାବେ ରକ୍ତଦାନ କରିଛନ୍ତି ଓ...
ଦୁନିଆର ସବୁଠାରୁ ବଡ଼ ପରିବାର; ୩୯ ପତ୍ନୀ, ୯୪ ସନ୍ତାନ; ମୋଟ ୧୮୧ ସଦସ୍ୟ: ପ୍ରଭାବ ପକାଇ ପାରିନି...
ଭୁବନେଶ୍ୱର: ଭାରତର ଉତ୍ତର- ପୂର୍ବ ରାଜ୍ୟ ମିଜୋରାମରେ ରୁହନ୍ତି ଦୁନିଆର ସବୁଠାରୁ ବଡ଼ ପରିବାର। ୭୪ ବର୍ଷର ଏହି ପୁରୁଣା ପରିବାରକୁ ଏକ ସ୍ଵାଧୀନ ସମ୍ପ୍ରଦାୟ ବୋଲି କୁହାଯାଇ ପାରେ। ପରିବାରର ମୁଖିଆ...
ବାଲିଗୁଡା ଚିତ୍ରକର ସଂଘର ସହାୟତା ପାଇଁ ଦାବି
ବାଲିଗୁଡା, ୨୭/୪ - (ଓଡ଼ିଆ ପୁଅ) ବାଲିଗୁଡା ବ୍ଲକର ଚିତ୍ରକର ସଂଘ ବାଲିଗୁଡା ବିଡିଓଙ୍କୁ ଏକ ସହାୟତା ପାଇଁ ଦାବି ପତ୍ର ଦେଇଛନ୍ତି। ଏଥିରେ ଉଲ୍ଲଖେ ଅଛି ଯେ ଏହି ଚିତ୍ରକର ମାନେ...
ମହାରାଷ୍ଟ୍ରରେ ସନ୍ଥଙ୍କ ଉପରେ ହୋଇଥିବା ଆକ୍ରମଣ ଓ ହତ୍ୟା ଘଟଣାରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର
କେନ୍ଦ୍ରାପଡା ୨୭/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଚଳିତ ଅପ୍ରେଲମାସ ୧୬ତାରିଖରେ ମହାରାଷ୍ଟ୍ରର ପାଲଘର ଅଂଚଳରେ ଦୁଇଜଣ ପୂଜ୍ୟ ସନ୍ଥ ଏବଂ ତାଙ୍କର ସହଯୋଗୀଙ୍କୁ ସୁନିୟୋଜିତ ଢଙ୍ଗରେ ଦଳବଦ୍ଧ ହୋଇ ଅତ୍ୟନ୍ତ ନୃଶଂସ...
ସଂଗ୍ରାମୀ ନକୁଳ ଚରଣ ଦାସ ଅସୁସ୍ଥ
କେନ୍ଦ୍ରାପଡା ୨୭/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ସ୍ୱାଧୀନତା ସଂଗ୍ରାମ ସମିତି ସଭାପତି ନକୁଳ ଚରଣ ଦାସ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଛି। ସଂଗ୍ରାମୀ...
କେନ୍ଦ୍ରାପଡା ବିଧାୟକଙ୍କ ପୌରାଚଂଳ ପରିଦର୍ଶନ
କେନ୍ଦ୍ରାପଡା ୨୭/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ଲକଡାଉନର ପ୍ରାୟ ଏକମାସ ପରେ ସୋମବାର ପୂର୍ବାହ୍ନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ସହରରେ ପହଁଚି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ...
ସୀମା ପାର ହୋଇ ଚାଉଳ, ବହି ନେବାକୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ଫେରାଇଲା ପୋଲିସ
ବାଲିଗୁଡା, ୨୭/ ୪.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଲକ୍ଡାଉନ ପରେ କନ୍ଧମାଳ ଜିଲାର ସବୁ ସୀମାକୁ ସିଲ୍ କରାଯାଇଛି। କନ୍ଧମାଳ-ଗଜପତି ଜିଲାର ସୀମା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା...
ରଣପୁର ପୋଲିସ୍ ର ବ୍ୟାପକ ଚଢାଉ ୫ଗିରଫ -୪୦ଲିଟର ଦେଶୀ ମଦ-ମାଙ୍କଡା ବୋଝେଇ ଟ୍ରାକ୍ଟର ଜବତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୪-ଲକ୍ଡାଉନ ସମୟରେ ପୋଲିସ ଲକ୍ଡାଉନ୍ ରେ ବ୍ୟସ୍ତ ଥିବାବେଳେ ଚୋରା ବେପାରୀମାନେ ଏହାର ସୁଯୋଗ ହାତଛଡା କରୁନାହାନ୍ତି । ନୟାଗଡ ଏସ୍.ପି ପ୍ରତ୍ୟୁଷ ଦିୱାକର ଙ୍କ ନିର୍ଦ୍ଧେଶରେ ଲକ୍ଡାଉନ୍ ସମୟରେ...
ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ପରିଦର୍ଶନ ଓ କରୋନା ମୁକାବିଲାର ସମୀକ୍ଷା
କେନ୍ଦ୍ରାପଡା ୨୭/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ଲକଡାଉନ ଜାରି ରହିଥିବା ବେଳେ ସୋମବାର ପୂର୍ବାହ୍ନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବ୍ଲକରେ ପହଁଚି ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଓ...
ସମସ୍ତ ସରକାରୀ ଯୋଜନାରୁ ବଂଚିତ ପରିବାର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୪-ସରକାର କେହି ଭୋକରେ ମରିବେନି କେହି ମାଟି ଓ ଚାଳ ଛପର ଘରେ ରହିବେନି ଜୋର ଦେଇ କହୁଥିବା ବେଳେ ସରକାରୀ ଯୋଜନା ଓ ଖାଦ୍ୟ ସୁରକ୍ଷା ଭଳି ଯୋଜନାମାନ...
ଚିନ୍ତା ବଢାଇଛି ରାଜ୍ୟ ବାହାରୁ ଆସୁଥିବା ଆଳୁ, ପିଆଜ ଟ୍ରକ
ବାଲିଗୁଡା, ୨୭/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ମହାମାରୀ କରୋନା ସଂକ୍ରମଣର ଭୟ ଅଞ୍ଚଳବାସୀଙ୍କୁ ବ୍ୟସ୍ତ କରୁଥିବାବେଳେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ବାଲିଗୁଡା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏଠାକାର ପରିବା...
ପ୍ରଖ୍ୟାତ କବି ସୈାରୀବନ୍ଧୁ କରଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ
କେନ୍ଦ୍ରାପଡା ୨୬/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଏ.ଆଇ.ଟି.ୟୁ.ସି.ର ଜାତୀୟ ଉପସଭାପତି, ରାଜ୍ୟ ସାଧାରଣ ସମ୍ପାଦକ, ସି.ପି.ଆଇ.ଜାତୀୟ ପରିଷଦ ସଭ୍ୟ, ରାଜ୍ୟ ସମ୍ପାଦକ ମଣ୍ଡଳି ସଭ୍ୟ, ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ରାଜ୍ୟ...




















