Home ଓଡ଼ିଶା ପ୍ରଖ୍ୟାତ କବି ସୈାରୀବନ୍ଧୁ କରଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି...

ପ୍ରଖ୍ୟାତ କବି ସୈାରୀବନ୍ଧୁ କରଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

208
କେନ୍ଦ୍ରାପଡା ୨୬/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଏ.ଆଇ.ଟି.ୟୁ.ସି.ର ଜାତୀୟ ଉପସଭାପତି, ରାଜ୍ୟ ସାଧାରଣ ସମ୍ପାଦକ, ସି.ପି.ଆଇ.ଜାତୀୟ ପରିଷଦ ସଭ୍ୟ, ରାଜ୍ୟ ସମ୍ପାଦକ ମଣ୍ଡଳି ସଭ୍ୟ, ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ରାଜ୍ୟ ସଭାପତି, ବ୍ୟାଙ୍କ କର୍ମଚାରୀ ସଙ୍ଘର ରାଜ୍ୟ ସଭାପତି, ବିଶିଷ୍ଟ ସ୍ତମ୍ବକାର, ପ୍ରଖ୍ୟାତ କବି, ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ବିଶିଷ୍ଟ ଶ୍ରମିକ ନେତା ସାଥି ସୈାରୀବନ୍ଧୁ କରଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ, ବାମପନ୍ଥୀ ରାଜନୈତିକ ଦଳ, ବ୍ୟାଙ୍କ କର୍ମଚାରୀ ସଙ୍ଘ, ଜିଲ୍ଲା ସାହିତ୍ୟ ସଂସଦ ଓ ବୁଦ୍ଧିଜୀବିମାନଙ୍କ ପକ୍ଷରୁ ମିଳିତ ଭାବେ ପ୍ରେସ ବିବୃତିରେ ଗଭୀର ଦୁଃଖ ପ୍ରକାଶ କରାଯିବା ସହ ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏଥିସହିତ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି ବୋଲି ଫକିର ଚରଣ ଖଟୁଆ ଓ ବାବାଜୀ ଧଳ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.