Home 2020

Yearly Archives: 2020

ଅଭିନବ ଉପାୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ବିଜେପିର ଜନସଚେତନତା

ବାଲିଗୁଡା,୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସାରା ବିଶ୍ବରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ଭାରତ ତଥା ଓଡିଶାରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇଛି ।ସଂକ୍ରମଣକୁ ପ୍ରତିହୁତ କରିବା...

ଭୋକିଲା ପେଟରେ କରୋନା ଯୁଦ୍ଧ: ଚାକିରି ସ୍ଥାୟୀ କରିବାର ପ୍ରତିଶ୍ରୁତି ଦେଇ ଭୁଲିଗଲେ ସରକାର; କନ୍ଧମାଳର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କୁ...

ବାଲିଗୁଡା, ୩/୫.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଆଶା ଓ ଅଙ୍ଗନବାଡି କର୍ମୀଙ୍କଠାରୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ ଓ ସାମ୍ବାଦିକ ପର୍ଯ୍ୟନ୍ତ ସମସ୍ତେ କରୋନା ଲଢେଇରେ ସାମିଲ ଅଛନ୍ତି। ଜୀବନ ପ୍ରତି ବିପଦ...

କୋଭିଡ୍ ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ଅଭିଯୋଗ, ସଂଗରୋଧ ଗୃହରୁ ଚମ୍ପଟ ମାରିଲେ ୧୬୨ ସୁରଟ ଫେରନ୍ତା, ବେଗୁନିଆପଡ଼ାରେ ପ୍ରଶାସନ ନାକେଦମ୍

0
କୋଦଳା ୩ ମେ ୨୦୨୦ (ଓଡ଼ିଆ ପୁଅ/ସୁଶାନ୍ତ ପଟ୍ଟନାୟକ) କ୍ୱାରାନଟାଇନ ସେଣ୍ଟରରେ ଅବ୍ୟବସ୍ଥା ଯୋଗୁଁ ଚମ୍ପଟ୍ ମାରିଲେ ଲୋକେ। ଏହିପରି ଅଭିଯୋଗ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ୨ ଟି...

ପଞ୍ଜୁରୀ ଭିତରେ ମଣିଷ, ଖୋଲା ଆକାଶରେ ପକ୍ଷୀ

0
ବାଲିଗୁଡା, ୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ମହାମାରୀ ପାଇଁ ଦେଶ ଏବେ ଲକଡାଉନ୍। ମଣିଷ ଏବେ ଘରେ ବନ୍ଦୀ ହୋଇ ପକ୍ଷୀଙ୍କ ପରି ପଞ୍ଜୁରୀ ଭିତରେ ରହିଛି। ହେଲେ ଏହି...

ସୁରଟରୁ ଓଡ଼ିଶା ଆସିଲା ଟ୍ରେନ୍; ତେବେ ବିଜେପି ପତାକା ବ୍ୟବହାର କାହିଁକି ..

ଭୁବନେଶ୍ୱର: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ଗୁଜୁରାଟର ସୁରଟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି। ଏ'ନେଇ ଓଡ଼ି଼ଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

କରୋନା ସଚେତନତା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଅଭିନବ ପ୍ରୟାସ : ଗୀତ ଗାଇଲେ ମନ ମୋହିଲେ

ବାଲିଗୁଡ଼ା: ୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସାରା ବିଶ୍ବରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି। ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ...

ଅଗ୍ନି ବିପନ୍ନଙ୍କୁ ସହାୟତାର ହାତବଢ଼ାଇଲା ସମାଜ ଦର୍ପଣ

ହାଟଡିହି- ୩/୫/ ହାବଳେଶ୍ୱର ପଞ୍ଚାୟତ ଡିମିରିଆ ଗ୍ରାମରେ ଗତ ତିନିଦିନ ତଳେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡର ବିପନ୍ନ ପରିବାର ଗୁଡିକୁ ସମାଜ ଦର୍ପଣ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସହାୟତା କରାଯାଇଛି । ଏହି...

ଯୁବକଙ୍କ ଦ୍ୱାରା ଗ୍ରାମ ସଫେଇ

ହାଟଡିହି- ୩/୫/ କରୋନା ମହାମାରୀ ସମୟରେ ଗାଁରେ ବସି ରହିଥିବା ଯୁବକମାନେ ଆଜି ନିଜ ଗାଁକୁ ନିଜେ ସଫା ସୁତରା ରଖିବାକୁ ନିଷ୍ପତି ନେଇଛନ୍ତି । ସଢ଼ା ପଞ୍ଚାୟତ ନାହା ଗ୍ରାମର ରାଜା...

କେରଳ ଫେରନ୍ତାଙ୍କୁ ସଂଙ୍ଗରୋଧରେ ରଖିଲା ପ୍ରଶାସନ

ହାଟଡିହି- ୩/୫/ ରାଜ୍ୟ ସରକାରଙ୍କ ପକ୍ଷରୁ ବାହାରେ ଫସି ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ଫେରାଇ ଅଣାଯିବା ପାଇଁ ସରକାରଙ୍କ ପକ୍ଷରୁ କରାଯାଉଥିବା ଉଦ୍ୟମରେ ଆଜି କେନ୍ଦୁଝର ଜିଲ୍ଲାର ଅନେକ ଲୋକ...

କେନ୍ଦୁଝରରେ ୨ୟ ଓ ହାଟଡିହି ବ୍ଲକରେ ପ୍ରଥମ କରୋନା ପଜେଟିଭ ଚିହ୍ନଟ

ହାଟଡିହି- ୩/୫/ କେନ୍ଦୁଝର ଜିଲ୍ଲାରେ ଦ୍ୱିତୀୟ କରୋନା ପଜଟିଭ ଚିହ୍ନଟ ହୋଇଥିବାବେଳେ ହାଟଡିହି ବ୍ଲକର ପ୍ରଥମ କରୋନା ପଜେଟିଭି ଆଜି ଚିହତନଟ ହୋଇଛି । ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗାଁରେ ଚିହ୍ନଟ ହୋଇଥିବା...

ପ୍ରବାସୀ ଓଡ଼ିଆଙ୍କୁ ଆଣି ଆସୁଥିବା ଗୋଟାଏ ପରେ ଗୋଟାଏ ବସ୍ ଦୁର୍ଘଟଣା: ଦାୟିତ୍ୱ କାହାର ଥିଲା ..

ଭୁବନେଶ୍ୱର: ଗୁଜୁରାଟର ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ଆଣି ଆସୁଥିବା ଗୋଟାଏ ପରେ ଗୋଟାଏ ବସ୍ ଦୁର୍ଘଟଣାଗସ୍ତ ହେଲା। କାଲିଠାରୁ ଆଜି ଭିତରେ ତିନୋଟି ବସ୍ ଦୁର୍ଘଟଣା ଘଟିଲା। ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ...

କରୋନା ସଚେତନତା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଅଭିନବ ପ୍ରୟାସ : ଗୀତ ଗାଇଲେ ମନ ମୋହିଲେ

0
ବାଲିଗୁଡ଼ା: ୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସାରା ବିଶ୍ବରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି। ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ...

ରଥଯାତ୍ରା ହେବା ନେଇ ଅନିଶ୍ଚିତତା ତେଜୁଛି

ପୁରୀ, ୩/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଚଳିତବର୍ଷ କରୋନା ଯୋଗୁଁ ସାରା ଦେଶରେ ଲକଡାଉନ ରହିଛି ଏବଂ ବିଭିନ୍ନ ଧର୍ମାନୁଷ୍ଠାନମାନଙ୍କରେ ମଧ୍ୟ କୌଣସି ଭକ୍ତ ଠାକୁରଙ୍କୁ ଯାଇ ଦର୍ଶନ କରିପାରିବେ ନାହିଁ...

ବାହାରୁ ଆସୁଥିବା ପ୍ରତିଟି ବ୍ୟକ୍ତି ପଞ୍ଜିକରଣ ସହ କ୍ୱାରେନଟାଇନରେ ରହିବା ଜରୁରୀ – ପ୍ରମୁଖ ସଚିବ ଶ୍ରୀ ଶର୍ମା

ଯାଜପୁର ୩ା୫ (ଓଡିଆ ପୁଅ/ବିରଞ୍ଚିନାରୟଣ ପତ୍ରୀ) ଯେକୌଣସି ବ୍ୟକ୍ତି ବାହାର ରାଜ୍ୟ ବା ଜିଲ୍ଲାରୁ ଆସୁଥିଲେ ସେମାନେ ନିଶ୍ଚିତ ଭାବେ ନାମ ପଞ୍ଜିକରଣ କରାଇ କ୍ୱାରେନଟାଇନରେ ରହନ୍ତୁ। ଏହାର ଉଲଘଂନ କ୍ଷେତ୍ରରେ ଦୃଢ଼...

ମୋହନା ପୋଲିସର ବଡ଼ ସଫଳତା, ୪୮ଘଣ୍ଟା ମଧ୍ୟରେ ୩ ଚୋର ଗିରଫ, କମ୍ପ୍ୟୁଟର ସମେତ ୧୮ଟି ମୋବାଇଲ ଜବତ

0
ମୋହନା, ୦୩/୦୫ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ରେ ଗତ ୩୦ ତାରିଖରେ ହୋଇଥିବା ଚୋରି ଘଟଣାର ଆଜି ମୋହନା ପୋଲିସ ପର‌ଦା‌ଫାସ କରିଛି।...

୨୯ ପ୍ରବାସୀ ଓଡିଆ ନରସିଂହପୁର ସଙ୍ଗ ନିରୋଧ କେନ୍ଦ୍ରରେ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୫-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଂଚଳରେ ପ୍ରବାସୀ ଓଡିଆ ବସ୍ ଯୋଗେ ସୁରତ୍ ରୁ ଆସି ମେ ୨ ତାରିଖ ସଂଧ୍ୟାରେ ପହଁଚିଥିବା ଜଣା ପଡଛି । ରଣପୁର ବିଡିଓ...

କେରଳ ମାରାଙ୍ଗାଟୁ ପ୍ଲାଏଉଡ କମ୍ପାନୀର ଜୁଲୁମ୍, ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ

ହରିଚନ୍ଦନପୁର, ତା ୦୩ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କରୋନା ଲକ୍ ଡାଉନ୍ ହେବାର କିଛି ମାସ ପୂର୍ବରୁ କେନ୍ଦୁଝର, କଟକ, କେନ୍ଦ୍ରାପଡା ଜିଲ୍ଲାର କିଛି ଶ୍ରମିକ କାର୍ଯ୍ୟ ପାଇଁ କେରଳ ଯାଇଥିବା ଜଣାପଡିଛି...

ପୁଅର ଜନ୍ମଦିନରେ ବାପା ମାଆ ଓ ପୁଅ ଗରିବଙ୍କ ଘରଘର ବୁଲି ବାଣ୍ଟିଲେ ରନ୍ଧା ଖାଦ୍ୟ

ବଡ଼ବିଲ ,ତା ୦୩ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ପୁଅର ଜନ୍ମଦିନ ଅବସରରେ ଗରିବ ଶ୍ରେଣୀର ଲୋକମାନଙ୍କ ଘରଘର ବୁଲି ରନ୍ଧା ଖାଦ୍ୟ ବଣ୍ଟନ କଲେ ସମାଜସେବୀ । ଖବର ମୁତାବକ ସେରେଣ୍ଡା...

କାଠ ମାଫିଆଙ୍କ ଉଦ୍ୟମ ପଣ୍ଡ ତିନୋଟି ଶାଳଗଣ୍ଡି ଜବତ

0
ମୋହନା,୦୩/୦୫ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ବନାଞ୍ଚଳରୁ ବେଆଇନଭାବେ ଚୋରା ଚାଲାଣ ହେବାକୁ ଥିବା ଆନୁମାନିକ ପଚାଶ ହଜାର ଟଙ୍କା ରୁଉଦ୍ଧ ମୂଲ୍ୟର ତିନୋଟି ଶାଳଗଣ୍ଡି ମୋହନା ବନ ବିଭାଗ...

ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା – ପଞ୍ଜିକରଣ ବାଧ୍ୟତାମୂଳକ

କେନ୍ଦୁଝର, ୩ ମେ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କରୋନା ମହାମାରୀ (COVID-19)ର ସଠିକ୍ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ଆଶିଷ...